ନାରୀ ମାନଙ୍କର କେଉଁ ଅଂଶ ଅତ୍ୟନ୍ତ ପବିତ୍ର ହୋଇଥାଏ…ନାରୀ ମାନେ କ’ଣ ପାଇଁ ହୋଇଥାନ୍ତି ଏତେ ଖାସ୍ !

ବନ୍ଧୁଗଣ ନାରୀ ମାନଙ୍କୁ ବୁଝିବା ସହଜ ହୋଇନଥାଏ । କାରଣ ଅନେକ କୁହନ୍ତି, ଯେ ନାରୀ ମାନେ ବହୁତ ବିଚିତ୍ର ଅଟନ୍ତି । ତେବେ ଏହି ନାରୀ ମାନଙ୍କୁ ତ ବୁଝିବା ଭଗବାନଙ୍କ ପକ୍ଷରେ ବି ଜଟିଳ ହୋଇପଡିଥିଲା । ତେବେ ସେହି ନାରୀ ମାନଙ୍କର କେଉଁ ଭାଗ ପବିତ୍ର ଅଟେ । ଚାଲନ୍ତୁ ତାହା ବିଷୟରେ ଜାଣିବା । ମୁନି ରୁଷୀଙ୍କ କହିବା ମୁତବକ ବ୍ରାହ୍ମଣ ମାନଙ୍କର ପାଦ ପବିତ୍ର ହୋଇଥାଏ । ଗୋଟେ ଗାଈର ପଛ ଭାଗ ପବିତ୍ର ହୋଇଥାଏ । ଛେଳି ଓ ଘୋଡାର ମୁହଁ ପବିତ୍ର ହୋଇଥାଏ ।

ହେଲେ ଯଦି ନାରୀ ମାନଙ୍କ ବିଷୟରେ କହିବାକୁ ଯିବା । ତେବେ ନାରୀଟି ସବୁ ଅଙ୍ଗରୁ ପବିତ୍ର ବୋଲି ବିବେଚନା ହୋଇଥାଏ । ତେଣୁ ଜଣେ ନାରୀ ବା ମହିଳାର ଶରୀର ବହୁତ ପବିତ୍ର ହୋଇଥାଏ । କାରଣ ନାରୀ ମାନଙ୍କ ଦେବୀ ମା’ ଙ୍କର ଅଂଶ ବୋଲି ମାନାଯାଇଥାଏ । ଏପରିକି ଭାରତ ଦେଶର କେରଳ ରାଜ୍ୟରେ ନାରୀ ମାନଙ୍କର ପୂଜା ମଧ୍ୟ କରାଯାଇଥାଏ । ଏପରିକି ସେଠାରେ ଜଣେ ସ୍ଵାମୀ ତା’ ସ୍ତ୍ରୀ ର ପାଦ ମଧ୍ୟ ସ୍ପର୍ଶ କରିଥାଏ ।

କାରଣ କେରଳରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ରୂପରେ ଦେଖାଯାଇଥାଏ । କେରଳକୁ ଇଶ୍ଵରଙ୍କ ସ୍ଥାନ ବୋଲି କୁହାଯାଇଥାଏ । ତେବେ କେରଳ ରାଜ୍ୟରେ ଇଶ୍ଵରଙ୍କର ବାସ ସ୍ଥାନ କୁହାଯିବାର ଅର୍ଥ ହେଉଛି । ଯେ ଯେଉଁଠାରେ ଝିଅ ଓ ବୋହୁ ମାନଙ୍କୁ ଦେବୀ ଲକ୍ଷ୍ମୀ ରୂପରେ ସମ୍ମାନ ଦିଆଯାଉଛି । ସେଠାରେ ଇଶ୍ଵରଙ୍କର ବାସ ମଧ୍ୟ ରହିଥାଏ ।

କାରଣ ଜଣେ ଝିଅ ଜୀବନ ଦୁଇ କୁଳର ହିତ ପାଇଁ ହୋଇଥାଏ । ସେ ନିଜ ବାପା ଘର ସହ ବାହା ଘର ପରେ ଶାଶୁଘରକୁ ମଧ୍ୟ ନିଜର କରିନେଇଥାଏ । ତେଣୁ ତ ମହିଳା ମାନଙ୍କୁ ଦୁହିତା ବୋଲି କୁହାଯାଇଥାଏ । ଜଣେ ନାରୀ ଗୋଟେ ଝିଅ, ଭଉଣୀ, ବୋହୁ ଓ ମା’ ଏଭଳି ଅନେକ ରୂପ ନେଇ ନିଜର କର୍ତ୍ତବ୍ୟ ତୁଲାଇ ଥାଏ ।

ସମସ୍ତଙ୍କୁ ସ୍ନେହ ଓ ଶ୍ରଦ୍ଧାର ଡୋରୀରେ ବାନ୍ଧି ରଖିବାର ଏକ ଅଦ୍ଭୁତ କଳା ସେମାନଙ୍କ ପାଖରେ ରହିଥାଏ । ତେଣୁ ପ୍ରତ୍ଯେକଟି ଲୋକଙ୍କର ନାରୀ ମାନଙ୍କୁ ସମ୍ମାନ ଜଣାଇବା ତାଙ୍କର କର୍ତ୍ତବ୍ୟ ବନୁଅଛି । ସେଥିପାଇଁ ତ କୁହାଯାଇଥାଏ । ଯେଉଁ ଘରେ ନାରୀ ମାନଙ୍କୁ ସମ୍ମାନ ଓ ଆଦର ଯତ୍ନ କରାଯାଇଥାଏ ।

ସେହି ଘରେ ଦେବୀ ମା’ ଙ୍କର ଆଶ୍ରୀବାଦ ସବୁବେଳ ପାଇଁ ରହିଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *