କାହାକୁ କିଛି ନକହି ଘରେ ରଖିଦିଅନ୍ତୁ ହନୁମାନଙ୍କର ଏହି ଫୋଟୋ ଘରେ ହେବ ଧନର ବର୍ଷା ।

ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ହନୁମାନ ଙ୍କ ଅପାର କରୁଣା ରହିଥାଏ ଏବଂ କୁହାଯାଉଛି କି, ଏ କଳିଯୁଗ ରେ ମଧ୍ୟ ହନୁମାନ ଜୀବୀତ ଅଛନ୍ତି । ଯଦି ହନୁମାନ ଙ୍କୁ ଭକ୍ତ କୃପା ର ସହ ଡ଼ାକିଥାନ୍ତି ତେବେ, ତାଙ୍କ କୃପାଦୃଷ୍ଟି ସେ ନିଶ୍ଚିତ ଭାବେ ରଖିଥାନ୍ତି । ହନୁମାନ ଙ୍କ ର ସମସ୍ତ ରୂପ ଦେଖିବା ଶୁଭ ହୋଇଥାଏ, ଏବଂ ସେ ଭକ୍ତଙ୍କ ର ପ୍ରତ୍ୟେକ କଷ୍ଟ ଦୂର କରିଥାନ୍ତି । ତେବେ ହନୁମାନ ଙ୍କର ଫୋଟୋ ଲଗାଇବା ସମୟରେ କିଛି ବିଶେଷ କଥା କୁ ଧ୍ୟାନ ଦେବା ଆବଶ୍ୟକ । ହନୁମାନ ଙ୍କ ଫୋଟୋ କୁ କେଉଁ ଦୀଗରେ ଲଗେଇବା ଆବଶ୍ୟକ ଏବଂ କ’ଣ କରିବା ଆବଶ୍ୟକ ତାହା ଜାଣିବା ଆବଶ୍ୟକ ।

ହନୁମାନ ଙ୍କ ମୂର୍ତ୍ତି କିମ୍ବା ଫୋଟୋ କୁ ନିଜ ବେଡ୍ ରୁମ୍ ରେ ରଖନ୍ତୁ ନାହିଁ, କାରଣ ହନୁମାନ ବ୍ରହ୍ମଚାରୀ ହୋଇଥିବାରୁ ସୟନ କକ୍ଷରେ ଫୋଟୋ ରଖିବେ ନାହିଁ । ଦୀଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଶାସ୍ତ୍ର ରେ କୁହାଯାଏ ଯେ, ହନୁମାନ ଙ୍କ ବିଶେଷ ଲକ୍ଷଣ ଦକ୍ଷିଣ ଦୀଗ ରେ ଦେଖାଯାଏ ଏବଂ ମାତା ସୀତା ଙ୍କ ସନ୍ଧାନ ରେ ମଧ୍ୟ ସେ ଦକ୍ଷିଣ ଦୀଗ କୁ ଯାଇଥିଲେ ।

ତେଣୁ ଦକ୍ଷିଣ ଦୀଗ ରେ ତାଙ୍କ ଫୋଟୋ ଲଗାଇବ । ଉତ୍ତର ଦୀଗରେ ବି ଯଦି ଲଗାନ୍ତି ତେବେ ଦକ୍ଷିଣ ଦୀଗ କୁ ମୁହଁ ରଖିବେ, ଏହାଦ୍ୱାରା ଦକ୍ଷିଣ ଦୀଗ ରୁ ଆସୁଥିବା ସମସ୍ତ ଖରାପ ପ୍ରଭାବ କୁ ହନୁମାନ ରୋକିଥାନ୍ତି ।

ଏବଂ ପରିବାର ରେ ସୁଖ, ଶାନ୍ତି ର ବାତାବରଣ ରହିଥାଏ । ପଣ୍ଚମୁଖୀ ହନୁମାନ ଙ୍କର ଫୋଟୋ କୁ ଘର ର ଆଗ ମୁଖ ରେ ଲଗାଇଲେ, ପରିବାର ରେ କିଛି ସମସ୍ୟା ଦେଖାଯାଏ ନାହିଁ । ଏହି ପଣ୍ଚମୁଖୀ ହନୁମାନ ଙ୍କର ଫୋଟୋ ସମସ୍ତେ ଦେଖିଲେ ଭଲ । ଯଦି ହନୁମାନ ଙ୍କର ରାମଚନ୍ଦ୍ର ଙ୍କ ପାଦ ତଳେ ବସିଥିବାର ଫୋଟୋ ଲଗାଇବେ ତେବେ ସମାଜ ରେ ବହୁ ମାନ, ସମ୍ନାନ ର ଅଧିକାରୀ ହେବେ ।

ଏବଂ ଯଦି ଆପଣ ହନୁମାନ ଙ୍କର ପାହାଡ ବୋହିନେଇ ଯାଉଥିବାର ଫୋଟୋ ଲଗାଇବେ ତେବେ ସେ ସବୁ ସମସ୍ୟାର ଅନ୍ତ କରିବେ । ଯଦି ଆପଣ ହନୁମାନ ଙ୍କର ଯେକୌଣସି ଆକାଶ ରେ ଉଡୁଥୀବା ଫୋଟୋ ଲଗାଇବେ ତେବେ ଆପଣ ଦୀର୍ଘାୟୁ ହେବେ ଏବଂ ଶରୀର ର ବିକାଶ ମଧ୍ୟ ହେବ ।

ଫୋଟୋ ଲଗାଇବା ଦ୍ୱାରା ଆପଣଙ୍କ ସାହସ ହୋଇଥାଏ ଏବଂ ଧର୍ଯ୍ୟ ବଢିଥାଏ ।

 

ହନୁମାଙ୍କ କୃପା ପାଇବା ପାଇଁ ଏବେହିଁ ଶେୟାର କରନ୍ତୁ

Leave a Reply

Your email address will not be published. Required fields are marked *