ବନ୍ଧୁଗଣ କଣ ଜାଣିଛନ୍ତି ଚାଇନିଜ ମୋବାଇଲ କଣ ପାଇଁ ଏତେ ଶସ୍ତା ହୋଇଥାଏ । କଣ ଜାଣିଛନ୍ତି ଚାଇନା କୁ ଗୋଗେ ମୋବାଇଲ ବନେଇବା ପାଇଁ କେତେ ପଇସା ଲାଗିଥାଏ । ଏହି ସବୁ ପ୍ରଶ୍ନର ଉତ୍ତର ଏହି ଲେଖାରୁ ମିଳିବ । ଆପଣ ଜାଣିଥିବେକି ଏବେ ଚାଇନାାର ଜିନିଷକୁ ବହିସ୍କାର କରିବା କଥାନେଇ ସବୁଆଡେ ଚର୍ଚା ଚାଲିଛି । ଯେଉଁ ଚାଇନାର ଜିନିଷକୁ ନେଇ ଆମେ ସ୍ଵରଉତ୍ତୋଳନ କରୁଛୁ, ସେଇ ଆବାଜବି ଆମେ ସେଇ ଚାଇନା ମୋବାଇଲରୁ ହିଁ ଉଠାଉଛୁ । ଯଦି ଜନସଂଖ୍ୟାର ହିସାବ କରିବା ପାଖାପାଖି ଭାରତରେ ୭୦ ପ୍ରତିଶତ ଲୋକ ଚାଇନାର ମୋବାଇଲ ବ୍ୟବହାର କରୁଛନ୍ତି ।
ଆଜି ଆମେ ଏହା ବିଷୟରେ ଆଲୋଚନା କରିବା କାହିଁକି ଚାଇନାା ମାର୍କେଟ ଏତେ ହାଇ ଅଟେ ଓ କାରଣ କଣ ଅଟେ ବହୁତ ସଂଖ୍ୟାରେ ଲୋକ ଚାଇନା ଜିନିଷ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଯେବେ ମୋବାଇଲ କିଣିବାର ସମୟ ଆସେ ଆମେ ସୋରୁମରେ ସର୍ବ ପ୍ରଥମେ ସାଓମି, ରିଏଲମି, ଓପୋ, ଭିବୋ ଭଳି ବ୍ରାଣ୍ଡକୁ ଖୋଜିଥାଉ ।
ଏହା ଆମେ ସମସ୍ତେ ମାନୁ କି ଏହା ସବୁଠୁ ଶସ୍ତା, ସୁନ୍ଦର ଓ କମଦାମରେ କିଣା ଯାଇପାରେ । ଆମଦେଶରେ କାମଦମରେ ଫୋନରେ ସୁବିଧା ମିଳିବ ନାହିଁ । ଆପୋଲ ଓ ସାମସଙ୍ଗ ଭଳି ଫୋନ କିଣିବା ପାଇଁ ପକେଟରେ ପଇସା ନ ଥାଏ ।ଏହି କାରଣ ଲାଗି ଲୋକମାନେ ସେହି ଫୋନ କିଣିବା ପାଇଁ ବହୁତ ଇଛୁକ ଥାନ୍ତି । ଯେବେଠୁ ମୋଦିଜି ଆତ୍ମନିର୍ଭରଶୀଳର କଥା କହିଛନ୍ତି, ଚାଇନା ଲଗାତର ଆମ ଦେଶରେ ଆକ୍ରମଣ କରିଚାଲିଛି । ସେଥିପାଇଁ ଆମେ ସବୁ ହଠାତ ଜାଗ୍ରତ ହୋଇଯାଇଛୁ । ଚାଇନାର ଜିନିଷ ଯେଉଁ ଭଳି ମାର୍କେଟରେ ବହୁତ ଜୋରସୋର ଚାଲିଛି, ଏଥିରେ ବେସୀ ମାତ୍ରାରେ ଆମେବି ଦାଇଅଛୁ ।
କାରଣ ୨୦୧୪ ରେ ଚାଇନାର ମୋବାଇଲ ଫୋନ ଭାରତରେ ଆସିଥିଲା, କିନ୍ତୁ ଏହା ପୂର୍ବରୁବି ଚାଇନର ମୋବାଇଲ ଭାରତରେ ବ୍ୟବହାର କରୁଥିଲେ କିନ୍ତୁ ଯେବେଠୁ ଆଣ୍ଡ୍ରୋଏଡ ଓ ସ୍ମାର୍ଟ ଫୋନ ଆସିଲା ସେବେଠୁ ଚାଇନିଜ ଫୋନ ଭାରତରେ ଆସିଲା । ସେବେଠୁ ମାଇକ୍ରୋମ୍ୟାକ୍ସ, ଆଇବଲ, କର୍ବୂନ ଭଳି କମ୍ପାନୀକୁ ବାହାର କରିଦେଲେ । ପରିସ୍ଥିତି ଏମିତି କି ଏହି କମ୍ପାନୀ ବାଲାଙ୍କ ପାଖରେ ଏତେ ପଇସା ନାହିଁକି ଏମାନେ ଟିଭିରେ ନିଜର ବିଜ୍ଞାପନ କରିବେ, ଯେତେ ବନେଇଲେ କଣ ହେବା ଲୋକମାନଙ୍କୁ ଚାଇନା ଜିନିଷର ଅଭ୍ୟାସ ଲାଗିଗଲାଣି । କଣ ଆପଣ ମାନେ କଣ କେବେ ଭାବିଛନ୍ତି କଣ ପାଇଁ ଚାଇନା ମୋବାଇଲଥୁ ନେଇ ଆପ ପର୍ଯ୍ୟନ୍ତ ସବୁକିଛି ଦୁନିଆରେ କବଜା କରିବାରେ ଲାଗିଛି ।
