ଖରାପ ଭାଷା ରେ ଗାଳି ଗୁଲଜ କରିଲେ କଣ ହୋଇଥାଏ ? ଏଭଳି 15+ ଅନୁଚିନ୍ତା ଜାଣନ୍ତୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏପରି କିଛି ନିୟମ ଓ ଅନୁଶାସନ ରହିଛି ଯାହା ପାଳନ କରିବା ଦ୍ଵାରା ଜୀବନରେ ଅନେକ ସମସ୍ଯା ଦୂର ହୋଇଥାଏ । ଏହା ସହ ଜୀବନ ସୁଖମୟ ହୋଇଥାଏ । ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ବିସ୍ତାର ଭାବେ । 1- ଅଣ୍ଟା ଦରଜ ହେଉଥିଲେ ସୁଣ୍ଠି ଓ ଅଶ୍ଵଗନ୍ଧା ଚୂର୍ଣ୍ଣକୁ ମିଶାଇ ଦୁଇ ଚାମଚ ଗରମ ପାଣିରେ ସେବନ କରିଲେ ଭଲ ହୁଏ । ଆଁଠୁ ଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ ଏକ ଚାମଚ ସକାଳୁ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ ।

2- ଦାନ୍ତ ବିନ୍ଧା ହେଉଥିଲେ ଜୁଆଣୀ ପାଣିକୁ ଦିନକୁ 3 ଥର କୁଲି କରିଲେ ତାହା ଦୂର ହୁଏ । ଅପଶବ୍ଦ ବ୍ୟବହାର କରି କାହାକୁ ଥଟ୍ଟା କରିବା ଉଚିତ ନୁହେଁ । ଏହା ଦ୍ଵାରା ସନ୍ତାନ ସନ୍ତତି ମାନଙ୍କର ବୁଦ୍ଧିହିନ ହୋଇଥାଏ ।

3- ଜାତକରେ ଯଦି ବୃହସ୍ପତି ନୀଚରେ ଥାଏ ତେବେ ମୁଣ୍ଡରେ ଚାନ୍ଦ ତିଳକ ଲଗାନ୍ତୁ ଓ ସକାଳୁ ମନ୍ଦିର ଯାଇ ଦର୍ଶନ କରିବା ଉଚିତ । ପାଣି ନଷ୍ଟ କରିବା ହେଉଛି ଗରିବୀର କାରଣ । ତେଣୁ ଗାଧୋଇଲା ବେଳେ ଅଧିକ ପାଣି ନଷ୍ଟ କରିବା ଅନୁଚିତ ।

4- ଜାତକରେ ରବି ନୀଚରେ ଥିଲେ ପିତା ମାତାଙ୍କର ଝଗଡା ହୁଏ ଏବଂ ଆଖି ରୋଗ ଦେଖାଦିଏ । ଜାତକରେ ମଙ୍ଗଳ ନୀଚରେ ଥିଲେ ଭାତୃ ବିବାଦ ଓ ରକ୍ତଚାପ ଦେଖା ଦେଇଥାଏ ।

5- ନଡିଆ ତେଲରେ ଅଁଳା ଗୁଣ୍ଡକୁ ଫୁଟାଇ ମୁଣ୍ଡରେ ଲଗାଇଲେ କେସ କଳା ହୋଇଥାଏ । ଭୃସଙ୍ଗ ପତ୍ର ଓ ପିଆଜକୁ ବାଟି ଚୁଟିରେ ଲଗାଇଲେ ଚୁଟି ଝଡିବା ବନ୍ଦ ହୋଇଥାଏ ।

6- ବେସନରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁଖ ବ୍ରଣ ଦୂର ହୋଇଥାଏ ଓ ମୁହଁରେ ଚମକ ଆସିଥାଏ । ମହୁରେ ଲେମ୍ବୁ ରସ ମିଶାଇ ମୁହଁ ରେ ଲଗାଇଲେ କଳାଦାଗ ଦୂର ହୋଇଥାଏ ।

7- ସକାଳୁ ଅଧ ଘଣ୍ଟା ଖରାରେ ଠିଆ ହେଲେ ଶରୀର ପୀଡା ଦୂର ହୁଏ ଓ ଭିଟାମିନ-ଡି ମିଳିଥାଏ । ମୁହଁରେ କଳାଜାଇ ଦୂର କରିବା ପାଇଁ ଧନିଆ ପତ୍ରକୁ ବାଟି କିଛି ଦିନ ଲଗାଇଲେ ତାହା ଦୂର ହୋଇଥାଏ ।

8- ସ୍ଵପ୍ନରେ ଗାଈ ଦେଖିଲେ ସମ୍ପଦ ବୃଦ୍ଧି ହେବାର ସୂଚନା ଦେଇଥାଏ । ସ୍ଵପ୍ନରେ ହାତୀ ଦେଖିଲେ ଶୁଭ ହେବ ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

9- ସ୍ଵପ୍ନରେ ପେଚା ଦେଖିଲେ ଆଗାମୀ ଦିନରେ ମା ଲକ୍ଷ୍ମୀଙ୍କ କୃପା ମିଳିବାର ସୂଚନା ଦେଇଥାଏ । ଘରେ କଣ୍ଟା ବା କ୍ଷୀର ବାହାରୁଥିବା ଗଛ ଲଗାଇବା ଉଚିତ ନୁହେଁ ।

10- ଘରେ କେବେ ହିଂସ୍ର ଜନ୍ତୁ ବା ଯୁଦ୍ଧର ଫୋଟୋ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଅସାନ୍ତି ଲାଗି ରୁହେ । ଘର ଆଗରେ ଅଳିଆ ଗଦା କରିବା ଉଚିତ ନୁହେଁ । ଏହା ଦ୍ଵାରା ରୋଗ ଓ ଆର୍ଥିକ ସମସ୍ଯା ଦେଖାଦିଏ ।

11- ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳି ଗୁଲଜ କରିଲେ ଧନ କ୍ଷୟ ହେବା ସହ ଦାରିଦ୍ର୍ଯତା ଆସିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *