କୁନି କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତ୍ରିମାନେ ଆଜି ଦେଖା ଯାଉଛନ୍ତି ସ୍ଵର୍ଗର ଅପ୍ସରୀ ଭଳି

ଆଜି ଆମେ ଆଲୋଚନା କରିବା ଟିଭିରେ କାମ କରୁଥିବା କିଛି କୁନି ଅଭିନେତ୍ରୀଙ୍କ ବିଷୟରେ । କିଛି ଆଜି ବି କାମ କରୁଛନ୍ତି ଆଉ କିଛିକାମ କରୁନାହାନ୍ତି ଓ ସମୟ ସହିତ ଏତେ ବଦଲିଗଲେଣି ଆପଣ ଚିହ୍ନି ପାରିବେ ନହିଁ । ଆଜି ଆମେ ଏହି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁ ମାନେ ଏବେ କାମ କରୁଛନ୍ତି । ତେବେ ଛୋଟ ବେଳେ ଏମାନେ ଯେତେ ସୁନ୍ଦର ଥିଲେ ଯେମିତି ଅଭିନୟ କଉଥିଲେ ଏବେ ଆହୁରି ସୁନାଦର ହୋଇଗଲେଣି ଆପଣ ଦେଖିଲେ ବିଶ୍ଵାସ ହେବନି ।

ହଂସିକା ମୋଟୱନି :-

ଷ୍ଟାର ପ୍ଲସ ମ୍ୟାଜିକ ସୋ ସାକାଲାକା ବୁମ ବୁମରେ କରିଣାର ଚରିତ୍ରରେ ଅଭିନୟ କରୁଥିଲେ ହଂସିକା । ସେ ନିଜର ଭୋଳି ଚେହେରାରେ ସମସ୍ତଙ୍କ ହୃଦୟ ଜିତିଥିଲେ । ତାପରେ ସେ ”ଦେଶ ମେ ନିକଲା ଚାନ୍ଦ,କ୍ୟୁଙ୍କି ଶାସ ଭି କାଭି ବହୁ ଥି, କରିସ୍ମା କି କରିସ୍ମା ସିରିୟାଲରେ କାମ କରିଛନ୍ତି । ସିରିୟାଲ ସହିତ କାମ କରିସେ ଆବରା କା ଡବରା, କୋଇ ମିଲ ଗୟା ଭଳି ଫିଲ୍ମରେ ମଧ୍ୟ କମ କରିଛନ୍ତି ।

Image Courtesy: Google

ସେ ପଢୁଥିବା ସମୟରେ ତାଙ୍କ ଏହି କମ ବନ୍ଦ କରିଦେଇଥିଲେ, କିନ୍ତୁ କୁନିକଳାକାର ଭାବରେ କାମ କରୁଥିବା ହଂସିକା ବର୍ତମାନ ସମୟରେ ବହୁତ ବଦଳି ଯାଇଛନ୍ତି । ଆଜି ସେ ୨୮ବର୍ଷର ଅଟନ୍ତି, ବହୁତ ସୁନ୍ଦର ଓ ଗ୍ଲାମରଷ  ଦେଖାଯାଉଛନ୍ତି । ସେ ତାଙ୍କ ପଢା ପୁରା କରିବା ପରେ ୨୦୦୭ ରେ ସେ ”ଆପକା ସୁରୁର ”ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ବର୍ତମାନ ଟଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ଦମଦାର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟ ଅଛନ୍ତି । ଏବେ ତାଙ୍କ ଆସୁଥିବା ଫିଲ୍ମ ”ମହା” ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

ଅସନୂର କୌର :-

Image Courtesy: Google

କଲରସ ସୋ ”ନା ବୋଲେ ତୁମ ନା ମୈନେ କୁଛ କାହା,ର ଛୋଟ ନବିକା ଆପଣଙ୍କର ମନେଥିବ । ଏହି ଚରିତ୍ରକୁ ଅସନୂର କୌର ଅଭିନୟ କରିଥିଲେ । ତାଙ୍କ ବୟସ ସେତେବେଳେ ମାତ୍ର ଆଠ ବର୍ଷର ଥିଲା । ସେ ତାଙ୍କର ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିଲେ, ଏହାପରେ ସେ ”ବଡେ ଆଛେ ଲାଗତେ ହେଁ, ୟେ ରିସତା କ୍ୟା କେହେଲାତ ହେ କମ କରିଥିଲେ । କୁନି କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ସେ ଆଜି ବହୁତ ବଦଳି ଯାଇଛନ୍ତି  ଓ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ସେ ତାଙ୍କ ଅଭିନୟ କ୍ୟାରିଅର  ମଧ୍ୟ ଚାଲୁ ରଖିଛନ୍ତି । ସୋନି ଟିଭି ସିରିଏଲ ପଟିଆଲା ବେବ୍ସ ରେ ମିନି ଖୁରାନା ଭାବେ ଅଭିନୟ କରୁଛନ୍ତି ।