ଆମେ ବହୁତ ବାର ଆପଣଙ୍କୁ ଚାଇନା ନିଜ ଆପସ ପୁରା ଦୁନିଆରେ ପ୍ରସିଦ୍ଧ କଲାଣି ସେ ଟୀକଟକ ହେଉ କି ୟୁସି ବ୍ରାଉଜର କି ଆଉ କଣ ହେଉ କିନ୍ତୁ ଚାଇନା କେବେବି ଆଉ କେଉଁ ଦେଶର ଆପ ବ୍ୟବହାର କାରେନି । ଏହା ତାର ରେକର୍ଡ ଅଛି ଏଇଆ ନୁହେଁ କି ସେ ବୋକା ଅଟେ । ଅଲଗା ଦେଶର ଯେତେ ଭଲ ଆପସ ହେଲେ ମଧ୍ୟ ସେ ବ୍ୟବହାର କରେନି, ତା ପଛରେ କିଛି ନାକିଛି କାରଣ ଥିବ ନିଶ୍ଚିତ । ଏମିତି କଣ ଅଛି କି ଚାଇନାର ମୋବାଇଲ ସବୁଠୁ ଅଧିକ କିଣା ହେଉଛି । ଯଦି ଆପଣଙ୍କୁ କାରଣ ଜାଣିବାର ଅଛି ସର୍ବ ପ୍ରଥମେ ଆମର ମାଇଣ୍ଡସେଟ ବୁଝିବାକୁ ପଡିବ କାରଣ ଆମେ ଦେଖୁ କମ ପାଇସାରେ ଭଲ ଫୋନ ସହିତ ଅଧିକ ଫିଚର କେଉଁଠି ମିଳିବ, ଓ ଆମେ ତାକୁ କିଣିଥାଉ ।
ଚାଇନା ଭଲଭାବେ ଜାଣିଛି ଦୁନିଆରେ କମ ପାୟସରେ ଭଲ ଜିନିଷ କିଣିବାକୁ ଚେଷ୍ଟା କରେ । କାହିଁକି ନ କିଛି ସ୍ମାର୍ଟ ଫୋନ ମାର୍କେଟ କୁ ଅଣାଯାଉ, ଓ କମ ପାଇସାରେ ଭଲ ଫିଚର ଦିଆଯାଉ । ସେଇ ଜିନିଷ ଚାଇନା କରିଛି । ଆପଣ ଜାଣିଥିବେ ଯଦି କେଉଁ ଜିନିଷ ଅଧିକ ତିଆରି ହୁଏ ତାର ଦାମ କମ ହୋଇଥାଏ । ଏହି ପ୍ଳାନ ଚାଇନା ତା ଜିନିଷ ଟିଆରୀରେ ଲଗେଇଥାଏ । ସେ ବହୁତ ବଡ ଆକାରରେ ଜିନିଷ ବନେଇ ବହୁତ ଜୋରସୋରରେ ତାର ମାର୍କେଟିଂଗ କରିଥାଏ ।
ଯେତେବେଳେ ଜିନିଷ ବିକ୍ରି ହୋଇଯାଏ ସେତେ ବେଳେ ଜିନିଷର ଦାମ ବଢାଇ ଦିଏ, ଓ ତାର ଫାଇଦାର ଲାଭବି ଉଠେଇଥାଏ । ସମୟଥିଲା ସାଓମୀ ଫୋନ ୬ ହଜାର ଟଙ୍କାରେ ମିଳିଯାଉଥିଲା, ଆଜି ତାର ମୂଲ୍ୟ ୨୨ ହଜାରରେ ପହଞ୍ଚି ଗଲାଣି । ପ୍ରଥମେ ଯେତେବେଳେ ଚାଇନିଜ କମ୍ପାନୀ ଆମ ଦେଶକୁ ଆସିଥିଲା ବହୁତ ଶସ୍ତାରେ ମୋବାଇଲ ଫୋନ ବିକ୍ରି କରିବା ଆରମ୍ଭ କରିଥିଲା । ଭିବୋ,ଓପୋ, ରିଏଲମି ଯେଉଁ କମ୍ପାନୀ ଅଛି ଏଠାରେ ଖାଲି ନାଁ ହିଁ ଅଲଗା ଅଛି କିନ୍ତୁ ଏହାକୁ ତିଆରି କରିବା ବାଲା ଜଣେ ଅଟେ । ଲୋକମାନଙ୍କ ସହିତ ଖେଳିବା ପାଇଁ ନିଜର କେତକ ବ୍ରାଣ୍ଡ ବନେଇବା ଆରମ୍ଭ କରିସାରିଲେଣି ।
କିନ୍ତୁ ଆମ ଦେଶରେ ଭାରି ମାତ୍ରାରେ ମୋବାଇଲ ବନୁଛି କିନ୍ତୁ ସେ ତିଆରି କରୁନି, କେବଳ ଆସେମ୍ବୀଲିଙ୍ଗ କରାଯାଏ । ବାହାର ଦେଶରୁ ମଗେଇ ଆମଦେଶରେ ଆସେବ୍ଲୀଙ୍ଗ କରି ମୋବାଇଲ ବିକ୍ରି କରାଯାଉଛି । ଆପେଲ ଫୋନ ଆମଦେଶରେ ବନିବା ସହିତ ଆସେବ୍ଲିଙ୍ଗ ହେଉଛି ମଧ୍ୟ । ଆପେଲ କମ୍ପାନୀ ଚାଇନାରୁ ହଟେଇ ଇଣ୍ଡିଆକୁ ଶିଫ୍ଟ କରିବା ଯଦି ଏମିତି ହେବ ଇଣ୍ଡିଆକୁ ବହୁତ ଲାଭମିଳିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।