କାହିଁକି ଚାଇନିଜ ମୋବାଇଲ ଏତେ ଶସ୍ତା ହୋଇଥାଏ ? ଜାଣନ୍ତୁ ଏହାର ବଡ କାରଣ

ବନ୍ଧୁଗଣ କଣ ଜାଣିଛନ୍ତି ଚାଇନିଜ ମୋବାଇଲ କଣ ପାଇଁ ଏତେ ଶସ୍ତା ହୋଇଥାଏ । କଣ ଜାଣିଛନ୍ତି ଚାଇନା କୁ ଗୋଗେ ମୋବାଇଲ ବନେଇବା ପାଇଁ କେତେ ପଇସା ଲାଗିଥାଏ । ଏହି ସବୁ ପ୍ରଶ୍ନର ଉତ୍ତର ଏହି ଲେଖାରୁ ମିଳିବ । ଆପଣ ଜାଣିଥିବେକି ଏବେ ଚାଇନାାର ଜିନିଷକୁ ବହିସ୍କାର କରିବା କଥାନେଇ ସବୁଆଡେ ଚର୍ଚା ଚାଲିଛି । ଯେଉଁ ଚାଇନାର ଜିନିଷକୁ ନେଇ ଆମେ ସ୍ଵରଉତ୍ତୋଳନ କରୁଛୁ,  ସେଇ ଆବାଜବି ଆମେ ସେଇ ଚାଇନା ମୋବାଇଲରୁ ହିଁ ଉଠାଉଛୁ । ଯଦି ଜନସଂଖ୍ୟାର ହିସାବ କରିବା ପାଖାପାଖି ଭାରତରେ ୭୦ ପ୍ରତିଶତ ଲୋକ ଚାଇନାର ମୋବାଇଲ  ବ୍ୟବହାର କରୁଛନ୍ତି ।

ଆଜି ଆମେ ଏହା ବିଷୟରେ ଆଲୋଚନା କରିବା କାହିଁକି ଚାଇନାା ମାର୍କେଟ ଏତେ ହାଇ ଅଟେ ଓ କାରଣ କଣ ଅଟେ ବହୁତ ସଂଖ୍ୟାରେ ଲୋକ ଚାଇନା ଜିନିଷ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଯେବେ ମୋବାଇଲ କିଣିବାର ସମୟ ଆସେ ଆମେ ସୋରୁମରେ ସର୍ବ ପ୍ରଥମେ  ସାଓମି, ରିଏଲମି, ଓପୋ, ଭିବୋ ଭଳି ବ୍ରାଣ୍ଡକୁ ଖୋଜିଥାଉ ।

Image Courtesy: Google

ଏହା ଆମେ ସମସ୍ତେ ମାନୁ କି ଏହା ସବୁଠୁ ଶସ୍ତା, ସୁନ୍ଦର ଓ କମଦାମରେ କିଣା ଯାଇପାରେ । ଆମଦେଶରେ କାମଦମରେ ଫୋନରେ ସୁବିଧା ମିଳିବ ନାହିଁ । ଆପୋଲ ଓ ସାମସଙ୍ଗ ଭଳି ଫୋନ କିଣିବା ପାଇଁ ପକେଟରେ ପଇସା ନ ଥାଏ ।ଏହି କାରଣ ଲାଗି ଲୋକମାନେ ସେହି ଫୋନ କିଣିବା ପାଇଁ ବହୁତ ଇଛୁକ ଥାନ୍ତି । ଯେବେଠୁ ମୋଦିଜି ଆତ୍ମନିର୍ଭରଶୀଳର କଥା କହିଛନ୍ତି, ଚାଇନା ଲଗାତର ଆମ ଦେଶରେ ଆକ୍ରମଣ କରିଚାଲିଛି । ସେଥିପାଇଁ ଆମେ ସବୁ ହଠାତ ଜାଗ୍ରତ ହୋଇଯାଇଛୁ । ଚାଇନାର ଜିନିଷ ଯେଉଁ ଭଳି ମାର୍କେଟରେ ବହୁତ ଜୋରସୋର ଚାଲିଛି, ଏଥିରେ ବେସୀ ମାତ୍ରାରେ ଆମେବି ଦାଇଅଛୁ ।