ଜନ୍ନତ ଯୁବେର ରେହମାନୀ :-

Image Courtesy: Google

କଲର୍ସ ଶୋ ରେ ଫୁଲୱାର ଚରିତ୍ରରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୧୦ ବର୍ଷ ଥିଲା । ଏହାପରେ ସେ ” କାଶୀ, ଏକ ଥି ନାୟିକା, ତୁ ଆସିକୀ,ଭଲି ସିରିଏଲରେ କାମ କରିଛନ୍ତି ।କିନ୍ତୁ କୁନି କଳାକାର ଭାବରେ ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଏବେ ବହୁତ ବଦଳି ଯାଇଛନ୍ତି । ପୂର୍ବ ଅପେକ୍ଷା ସୁନ୍ଦର ଓ ଷ୍ଟାଇଲିଷ୍ଟ ଅଛନ୍ତି । ବର୍ତମାନ ସେ ତାଙ୍କ ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି । ସେ ଏବେ ମ୍ୟୁଜିକ ଭିଡିଓରେ କାମ କରି ବହୁତ ପପୁଲାର ଅଛନ୍ତି ।

ଅଭିକା ଗୋର :-

Image Courtesy: Google

ଆମ ସମସ୍ତଙ୍କ ବାଳିକା ବଧୁର ଛୋଟ ଆନନ୍ଦି ଆପଣଙ୍କୁ ମନେ ଥିବା । ସେହି ଚରିତ୍ରକୁ ଅଭିକା ଗୋର ନିଭେଇ ଥିଲେ । ସେତେବେଳେ ତାଙ୍କ ବୟସ ୧୧ ବର୍ଷ ଥିଲା । ସେବାୟସରେ ମଧ୍ୟ ତାଙ୍କ ଅଭିନୟ ବହୁତ ଭଲ ଭାବରେ ନିଭାଇ ଥିଲେ । ଏହାପରେ ସେ ”ଶଶୁରାଲ ସୀମର କା ଓ ଲାଡୋ ଭଲି ସିରିଏଲରେ ମଧ୍ୟ କାମ କରିଛନ୍ତି । ସେ ମସ୍ତି କି ପାଠସାଲା ଓ ତେଜ ଭଲି ଫିଲ୍ମରେ ମଧ୍ୟ କାମ କରିଛନ୍ତି । କୁନି କଳାକାର ଭାବରେ କାମ କରି ସେ ଏବେ ବହୁତ ବଦଳି ଯାଇଛନ୍ତି । ଆଜି ସେ ୨୨ ବର୍ଷର ହୋଇସାରିଛନ୍ତି । ବର୍ତମାନବି ସେ ତାଙ୍କ ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି । ଆସିଥିବା ତାମିଲ ଫିଲ୍ମ ଯଯୁଗିରି ଗାନ୍ଧୀ ୩ ରେ ଆସିଥିଲେ ।

ସ୍ପର୍ଶ କଞ୍ଚନଦନୀ :-

Image Courtesy: Google

କଲର୍ସ ସିରିଏଲ ଉତ୍ତରଣ ରେ ଛୋଟୀ ଇଚ୍ଛା ଭୂମିକରେ ଅଭିନୟ ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ବୟସ ୭ ବର୍ଷର ଥିଲା ଓ ବହୁତ ଭଲ ଭାବରେ ସେ ଅଭିନୟକରିବହୁତ ସୁନ୍ଦର ଓ ବଡ ହୋଇ ସାରିଲେଣି । ଇଏ ବର୍ତମାନ୧୯ ବର୍ଷର ଅଟନ୍ତି ।ସେ ଏବେ ବି ଅଭିନୟ ଜାରି ରଖିଛନ୍ତି ।ସେ ଫିଲ୍ମ ହିଚିକିରେ ନଜର ଆସୀ ସାରିଛନ୍ତି । ଏବେ ସେ IAS ପରୀକ୍ଷାର ପ୍ରସ୍ତୁତି ମଧ୍ୟ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *