ଥଣ୍ଡା, କାଶ, କଫ 1 ଘଣ୍ଟା ରେ ଭଲ କରିବାର ଘରୋଇ ଉପଚାର… ଆଜି ହିଁ କରିକି ଦେଖନ୍ତୁ

ବନ୍ଧୁଗଣ ଯଦି ଥଣ୍ଡା ବା କାସ ଭଳି ସମସ୍ଯା ଥରେ ହୁଏ ତେବେ ବହୁତ କଷ୍ଟ ଅନୁଭୂତ ହୋଇଥାଏ । ଏମିତି ସ୍ଥିତିରେ ଆପଣ ଘରୋଇ ଉପଚାର ଓ ମେଡିସିନର ପ୍ରୟୋଗ କରିଥାନ୍ତି । କିନ୍ତୁ ସେଥିରୁ ବିଶେଷ ଆରାମ ମିଳି ନ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ ବହୁ ପୁରାତନ କାଳରୁ ହୋଇ ଆସୁଛି । ଏଥିପାଇଁ ଆପଣଙ୍କୁ ବିଶେଷ ସାମଗ୍ରୀର ଆବଶ୍ୟକ ପଡିବ ନାହିଁ ।

ଏଥିରେ ବ୍ଯବହୃତ ସାମଗ୍ରୀ ଆପଣଙ୍କୁ ଘରୁ ସହଯୋଗ ମିଳିଯିବ । ଏବେ ଆସନ୍ତୁ ଜାଣିବା ଏହି ଉପଚାର କେମିତି ବନାଇବା ଓ ଏହାର ସେବନ କିପରି କରିବା । ଏଥିପାଇଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ପାନପତ୍ର ଯାହା ଆପଣଙ୍କ ଥଣ୍ଡା, କସ, କଫ ଦୂର କରିବା ପାଇଁ ସାହାର୍ଯ୍ୟ କାର୍ଟିଥାଏ । ପାନପତ୍ର ଆମ ଶରୀର ପାଇଁ ବହୁତ ଚମତ୍କାରୀ ହୋଇଥାଏ । ଏଥିରୁ ଆଣ୍ଟି ଇମଫ୍ଲାମେଟରୀ, ବ୍ୟାକ୍ଟେରିୟାଲ ଓ ଫଙ୍ଗଲ ଗୁଣ ମିଳିଥାଏ ।

ଯାହା ଆପଣଙ୍କର କାସ ଓ କଫ ଭଳି ସମସ୍ଯା ଦୂର କରିବା ପାଇଁ ଲାଭଦାୟକ ଅଟେ । ଏହି ରେମେଡି ବନାଇବା ପାଇଁ 2ଟି ପାନପତ୍ର ନିଅନ୍ତୁ । ଏହା ପରେ ଆବଶ୍ୟକ 3ରୁ 4ଟି ଗୋଲମରୀଚ ଯାହା ଆପଣଙ୍କର ଥଣ୍ଡା, କାସ, କଫ ସମସ୍ଯା ଦୂର କରିବା ପାଇଁ ଆବଶ୍ୟକ ହୋଇଥାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ, ଫଙ୍ଗଲ ଗୁଣ ମିଳିଥାଏ । ଏବେ ଆପଣଙ୍କୁ ଆବଶ୍ୟକ ତୁଳସୀ ପତ୍ର ।

ତୁଳସୀ ପତ୍ର ଆପଣଙ୍କ ପାଇଁ କେତେ ଲାଭଦାୟକ ହୋଇଥାଏ ଏହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏଥିରୁ ମିଳୁଥିବା ତତ୍ତ୍ଵ ଥଣ୍ଡା, କାସ, କଫ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆୟୁର୍ବେଦିକ ରେ ତୁଳସୀ ପତ୍ର କୁ ସଞ୍ଜିବନୀ ମଧ୍ୟ କୁହା ଯାଇଥାଏ । ତୁଳସୀ ପତ୍ରର ପ୍ରୟୋଗ ନିହାତି ଏଥିପାଇଁ କରନ୍ତୁ । ଯାହା ଥଣ୍ଡା, କାସ, କଫ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏଥିପାଇଁ 4ରୁ 5ଟି ତୁଳସୀ ପତ୍ର ନିଅନ୍ତୁ । ଆପଣ ଚାହିଁଲେ ଅଧିକ ତୁଳସୀ ପତ୍ର ନେଇ ପାରିବେ । ଶେଷ ସାମଗ୍ରୀ ହେଉଛି ପିଆଜ । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିବ । ଛୋଟ ସାଇଜର ପିଆଜ ଏଥିରେ ପ୍ରୟୋଗ କରନ୍ତୁ । ପିଆଜର ଚୋପା ଭଲ ଭାବେ ଛଡାଇ ଦିଅନ୍ତୁ । ଏହା ଆମ ଶରୀର ପାଇଁ ଲାଭଦାୟକ ଅଟେ । ପିଆଜ ରୁ ଏମିତି ଅନେକ ପ୍ରକାରର ତତ୍ତ୍ଵ ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହି ଉପଚାର ଟି ପ୍ରାକୃତିକ ଉପଚାର ଅଟେ । ଏହି 3ଟି ସାମଗ୍ରୀ କୁ ଏକ ସହ ନେଇ ପାନ ଚୋବାଇବା ଭଳି ଚୋବାନ୍ତୁ । ଏହି ଉପଚାରକୁ ଦିନକୁ 3 ଥର ପ୍ରୟୋଗ କରିବାକୁ ହେବ । ଯଦି ଥଣ୍ଡା ବା ଛାତି ରେ କଫ ଜମା ହୋଇଛି ତେବେ ଏହି ଉପଚାରର ପ୍ରୟୋଗ କରନ୍ତୁ । ଦେଖିବେ ତୁରନ୍ତ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *