Interesting Gk Questions- କ୍ଷେତରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରକୁ ଆସିଲେ ନାଲି ହୋଇଯାଏ, କୁହ ତାହା କଣ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରିବା ନାହି ?

ଉତ୍ତର-କଦଳୀ ଗଛ

୨- କେଉଁ ଜୀବ ଛୁଆ ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?

ଉତ୍ତର- ବିଛା

୩- ଭାରତର କେଉଁ ରାଜ୍ୟରେ ୩ରୁ ଅଧିକ ଛୁଆ ଜନ୍ମ କରିଲେ ୧୦ହଜାରରୁ ଅଧିକ ଜୋରିମାନା ଦେବାକୁ ପଡିଥାଏ ?

ଉତ୍ତର- କେରଳ

୪- କେଉଁ ଦେଶରେ ସବୁଠାରୁ କଠୋର ଆଇନ ବ୍ୟବସ୍ଥା ରହିଛି ?

ଉତ୍ତର- ସାଉଦିଆରବ

୫- କେଉଁ ପକ୍ଷୀ କେବେ ଗଛ ଉପରେ ବସେ ନାହି ?

ଉତ୍ତର- ଟିଟୋନୀ

୬- କେଉଁ ଫୁଲ ୩୬ ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର- ନାଗପୁଷ୍ପ

୭- କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ଯରେ ଅବସ୍ଥିତ ଅଟେ ?

ଉତ୍ତର- ଓଡିଶା

୮- ଭାରତର ସର୍ବ ପ୍ରଥମେ ମେଟ୍ରୋ କେଉଁ ରାଜ୍ୟରେ ଚାଲିଥିଲା ?

ଉତ୍ତର- ମୁମ୍ବାଇ

୯- ଭାରତର କେଉଁ ରାଜ୍ଯରେ କୁକୁରର ମନ୍ଦିର ଅଛି ?

ଉତ୍ତର- ଛତିଶଗଡ

୧୦- ଭାରତର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିୱି କା ମକୱାରା

୧୧- ଖାଇବାର କେଉଁ ଜିନିଷ ହଜାର ବର୍ଷ ଯାଏଁ ଖରାପ ହୁଏ ନାହି ?

ଉତ୍ତର- ମହୁ

୧୨- କେଉଁ ଦେଶରେ ହଳଦିଆ ସୂର୍ଯ୍ୟ ଦେଖାଯାଏ ?

ଉତ୍ତର- ନାରବେ

୧୩- କେଉଁ ପଶୁ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର-ପ୍ଲେଟିପଶ

୧୪- ରାବଣର ଜନ୍ମ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଶ୍ରୀଲଙ୍କା

୧୫- କେଉଁ ଦେଶରେ କଳା ଗୋଲାପ ଦେଖାଯାଏ ?

ଉତ୍ତର- ତୁର୍କମେଗିସ୍ତାନ

୧୬- ଭାରତର ସ୍ଵର୍ଗ କାହାକୁ କୁହାଯାଏ ?

ଉତ୍ତର- କାଶ୍ମୀର

୧୭- ମନୁଷ୍ୟର କିଡନିର ଓଜନ କେତେ ହୋଇଥାଏ ?

ଉତ୍ତର- ୧୭୦ଗ୍ରାମ

୧୮- ଭାରତର କେଉଁ ରାଜ୍ୟରେ ସବୁଠାରୁ କଣ ଅପରାଧ ହୋଇଥାଏ ?

ଉତ୍ତର- ଗୋଆ

୧୯- କେଉଁ ଫଳ ଭିତରେ ବିସ ରହିଥାଏ ?

ଉତ୍ତର- ସେଓର ମଞ୍ଜିରେ

୨୦- କେଉଁ ଦେଶର ଲୋକେ ମାଟିର ରୋଟି ଖାଇଥାନ୍ତି ?

ଉତ୍ତର- କଙ୍ଗୋ

୨୧- ଭାରତର ସବୁଠାରୁ ପବିତ୍ର ନଦୀର ନାମ କଣ ?

ଉତ୍ତର- ଗଙ୍ଗା

୨୨- କେଉଁ ଦେଶରେ କପଡାରେ ଖବରକାଗଜ ଛପାଯାଏ ?

ଉତ୍ତର- ସ୍ପେନ

୨୩- ଦୁନିଆର ସବୁଠାରୁ ସୁନ୍ଦର ଦେଶର ନାମ କଣ ?

ଉତ୍ତର- ସିଙ୍ଗାପୁର

୨୪- କେଉଁ ଗଛ ତଳେ ମଣିଷ ମରିପାରେ ?

ଉତ୍ତର- ନିମ ଗଛ

୨୫- ଭାରତର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉତ୍ତର- ହକି

୨୬- କେଉଁ ପରିବା ଖାଇଲେ ରକ୍ତ ସଫା ହୋଇଥାଏ ?

ଉତ୍ତର- କଲରା

୨୭- ଭାରତର କେଉଁ ରାଜ୍ୟରେ ମୂଷାର ମନ୍ଦିର ଅଛି ?

ଉତ୍ତର- ରାଜସ୍ଥାନ

୨୮- କେଉଁ ପଶୁର କ୍ଷୀରରେ ଅଧିକ ପ୍ରୋଟିନ ରହିଥାଏ ?

ଉତ୍ତର- ଭେଡ

୨୯- କ୍ଷେତରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଥାଏ, ଘରକୁ ଆସିଲେ ନାଲି ହୋଇଯାଏ କୁହ ତାହା କଣ ?

ଉତ୍ତର- ଚାହାପତି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *