Health tips; – କିଡନି ଖରାପ ହେବା ପୂର୍ବରୁ ଶରୀରରେ ଏହି ସବୁ ଲକ୍ଷଣ ଦେଖା ଯାଇଥାଏ…

ବନ୍ଧୁଗଣ ଆଜିକାଲିର ଜୀବନ ଶୈଳୀ ଓ ଖରାପ ଖାଦ୍ଯ କାରଣରୁ କିଡନି ସମସ୍ୟା ଦେଖା ଯାଉଛି । ଏହା ସହ ପ୍ରଦ୍ୟୂଷଣ କାରଣରୁ ମଧ୍ୟ କିଡନି ସମସ୍ୟା ଦେଖା ଯାଉଛି । କିଡନି ସମସ୍ୟା ଏକ ବହୂତ ବଡ ଗମ୍ଭୀର ସମସ୍ୟା ଅଟେ । ଏଣୁ କିଡନି ଖରାପ ହେବା ପୂର୍ବରୁ ଶରୀରରେ କିଛି ଲକ୍ଷଣ ଦେଖା ଯାଇଥାଏ । ଯାହାକୁ ଜାଣି ପାରିଲେ ଏହାର ତୁରନ୍ତ ଚିକିତ୍ସା କରାଯାଇ ପାରିବ । ଆସନ୍ତୁ ଜାଣିବା କିଡନି ଖରାପ ହେବା ପୂର୍ବରୁ କେଉଁ କେଉଁ ଲକ୍ଷଣ ଦେଖା ଯାଇଥାଏ ।

1- ଆମ ଶରୀରର ମଳମୁତ୍ର କିଡନି ମଧ୍ୟ ଦେଇ ବାହାରି ଥାଏ । ଯଦି ମଳମୁତ୍ର କରିବାରେ କିଛି ସମସ୍ୟା ହୁଏ ତେବେ କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ । ଏହା ସହ ଆଁଠୁ ଗୋଡ ସୁଖୀ ଯାଇଥାଏ ।

2- କିଡନି ଖରାପ ହେଲେ ମୁତ୍ର ର ରଙ୍ଗ ଗାଢା ହୋଇଯାଏ କିମ୍ବା ମୁତ୍ର ର ପରିମାଣ ବଢିଯାଏ କିମ୍ବା କମିଯାଏ । ଏହା ହେବ ସହ କିଡନି ଖରାପ ହେବାର ସମ୍ଭାବନା ରହିଥାଏ ।

3- ଶରୀର ଦୁର୍ବଳ ଲାଗିବା ସହ ହରମୋନ କମିଗଲେ ଏହା କିଡନି ଖରାପ ହେବାର ସଂକେତ ଅଟେ ।

4- ଅଧିକ ରାଗିଯିବା, ଚିଡିଚିଡା ହେବା କିଡନି ଖରାପ ହେବାର ଅନ୍ୟ ଏକ ଲକ୍ଷଣ ହୋଇଥାଏ ।

5- କିଡନି ଖରାପ ହେଲେ ଶରୀରରେ ବିଷକତା ପଦାର୍ଥ ଜମି ଯାଇଥାଏ । ଯେଉଁ କାରଣରୁ ଶରୀରରେ ଅନେକ ସମସ୍ୟା ଦେଖା ଯାଇଅଥାଏ ।

6- କିଡନି ଖରାପ ହେଲେ ବ୍ଲଡ଼ ୟୁରିୟା ର ମାତ୍ର ବଢି ଯାଇଥାଏ । ଓ ସେହି ୟୁରିୟା ଏନୋମିଆ ରେ ବଦଳି ଯାଇଥାଏ । ଯାହା କାରଣରୁ ମୁହଁ ରୁ ଖରାପ ସ୍ମେଲ ଆସିଥାଏ । ଆଉ ଜିଭ ର ସ୍ଵାଦ ମଧ୍ୟ ଖରାପ ହୋଇଥାଏ ।

7- ଯଦି ପିଠି ରେ ଯନ୍ତ୍ରଣା ହେବା ସହ ଗୋଡ ମଧ୍ୟ ଯନ୍ତ୍ରଣା ହେଉଛି ତେବେ କିଡନି ଖରାପ ହେବାର ଅନ୍ୟତମ ଲକ୍ଷଣ ଅଟେ ।

8- କିଡନି ଖରାପ ଥିଲେ ଲଂସ ରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ । କିଡନି କୁ ସୁସ୍ଥ ରଖିବା ବେଳେ ସୁଖାଦ୍ୟ ଖାଇବା ସହ ମଦ୍ୟପାନ ସେବନ କରିବା ଅନୁଚିତ । ଏହା ସହ ପ୍ରତିଦିନ ବ୍ୟାୟମ ବା ଯୋଗ କରିବା ଉଚିତ । ଏହା ଦ୍ଵାରା ଶରୀର ସୁସ୍ଥ ରହିବ । ଏହା ବ୍ୟତୀତ ଡାଇବେଟିସ ଓ ବଳଦ ପ୍ରେସର ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏମିତି ଅନେକ ଔଷଧ ଅଛି ଯାହା କିଡନି କୁ କ୍ଷତି ପହଞ୍ଚାଇ ଥାଏ ।

ତେବେ ବିନା ଡାକ୍ତର ଙ୍କ ପରାମର୍ଶ ରେ କେବେ ବି କୌଣସି ମେଡ଼ିସିନ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *