କିଛି Funny ଇଣ୍ଡିଆନ ୱେଡିଂ, ଏହି Video ଦେଖି ନ ହସି ରହିପାରିବେନି…. 100% ଚ୍ୟାଲେଞ୍ଜ

ବନ୍ଧୁଗଣ ବିବାହ ଜୀବନରେ ମାତ୍ର ଥରେ ହୋଇଥାଏ ପ୍ରତେକ ପୁଅ ଓ ଝିଅଙ୍କ ଜୀବନରେ । ଏହା ବ୍ଯତୀତ ବିବାହରେ ବହୁତ ସାରା ମଜା ମସ୍ତି ମଧ୍ୟ ହୋଇଥାଏ ତାହା ଆପଣ ମାନେ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ବିବାହ କାର୍ଯ୍ୟକ୍ରମ ରେ ଏମିତି କିଛି କାରନାମା ବା ହରକତ ମଧ୍ୟ ହୋଇଥାଏ ଯାହା ସାରା ଜୀବନ ପାଇଁ ମାନେ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ମଜାଦାର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ମ୍ୟାରେଜ ସଜ ଜଡିତ ଅଟେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମ୍ୟାରେଜ ଜୀବନରେ ଥରେ ହୋଇଥାଏ । କିନ୍ତୁ ବିବାହ ବିଚ୍ଛେଦ ହେବା ଅଲଗା କଥା ଅଟେ । ଯଦି କୌଣସି ପୁଅର ବିବାହ ପରେ ଛାଡପତ୍ର ହୋଇଯାଏ ତେବେ ସେ ଦିତୀୟ ବିବାହ କରିଥାଏ । ତେବେ ପ୍ରଥମ ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଜଣେ ବ୍ୟକ୍ତି ଏକା ସହ ଦୁଇ ଝିଅଙ୍କୁ ବିବାହ କରିଛନ୍ତି । ଯେମିତିକି ଆଉ ଜୀବନରେ ତାଙ୍କୁ ଦିତୀୟ ବିବାହ କରିବାକୁ ପଡିବ ନାହି । ବାସ୍ତବରେ ଏହି ଭିଡିଓ ଟି ବହୁତ ମଜାଦାର ହୋଇଛି ।

ବିବାହ ପରେ ବର ଓ କନ୍ୟାଙ୍କୁ ବଡ ମାନଙ୍କ ଠାରୁ ଆଶୀର୍ବାଦ ନେବାର ପରମ୍ପରା ରହିଛି ତାହା ଆପଣ ମାନେ ଦେଖିଥିବେ ବା ଜାଣିଥିବେ । ଯଦି କେହି ସଂସ୍କାରୀ କନ୍ୟା ମିଳିଯାଏ ତେବେ କଥା କିଛି ଅଲଗା ହୋଇଯାଏ । ତେବେ କନ୍ୟା ଆଶୀର୍ବାଦ ନେବା କଥା ଠିକ ଅଟେ କିନ୍ତୁ ଦିତୀୟ ଭିଡିଓ ରେ ବର କନ୍ୟାର ଆଶୀର୍ବାଦ ନେଉଛନ୍ତି ଯାହା ଦେଖିବାକୁ ମଜାଦାର ହୋଇଛି । ଅନେକ ସମୟରେ ବ୍ୟକ୍ତି ଖୁସିରେ ଏମିତି କିଛି କାମ କରିଥାଏ ।

ଆପଣ ମାନେ ଜାଣିଥିବେ ବିବାହ ସମୟରେ ବର ଯିବା ପାଇଁ ଗାଡିରେ ଫୁଲ ଆଦି ଡେକୋରେଟ କରାଯାଏ । କିନ୍ତୁ ତୃତୀୟ ଭିଡିଓ ରେ ଆପଣ ମାନେ କିଛି ଅଲଗା ଦେଖିବାକୁ ପାଇବେ । ଏହି ଭିଡିଓ ରେ ବର ଜଣକ ଫୁଲ ବଦଳରେ ଗାଡି ସହ ନିଜକୁ କୁରକୁରୀ ରେ ସଜେଇ ଦେଇଛନ୍ତି ଯାହା ବହୁତ ଫନି ଲାଗୁଛି ।

ବିବାହ ସମୟରେ ଅନେକ ରସମ ହୋଇଥାଏ । ସେଥି ମଧ୍ୟରୁ ବରମାଳା ଭଳି ଏକ ରସମ ରହିଛି । ଏହି ରସମ ରେ କନ୍ୟା ଓ ବର ଉଭୟ ପରସ୍ପରକୁ ଫୁଲମାଳ ପିନ୍ଧାଇଥାନ୍ତି । କିନ୍ତୁ ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ କି ବର ଓ କନ୍ୟା ଲକ ଡାଉନ ସମୟରେ ବିବାହ କରିଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଦୁହେଁ ପରସ୍ପରକୁ ଫୁଲମାଳା ପିନ୍ଧାଇବା ବଦଳରେ ମାସ୍କ ପିନ୍ଧାଉଛନ୍ତି । ଯାହା ବହୁତ ଫନି ଲାଗୁଛି ।

ତେବେ ବନ୍ଧୁଗଣ ଏହା ଥିଲା ବିବାହର କିଛି ଏମିତି ମଜାଦାର ଭିଡିଓ ଯାହାକୁ ଦେଖିବା ପାଇଁ ଆପଣ ମାନଙ୍କୁ ହସ ଲାଗିବ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *