ଖୋଳିବା ସମୟରେ ମିଳିଲା ପୁଣି ଏକ ଶିବଲିଙ୍ଗ – ଯେଉଁଠୁ ଶୁଭୁଚି ଓଁ ର ଶବ୍ଦ – ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ

କିଛି ଦିନ ତଳେ ଆମେ ଆପଣଙ୍କୁ କହିଥିଲୁ ଏକ ଦିବ୍ୟ ଶିବଲିଙ୍ଗ ବିଷୟରେ | ପୁଣି ଥରେ ମହାଦେବ ଶିବଙ୍କ ମହିମା ଦେଖିବା ପାଇଁ ମିଳିଛି | ଆଜ୍ଞା ହଁ ସୂଚନା ଅନୁଯାଇ ଉତ୍ତରାଖଣ୍ଡ ରେ ମାଟି ଖୋଳିବା ସମୟରେ ଗୋଟିଏ ଶିବଲିଙ୍ଗ ମିଳିଛି | ଉତ୍ତରାଖଣ୍ଡ ର ରାମନଗର ର ଲଖନପୁର ରେ ପନି ଟାଙ୍କି ପାଇଁ ଖୋଳାଯାଉଥିବା ସମୟରେ ମିଳିଛି ଏଭଳି ଏକ ଶିବଲିଙ୍ଗ |ସବୁଠାରୁ ଆଶ୍ଚର୍ଯ୍ୟ କଥା ଏଥିରୁ ଓଁ ଶବ୍ଦ ଆସୁଛି

ଏହି ବିଷୟରେ ପତ୍ନତତ୍ୱ ବିଭାଗ କୁ ଜଣେଇ ଦିୟା ଯାଇଛି |ଏହି ଶିବ ଲିଙ୍ଗ ପଥର କିମ୍ବା ଚୁନା ରେ ବନ ଯାଇ ନାହିଁ |ଖୋଳିବା ସମୟରେ ଏହା ମିଳିଥିଲା ,ସେଠାରେ କାନ ଦେଇ ଶୁଣିଲେ ଯେପରି ଜଣେ ଓଁ ମନ୍ତ ଉଚ୍ଚାରଣ କଲା ଭଳି ଶୁଭୁଥିଲା | ଏହି ସୂଚନା ମିଳିବ ସଂଗେ ସଂଗେ ଲୋକେ ସେଠାରେ ଭିଡ ଲଗେଇଥିଲେ |ସେହିପରି ନେହେରାଧାରା ରାସ୍ତା ଖୋଳିବା ସମୟରେ ସଙ୍ଗମର ଶିବଲିଙ୍ଗ ମିଳିଛି |ଏହି ଖବର ମଧ୍ୟ ସଂଗେ ସଂଗେ ବ୍ୟାପିଯାଇଥିଲା |

ସମସ୍ତେ ଏହି ଚମତ୍କାର କୁ ନମସ୍କାର କରୁଛନ୍ତି ନେହେରାଧାରା ଠାରୁ ୧୮ କିଲୋମିଟର ଆଗକୁ ରାସ୍ତା ଓସାର କରିବ ପାଇଁ ରାସ୍ତା କାମ ଚାଲିଥିବା ସମୟରେ ଏହା ମିଳିଛି |ଜେସିବି ମାଟି ଖୋଲୁଥିବା ସମୟେ ଏଭଳି ଅଦ୍ଭୁତ ଚମତ୍କାର ଦେଖିଥିଲେ |

ଯେତେବେଳେ ସେ ପାଖକୁ ଯାଇ ଦେଖିଲେ ସେଠାରେ ଗୋଟିଏ ଛୋଟ ଗୁମ୍ଫା ଓ ଶିବଲିଙ୍ଗ ଥିଲା |କେବଳ ଏତିକି ନୁହଁ ଜେସିବି ଅପରେଟର ସେତିକିବେଳେ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ସେହି ଗୁମ୍ଫା ଆପେ ଆପେ କଳା ହେଇଥିଲା ଓ ଶିବ ଲିଙ୍ଗ ଉପରେ ମାନକୁ ମନ ପଡି ପଡ଼ିବାକୁ ଲାଗିଲା |

ତ ପରେ ସେହି ଅପରେଟର ସମସ୍ତଙ୍କୁ ଡାକିଲେ ଓ ସେଠାରେ ଭଜନ କୀର୍ତନ କରି ଲୋକଙ୍କୁ ପ୍ରସାଦ ବାଣ୍ଟିଥିଲେ |ଦେବା ଭୂମି ରେ ଏଭଳି ଘଟିବ ସମୟରେ ଲୋକଙ୍କ ଭିଡ ଜୋର ହେବାକୁ ଲାଗିଛି

Leave a Reply

Your email address will not be published. Required fields are marked *