ଖୋଳିଲା ସମୟରେ ବାହାରି ଥିବା ଶିବଲିଙ୍ଗକୁ ଇଞ୍ଜିନିୟର ରାଗରେ ଭାଙ୍ଗିଦେଲେ, କିଛି ସମୟ ପରେ ହେଲା କିଛି ଭୟଙ୍କର

ଦୁନିଆରେ ଆସୁଥିବା ଦିନରେ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି । ଯାହା ଉପରେ କେବେ କେବେ ବିଶ୍ଵାସ କରିବା ବି ମୁସ୍କିଲ ହେଇ ଯାଇଥାଏ । ଆମର ବିତି ଯାଇଥିବା ସମୟରେ ଏମିତି ବହୁତ ଘଟଣା ଘାଟି ଯାଇଛି । ଯାହା ଆଜି ବି ମଣିଷ ହୃଦୟରେ ତାଜା ହୋଇ ରହିଛି । ଯାହା ପଛରେ କଣ କାରଣ କହିପାରିବା ବି କଷ୍ଟ ଅଟେ । ଏମିତି ହିଁ ଆଜି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଝାଡଖଣ୍ଡ ରେ ଘଟିଛି ଏବଂ ୧୫୦ବର୍ଷ ପୁରୁଣା ଅଟେ ।

ଖୋଳିବା ସମୟରେ ମିଳିଲା ଶିବଲିଙ୍ଗ

ଝାଡଖଣ୍ଡ ରେ ଘଟି ଥିବା ଏହି ଘଟଣା ବିଷୟରେ ଜାଣି ଆପଣ ବି ଆଶ୍ଚଜ୍ୟ ହୋଇଯିବେ । ଆସନ୍ତୁ ଜାଣିବା କି ଏମିତି କଣ ହେଲା ?ଯାହାର ପ୍ରଭାବ ଆଜି ବି ଲୋକଙ୍କ ମନରେ ଅଛି । ଦେଶରେ ଇଂରାଜୀମାନଙ୍କର ଶାସନ ଥିଲା । ସେ ଝାଡଖଣ୍ଡରେ ଟ୍ରେନ ଲାଇନ ବିଛାଇବା କାମ କରୁଥିଲେ । କାମ କରିବା ସମୟରେ ମାଟି ଖୋଲା ଯାଉଥିଲା ଥିଲା ଏବଂ ସେହି ସମୟରେ କାମ କରୁଥିବା ଲୋକଙ୍କୁ ଏକ ଶିବଲିଙ୍ଗ ଦେଖାଗଲା । ସବୁ ମଜୁରିଆ ଶିବଲିଙ୍ଗ କୁ ଦେଖି ଆଶ୍ଚଜ୍ୟ ହୋଇଗଲେ ଏବଂ ମଜୁରିଆ ମାନେ କାମ ବନ୍ଦ କରିଦେଲେ । କିନ୍ତୁ ସେତବେଳେ ସେଠାରେ କିଛି ଏମିତି ହେଲା ଯାହା ହେବାର ନଥିଲା ।

ରାଗରେ କଲେ କୋଦାଳରେ ପ୍ରହାର

ମଜୁରିଆ ଯେତବେଳେ ଶିବଲିଙ୍ଗ ବିଷୟରେ ବ୍ରିଟିଶ ଇଞ୍ଜିନିୟର ରୋବୋଟ ହେନରୀ ଙ୍କୁ ଏହି କଥା କହିଲେ ତ ହେନରୀ ମଜୁରିଆଙ୍କୁ ଖୋଲିବା ପାଇଁ କହିଲେ । ଖୋଲିବା କରୁ କରୁ ସେ ମଜୁରିଆଙ୍କ ଠାରୁ କୋଦାଳ ନେଇଗଲେ ଏବଂ ସେହି ଶିବଲିଙ୍ଗକୁ ଭାଙ୍ଗି ଦେଲେ ।

ଶେଷରେ ଭଗବାନ ଶିବ ଦେଖାଇଲେ ପ୍ରକୋପ

ସ୍ଥାନୀୟ ଲୋକଙ୍କର କହିବା କଥା କି- ଇଞ୍ଜିନିୟରଙ୍କୁ ବହୁତ ବୁଝାଇଲେ କିନ୍ତୁ ସେ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ଏବଂ ଶେଷରେ ଲୋକଙ୍କ କଥା କାଟି ସେ ତାହା କଲେ ଯାହା ତାଙ୍କୁ କରିବାର ଥିଲା । ସେ ଭଗବାନଙ୍କ ଶିବଲିଙ୍ଗ ଉପରେ କୋଦାଳରେ ପ୍ରହାର କରିଦେଲେ । ସବୁଠାରୁ ବିଶେଷ କଥା ଏହା କି ଏହି ଘଟଣାର କିଛି ସମୟ ପରେ ହିଁ ଇଞ୍ଜିନିୟରଙ୍କର ଜୀବନ ଚାଲିଗଲା । ସେଠାରେ ଥିବା ମେସିନ ବି କିଛି ସମୟ ପରେ ବନ୍ଦ ହେଇଗଲା ।

ଏହି ଘଟଣା ପରେ ସରକାରଙ୍କୁ ମଝବୁର ରେ ସେହି ଟ୍ରେନ ରୁଟକୁ ବଦଳାଇବାକୁ ପଡିଲା । ସେଠାରେ ମନ୍ଦିର ତିଆରି ହେଲା ଯାହାର ଆଜି ବି ପୂଜା ହେଉଛି । ଏହି ମନ୍ଦିରର ନାମ ‘ମହାଦେବଶାଳ ଧାମ’ ଅଟେ । ଯାହା ଝାଡଖଣ୍ଡର ଗୋଇଲକେରା ଗାଁରେ ଅବସ୍ଥିତ ଅଟେ ।

Leave a Reply

Your email address will not be published. Required fields are marked *