Image Courtesy: Google

କାରଣ ୨୦୧୪ ରେ  ଚାଇନାର ମୋବାଇଲ ଫୋନ ଭାରତରେ ଆସିଥିଲା, କିନ୍ତୁ ଏହା ପୂର୍ବରୁବି ଚାଇନର ମୋବାଇଲ ଭାରତରେ ବ୍ୟବହାର କରୁଥିଲେ କିନ୍ତୁ ଯେବେଠୁ ଆଣ୍ଡ୍ରୋଏଡ ଓ ସ୍ମାର୍ଟ ଫୋନ ଆସିଲା ସେବେଠୁ ଚାଇନିଜ ଫୋନ ଭାରତରେ ଆସିଲା । ସେବେଠୁ ମାଇକ୍ରୋମ୍ୟାକ୍ସ, ଆଇବଲ, କର୍ବୂନ ଭଳି କମ୍ପାନୀକୁ ବାହାର କରିଦେଲେ । ପରିସ୍ଥିତି ଏମିତି କି ଏହି କମ୍ପାନୀ ବାଲାଙ୍କ ପାଖରେ ଏତେ ପଇସା ନାହିଁକି  ଏମାନେ ଟିଭିରେ ନିଜର  ବିଜ୍ଞାପନ କରିବେ, ଯେତେ ବନେଇଲେ କଣ ହେବା ଲୋକମାନଙ୍କୁ ଚାଇନା ଜିନିଷର ଅଭ୍ୟାସ ଲାଗିଗଲାଣି । କଣ ଆପଣ ମାନେ କଣ କେବେ ଭାବିଛନ୍ତି କଣ ପାଇଁ ଚାଇନା ମୋବାଇଲଥୁ ନେଇ ଆପ ପର୍ଯ୍ୟନ୍ତ ସବୁକିଛି ଦୁନିଆରେ କବଜା କରିବାରେ ଲାଗିଛି ।

Image Courtesy: Google

ଆମେ ବହୁତ ବାର ଆପଣଙ୍କୁ ଚାଇନା ନିଜ ଆପସ ପୁରା ଦୁନିଆରେ ପ୍ରସିଦ୍ଧ କଲାଣି ସେ ଟୀକଟକ ହେଉ କି ୟୁସି ବ୍ରାଉଜର କି ଆଉ କଣ ହେଉ କିନ୍ତୁ ଚାଇନା କେବେବି ଆଉ କେଉଁ ଦେଶର ଆପ ବ୍ୟବହାର କାରେନି । ଏହା ତାର ରେକର୍ଡ ଅଛି ଏଇଆ ନୁହେଁ କି ସେ ବୋକା ଅଟେ । ଅଲଗା ଦେଶର ଯେତେ ଭଲ ଆପସ ହେଲେ ମଧ୍ୟ ସେ ବ୍ୟବହାର କରେନି, ତା ପଛରେ କିଛି ନାକିଛି କାରଣ ଥିବ ନିଶ୍ଚିତ । ଏମିତି କଣ ଅଛି କି ଚାଇନାର ମୋବାଇଲ ସବୁଠୁ ଅଧିକ  କିଣା ହେଉଛି । ଯଦି ଆପଣଙ୍କୁ କାରଣ ଜାଣିବାର ଅଛି ସର୍ବ ପ୍ରଥମେ ଆମର ମାଇଣ୍ଡସେଟ ବୁଝିବାକୁ ପଡିବ କାରଣ ଆମେ ଦେଖୁ କମ ପାଇସାରେ ଭଲ ଫୋନ ସହିତ ଅଧିକ ଫିଚର କେଉଁଠି ମିଳିବ, ଓ ଆମେ ତାକୁ କିଣିଥାଉ ।

Image Courtesy: Google

ଚାଇନା ଭଲଭାବେ ଜାଣିଛି ଦୁନିଆରେ କମ ପାୟସରେ ଭଲ ଜିନିଷ କିଣିବାକୁ ଚେଷ୍ଟା କରେ । କାହିଁକି ନ କିଛି ସ୍ମାର୍ଟ ଫୋନ ମାର୍କେଟ କୁ ଅଣାଯାଉ, ଓ କମ ପାଇସାରେ ଭଲ ଫିଚର ଦିଆଯାଉ । ସେଇ ଜିନିଷ ଚାଇନା କରିଛି । ଆପଣ ଜାଣିଥିବେ ଯଦି କେଉଁ ଜିନିଷ ଅଧିକ ତିଆରି ହୁଏ ତାର ଦାମ କମ ହୋଇଥାଏ । ଏହି ପ୍ଳାନ ଚାଇନା ତା ଜିନିଷ ଟିଆରୀରେ ଲଗେଇଥାଏ । ସେ ବହୁତ ବଡ ଆକାରରେ ଜିନିଷ ବନେଇ ବହୁତ ଜୋରସୋରରେ ତାର ମାର୍କେଟିଂଗ କରିଥାଏ ।

Image Courtesy: Google

ଯେତେବେଳେ ଜିନିଷ ବିକ୍ରି ହୋଇଯାଏ ସେତେ ବେଳେ ଜିନିଷର ଦାମ ବଢାଇ ଦିଏ, ଓ ତାର ଫାଇଦାର ଲାଭବି ଉଠେଇଥାଏ । ସମୟଥିଲା ସାଓମୀ ଫୋନ ୬ ହଜାର ଟଙ୍କାରେ ମିଳିଯାଉଥିଲା, ଆଜି ତାର ମୂଲ୍ୟ ୨୨ ହଜାରରେ ପହଞ୍ଚି ଗଲାଣି । ପ୍ରଥମେ ଯେତେବେଳେ ଚାଇନିଜ କମ୍ପାନୀ ଆମ ଦେଶକୁ ଆସିଥିଲା ବହୁତ ଶସ୍ତାରେ ମୋବାଇଲ ଫୋନ ବିକ୍ରି କରିବା ଆରମ୍ଭ କରିଥିଲା । ଭିବୋ,ଓପୋ, ରିଏଲମି ଯେଉଁ କମ୍ପାନୀ ଅଛି ଏଠାରେ ଖାଲି ନାଁ ହିଁ ଅଲଗା ଅଛି କିନ୍ତୁ ଏହାକୁ ତିଆରି କରିବା ବାଲା ଜଣେ ଅଟେ । ଲୋକମାନଙ୍କ ସହିତ ଖେଳିବା ପାଇଁ ନିଜର କେତକ ବ୍ରାଣ୍ଡ ବନେଇବା ଆରମ୍ଭ କରିସାରିଲେଣି ।

Image Courtesy: Google

କିନ୍ତୁ ଆମ ଦେଶରେ ଭାରି ମାତ୍ରାରେ ମୋବାଇଲ ବନୁଛି କିନ୍ତୁ ସେ ତିଆରି କରୁନି, କେବଳ ଆସେମ୍ବୀଲିଙ୍ଗ କରାଯାଏ । ବାହାର ଦେଶରୁ ମଗେଇ ଆମଦେଶରେ ଆସେବ୍ଲୀଙ୍ଗ କରି ମୋବାଇଲ ବିକ୍ରି କରାଯାଉଛି ।  ଆପେଲ ଫୋନ ଆମଦେଶରେ ବନିବା ସହିତ ଆସେବ୍ଲିଙ୍ଗ ହେଉଛି ମଧ୍ୟ । ଆପେଲ କମ୍ପାନୀ ଚାଇନାରୁ ହଟେଇ ଇଣ୍ଡିଆକୁ ଶିଫ୍ଟ କରିବା ଯଦି ଏମିତି ହେବ ଇଣ୍ଡିଆକୁ ବହୁତ ଲାଭମିଳିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *