ଏହି ପରି କିଛି ଭୁଲ ଦ୍ଵାରା ଜନ୍ମ ହୋଇଥାନ୍ତି ଯାଁଆଳା ପିଲା

ସବୁ ନାରୀର ଇଛା ଥାଏ କିପରି ତାଙ୍କ କୋଳକୁ ଛୋଟ ଛୁଆଟେ ଆସିବ, ସେମାନେ କିପରି ତା ମୁଖରୁ ମା ଡାକ ଶୁଣିବେ । ସେମାନେ ଯେତେ ଦୁଖ କଷ୍ଟରେ ଚଳୁଥିଲେ ମଧ୍ୟ ସନ୍ତାନ ସୁଖ ସମସ୍ତ ଦୁଃଖକୁ ଭୁଲାଇ ଦେଇଥାଏ । କିନ୍ତୁ ଏତେ ବଡ ଦୁନିଆରେ ସମସ୍ତଙ୍କୁ ଏହି ସୁଖ ପ୍ରାପ୍ତ ହେଇ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଯାଁଆଳା ଛୁଆ ଜନ୍ମ ହୋଇଥାନ୍ତି, ତେବେ ଆସନ୍ତୁ ଜାଣିବା ବିସ୍ତାର ସହ ।

Image Courtesy: Google

ସନ୍ତାନ ସମସ୍ତଙ୍କ ଇଛା ହୋଇଥାନ୍ତି ତେବେ କିଛି ଲୋକଙ୍କୁ ଯାଁଆଳା ଛୁଆ ବହୁତ ପସନ୍ଦ ହୋଇଥାନ୍ତି କିନ୍ତୁ କିଛି ଲୋକଙ୍କୁ ଯାଁଆଳା ଛୁଆ ପାଇଁ ଡର ମଧ୍ୟ ଲାଗିଥାଏ କାହିଁକିନା ଯାଁଆଳା ଛୁଆ ଭିତରୁ ଗୋଟେ ଦୁର୍ବଳ ଓ ଗୋଟେ ମଜବୁତ ହୋଇଥାଏ ତେବେ ବହୁତ ଲୋକଙ୍କ ଗୋଟେ ଛୁଆ ଜୀବନ ହରାଇ ଥାଏ ବା ଅତ୍ୟଧିକ ଅସୁବିଧାରେ ଦୁଇଟି ଛୁଆ ପ୍ରାଣ ହରେଈ ଥାନ୍ତି । ଆମ ହିନ୍ଦୁ ମାନ୍ୟତା ଅନୁଯାଇ ଯାଁଆଳା ଫଳ ସେବନ କରିବା ଦ୍ଵାରା ଯାଁଆଳା ଛୁଆ ଜନ୍ମ ହୋଇଥାନ୍ତି, ତେବେ ଆଜି ଆମେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କେଉଁ କାରଣ ପାଇଁ ଯାଁଆଳା ଛୁଆ ଜନ୍ମ ହୁଅନ୍ତି ତାହା କହିବାକୁ ଯାଉଛୁ ।

Image Courtesy: Google

୧. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ମହିଳାମାନେ ଅଧିକ ଗର୍ଭପାତ ବା ଗର୍ଭ ନିରୋଧକ ବଟିକା ସେବନ କରନ୍ତି ତାଙ୍କୁ ଯାଁଆଳା ଛୁଆ ହବାର ସମ୍ଭାବନା ଅଧିକ ହୋଇଥାଏ ।

୨. ହଲିଲାଇଟଲ ସିମୋନ ହର୍ମୋନ ଏହା ଏମିତି ଗୋଟେ ହର୍ମୋନ ଯାହା ଗର୍ଭ ନିରୋଧକ ବଟିକା ଖାଇବା ଦ୍ଵାରା ମହିଳାଙ୍କ ଶରୀରରେ ବୃଦ୍ଧି ପାଇ ଥାଏ ଓ ଶୂକ୍ରାଣୁକୁ ଦୁଇ ଭାଗରେ ଭିଜିଟ କରିଥାଏ ଏହା ଛଡା ଏହି ହର୍ମୋନ ଦ୍ଵାରା ଆହୁରି ଗୋଟେ ଅଣ୍ଡାସାୟ ହୋଇଥାଏ ଯାହା କାରଣରୁ ଯାଁଆଳା ଛୁଆ ଜନ୍ମ ହୋଇଥାନ୍ତି ।

୩. ଯେଉଁ ମହିଳା ବା ପୁରୁଷ ପୂର୍ବ ପୁରୁଷ ବେଳେ ଯାଁଆଳା ଛୁଆ ଜନ୍ମ ହୋଇଥାନ୍ତି ତାଙ୍କର ମଧ୍ୟ ଯାଁଆଳା ଛୁଆ ଜନ୍ମ ହବାର ସମ୍ଭାବନା ଅଧିକ ହୋଇଥାଏ ।

Image Courtesy: Google

୪. ଯେଉଁ ମହିଳା ଅଧିକ ମାଂସାହାରୀ ଖାଦ୍ଯ ସେବନ କରିଥାନ୍ତି ତାଙ୍କ ଚର୍ବି ବଢିଥାଏ ଓ ହର୍ମୋନ ଇନବେଲେନ୍ସ ହୋଇଥାଏ ଯାହା କାରଣରୁ ତାଙ୍କୁ ଯାଁଆଳା ଛୁଆ ଜନ୍ମ ହବାର ସମ୍ଭାବନା ଅଧିକ ହୋଇଥାଏ ।

୫. ଯେଉଁ ମହିଳାଙ୍କର ଆଗରୁ ଦୁଇ ବା ତିନୋଟି ଛୁଆ ହୋଇଥାନ୍ତି ତାଙ୍କୁ ମଧ୍ୟ ଯାଁଆଳା ଛୁଆ ହବାର ସମ୍ଭାବନା ଅଧିକ ହୋଇଥାଏ । ଯେଉଁ ମହିଳା ଦୁଇ ତିନୋଟି ଛୁଆ ଜନ୍ମ କରିଥାନ୍ତି ତାଙ୍କ ଶରୀର ଅଣ୍ଡାସୟ ନିର୍ମାଣ କରିବା ପାଇଁ ଅଧିକ ସମୟ ନେଇ ନଥାଏ ଓ ଏହା ସୁରକ୍ଷିତ ହବା ସହ ସବଳ ମଧ୍ୟ ହୋଇଥାଏ ଏହି ଭଳି ମହିଳାଙ୍କ ଯାଁଆଳା ଛୁଆଙ୍କୁ କୌଣସି ପ୍ରକାର ହାନି ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *