ବିଦାଇର ଠିକ ପୂର୍ବରୁ କନ୍ୟା ପଳାଇଲା, ପୁଣି ବର ଜୀବନରେ ହେଲା ଏହି ଚମତ୍କାର

ପୋଲିସର ଜଣେ ଅଧିକାରି ଶୁକ୍ରବାର ଦିନ କହିଛନ୍ତି କି ଶେଖପରସା ଗାଁର ଜଣେ ଝିଅର ବିବାହ ଉତ୍ତରପ୍ରଦେଶ ର କୁଶୀନଗର ଜିଲ୍ଲାର ତରିୟା ସୁଜାନ ଥାନାର ଭଗବାନପୁର ଗାଁରେ ଧନଶ୍ୟାମ କୁମାରଙ୍କ ପୁଅ ସୁଧୀର କୁମାର ଙ୍କ ସହିତ ଠିକ ହେଲା । ବିବାହ ସମୟରେ ସାତ ଜନ୍ମ ପର୍ଯ୍ୟନ୍ତ ସାଥ ରହିବାର କଥା ନେବା ବାଲା କନ୍ୟା ଯଦି ଦୁଇ ଘଣ୍ଟା ପରେ ହେଉଥିବା ବିଦାଇ ସମୟରେ ଫେରାର ହୋଇଯାଏ ,ତାହେଲେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗିବ ।

କିନ୍ତୁ ସତରେ ଏମତି ହୋଇଛି । ବିହାରର ଗୋପାଳଗଂଜ ର ମାଂଝାଗଡ ଥାନା କ୍ଷେତ୍ରରେ ଅଗ୍ନିର ସାତ ଫେରା ନେଇ ସାତ ଜନ୍ମ ପାଇଁ ସହିତ ରହିବାର ସଂକଳ୍ପ ନେଇଥିବା କନ୍ୟା ବିଦାଇ ହେବାର ଠିକ ପୂର୍ବରୁ ଫେରାର ହୋଇଗଲା ।

ପରେ ବର ର ବିବାହ ଅନ୍ୟ ଝିଅ ସହିତ କରାଇବାକୁ ପଡିଲା । ୨୬ ଫେବୃୟାରୀ ରାତିରେ ଦୁଇଜଣଙ୍କର ବିବାହ ହସ ଖୁସି ଭିତରେ ପାରମ୍ପାରିକ ତରିକାରେ ସଂପର୍ଣ ହୋଇଗଲା । କିଛି ସମୟ ପରେ ଗୁରୁବାର ଦିନ ବର ଯେତବେଳେ କନ୍ୟା ଘରେ ବିଦାଇ କରିବା ପାଇଁ ପହଞ୍ଚିଲା ,ସେତବେଳେ ତା ପାଦ ତଳୁ ମାଟି ଖସି ଗଲା । ଗାଁ ବାଲା କହିଲେ କି କନ୍ୟା ନିଜର ପ୍ରେମିକ ସହିତ ଫେରାର ହୋଇଯାଇଛି ।

ବରର ବାପା ଏହାର ସୂଚନା ପୋଲିସଙ୍କୁ ଦେଲେ ,କିନ୍ତୁ ସେପରଜ୍ଯନ୍ତ କନ୍ୟା ର ପରିବାର ଲୋକ ବି ଫେରାର ହୋଇଗଲେ । ଏହାପରେ ବର ମନ ଦୁଖଃରେ ବିନା କନ୍ୟାରେ ଘରକୁ ଫେରିବା କଥା ଭାବୁଥିଲା ,ସେତବେଳେ ଗାଁର ଜଣେ ବ୍ୟକ୍ତି ବରର ପରିବାର ଲୋକଙ୍କୁ ସମ୍ଭାଳି ଦେଲେ । ଗାଁର ଗଣମାନ୍ୟ ଲୋକ ଜୁଟିଲେ ଏବଂ ସେହି ଗାଁର ଜଣେ ଅନ୍ୟ ଝିଅ ସହିତ ତାଙ୍କର ବିବାହ କରିବାର ନିଷ୍ପତ୍ତି ନେଲେ । ଏଥିରେ ବର ଏବଂ ତାଙ୍କ ପରିବାର ଲୋକ ସହମତି ଦେଲେ ।

ଗୁରୁବାର ଦିନ ସୁଧୀରଙ୍କ ବିବାହ ଦିତୀୟ ଝିଅ ସୁନିତା ଙ୍କ ସହିତ ଗାଁର କାଳୀ ମନ୍ଦିରରେ ପୁରା ରୀତି ନୀତି ସହିତ ବିବାହ କରାଗଲା । ଥାନା ଅଧିକାରୀ ଛୋଟନ କୁମାର କହିଛନ୍ତି କି ପଞ୍ଚାଯତ ଜରିଆରେ ଏହି ବିବାଦକୁ ସମାଧାନ କରାଗଲା ଏବଂ ବର ସହିତ ଦିତୀୟ ଝିଅର ବିଦାଇ କରାଗଲା । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିବ, ତେବେ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *