ଏହି ବର୍ଷ ମହାଶିବରାତ୍ରୀରେ ଘଟିବ ବହୁତ ବଡ ମହାସଂଯୋଗ ! ଏହି 2 ଟି ରାଶିର ଲୋକଙ୍କ ଭାଗ୍ୟ ଚମକିବ… Jagar

ବନ୍ଧୁଗଣ ମହାଶିବରାତ୍ରୀ ବା ଜାଗର ପର୍ବ ପ୍ରଭୁ ଶିବଙ୍କୁ ସମର୍ପଣ କରି କରାଯାଇଥାଏ । ଏହି ଓଷା ହିନ୍ଦୁ ମାନଙ୍କର ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଯେଉଁ ଦିନରେ ଶ୍ରଦ୍ଧାଳୁ ମାନେ ପ୍ରଭୁ ଭୋଳାନାଥଙ୍କର ପୂଜା ଅର୍ଚନା କରିଥାନ୍ତି । ତେଣୁ ଦେବଙ୍କ ଦେବ ମହାଦେବଙ୍କର ଏହି ଜାଗର ବ୍ରତ ତାଙ୍କ ଭକ୍ତ ମାନଙ୍କ ପାଇଁ ବିଶେଷ ମହତ ରଖିଥାଏ । ମହାଶିବରାତ୍ରୀର ମାନ୍ୟତା ଅନୁଯାଇ ଏହା କୁହାଯାଇଥାଏ । ଯେ ଏହି ଦିନ ପ୍ରଭୁ ଶିବଙ୍କ ସହ ମା’ ପାର୍ବତୀଙ୍କର ବିବାହ ହୋଇଥିଲା ।

ଏହି ଦିନ ପ୍ରଥମ ଶିବଲିଙ୍ଗ ମଧ୍ୟ ପ୍ରକଟ ହୋଇଥିଲା । ତେଣୁ ଯେଉଁ ଲୋକମାନେ ଏହି ଦିନରେ ଜାଗର ବ୍ରତ ଅତି ନିଷ୍ଠା ସହକାରେ ରଖିଥାନ୍ତି । ସେମାନଙ୍କୁ ଉଭୟ ପ୍ରଭୁ ଭୋଳାନାଥ ଓ ମାତା ପାର୍ବତୀଙ୍କର ଆଶ୍ରୀବାଦ ମିଳିପାରିଥାଏ । ତେବେ ଏହି ବର୍ଷ 12 ଟି ରାଶି ମଧ୍ୟରୁ 2 ଟି ରାଶିଙ୍କ ଭାଗ୍ୟରେ ଅତ୍ୟନ୍ତ ଶୁଭ ଯୋଗ ବନୁଅଛି । ଯେଉଁ ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିବା ପାଇଁ ଯାଉଛି । ତେବେ ସେହି ଭାଗ୍ୟଶାଳୀ ରାଶି 2 ଟି କିଏ କିଏ ଅଟନ୍ତି ଚାଲନ୍ତୁ ଜାଣିବା ।

ମେଷ ରାଶି;- ଏହି ରାଶି ପାଇଁ ଜାଗର ଦିନଟି ବହୁତ ଶୁଭ ରହିବା ପାଇଁ ଯାଉଛି । ଏଥିସହ ସେମାନଙ୍କର ଆର୍ଥିକ ଲାଭ ମଧ୍ୟ ହୋଇବା ପାଇଁ ଯାଉଅଛି । ଏମାନଙ୍କର ବାକି ଥିବା ଅନେକ ଅଧୁରା କାର୍ଯ୍ୟ ବି ପୁରା ହୋଇପାରିବ । ଏମାନେ ପ୍ରଭୁ ଶିବଙ୍କୁ ସ୍ମରଣ କରି ନିଜର ଯେଉଁ ସବୁ କାର୍ଯ୍ୟ ଆରମ୍ଭ କରିବେ । ସେଥିରେ ସେମାନଙ୍କୁ ସାଗଳତା ମଧ୍ୟ ପ୍ରାପ୍ତ ହେବ । ଏମାନଙ୍କ ଜୀବନରେ ଏପରି ଏକ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସେମାନଙ୍କ ପାଇଁ ଖୁସିର ସମାହାର ନେଇକି ଆସିବ । ବେପାର, ବାଣିଜ୍ୟ କାର୍ଯ୍ୟରେ ଖୁବ ଲାଭବାନ ହୋଇପାରିବେ ।

ବୃଷ ରାଶି;- ବୃଷ ରାଶି ଲୋକଙ୍କର ଏହି ବର୍ଷଟି ବହୁତ ଭଲ ରହିବା ପାଇଁ ଯାଉଅଛି । ଏଥିସହ ଜାଗର ଓଷା ପର ଠାରୁ ଏମାନଙ୍କ ଭାଗ୍ୟ ଚମକିବା ପାଇଁ ଯାଉଛି । ଯେଉଁ କାରଣରୁ ଏମାନେ ନିଜର ଅନେକ ସମସ୍ଯାର ସମାଧାନ କରିପାରିବେ । ଏହି ବୃଷ ରାଶିର ଲୋକେ ନିଜର ମନକୁ ପ୍ରଫୁଲ୍ଲିତ ରଖିପାରିବେ । ଘର ପରିବାର ସହ ଭଲ ସମ୍ପର୍କ ରହିବ । ଲମ୍ବା ସମୟ ଧରି ଯେଉଁ ଆର୍ଥିକ ବା ଅନ୍ୟ କୌଣସି ଚିନ୍ତା ରହିଥିବ । ସେଥିରୁ ଅନେକ ମୁକ୍ତି ମିଳିବ । ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେବାକୁ ଯାଉଛି ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ହର ହର ମହାଦେବ ଲେଖିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *