ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- ସୁନା ର ଗାଡି କେଉଁ ଦେଶରେ ଚଲାଯାଏ ?
ଉତ୍ତର- ସାଉଦି ଆରବ ।
2- ଏମିତି କେଉଁ ଦେଶ ଅଛି ଯାହାର ନୋଟରେ ଗଣେଶ ଜୀଙ୍କ ଫୋଟୋ ରହିଛି ?
ଉତ୍ତର- ଇଣ୍ଡୋନେଶିୟା ।
3- କେଉଁ ପକ୍ଷୀ କାନ ରେ ଦେଖିଥାଏ ?
ଉତ୍ତର- ଚମଗାଦଡ ।
4- କେଉଁ ଫଳର ବୀଜ ବିଛାର ବିଷ କୁ ଶେଷ କରି ଦେଇଥାଏ ?
ଉତ୍ତର- ଅମୃତଭଣ୍ଡା ।
5- ପ୍ରତିଦିନ କ୍ଷୀର ରୁଟି ଖାଇଲେ କଣ ଜଲ୍ଦି ବଢିଥାଏ ?
ଉତ୍ତର- ଶକ୍ତି ।
6- କେଉଁ ଗଛ ଲଗାଇବା ଦ୍ଵାରା ସାପ ଘରକୁ ଆସେ ନାହିଁ ?
ଉତ୍ତର- ସର୍ପଗନ୍ଧା ।
7- କେଉଁ ଫଳ ଖାଇବା ଦ୍ଵାରା ପେଟରେ ଗ୍ଯାସ ହୁଏନି ?
ଉଟ ତାର- ଅମୃତଭଣ୍ଡା ।
8- ଅଧିକ ବ୍ରେଡ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର- ସୁଗାର ।
9- ନୀଳ ସେଓ କେଉଁ ଠାରେ ଦେଖାଯାଏ ?
ଉତ୍ତର- ଜାପାନ ।
10- କେଉଁ ଜୀବ ର କ୍ଷୀର ସବୁଠୁ ଅଧିକ ମିଠା ହୋଇଥାଏ ?
ଉତ୍ତର- ହୁଡ ସିଲ ।
11- ଭାରତରେ କେଉଁ ରାଜ୍ୟରେ ରାବଣ ର ମନ୍ଦିର ଅଛି ?
ଉତ୍ତର- ରାଜସ୍ଥାନ ।
12- କମଳା ର ରାଜଧାନୀ କେଉଁ ସହରକୁ କୁହାଯାଏ ?
ଉତ୍ତର- ନାଗପୁର ।
13- କେଉଁ ଦେଶରେ ଗୋଟେ ବି ପିମ୍ପୁଡି ନାହିଁ ?
ଉତ୍ତର- ଗ୍ରୀନଲ୍ୟାଣ୍ଡ ।
14- କଦଳୀ ସହ କଣ ଖାଇବା ଦ୍ଵାରା ମଣିଷ ମରି ଯାଇପାରେ ?
ଉତ୍ତର- ଅଣ୍ଡା ।
15- ଭାରତର ରାଷ୍ଟ୍ରୀୟ ରଙ୍ଗର ନାମ କଣ ?
ଉତ୍ତର- କେଶରିୟା ।
16- ନୀଳ ଗୋଲାପ କେଉଁ ଠାରେ ଦେଖାଯାଏ ?
ଉତ୍ତର- ଭାରତ ।
17- କେଉଁ ବାସନରେ ପାଣି ପିଇବା ଦ୍ଵାରା ରାଗ ଆସିଥାଏ ?
ଉତ୍ତର- ପିତଳ ।
18- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ବିଷ ହୋଇଯାଏ ?
ଉତ୍ତର- ତରଭୁଜ ।
19- ମଣିଷର ମସ୍ତିସ୍କରେ କେତୋଟି ହାଡ ଅଛି ?
ଉତ୍ତର- 22ଟି ।
20- କେଉଁ ଦେଶର ଝିଅ ମାନେ ସବୁଠୁ ଅଧିକ ସୁନ୍ଦରୀ ହୋଇଥାନ୍ତି ?
ଉତ୍ତର- ବେନେଜୁଏଲା ।
21- କ୍ଷୀର ସହ କଣ ଖାଇବା ଦ୍ଵାରା ହାର୍ଟ ଆଟାକ ର ପରିମାଣ ବଢିଥାଏ ?
ଉତ୍ତର- ଉଡଦ ଡାଲି ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।