ନମସ୍କାର ବନ୍ଧୁଗଣ, ଆମେ ସ୍ଵାଗତ କରୁଛୁ ଆପଣମାନକୁ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କୁ କିନ୍ନର ମାନଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ କିନ୍ନର ମାନଙ୍କୁ ଏ ସମାଜ କେଉଁ ଦୃଷ୍ଟିରେ ଦେଖେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହା କରିବା ଦ୍ଵାରା ଆପଣଙ୍କର କେତେ ଖ୍ଯାତି ହୋଇପାରିବ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ କିନ୍ନର ମାନଙ୍କୁ ଆପଣ ଏକ ଅଭିଶପ୍ତ ଭାବେ ଦେଖୁଛନ୍ତି ସେମାନଙ୍କ ଆଶୀର୍ବାଦ ପାଇ ଆପଣଙ୍କ ଭାଗ୍ୟ ବଦଳିଯିବ । ସମାଜ ତାଙ୍କୁ ଯେତେ ଅଶୁଭ ମାନିଲେ ବି ପ୍ରକୃତରେ ସେମାନେ ଅଶୁଭ ନୁହନ୍ତି ବରଂ ଭଗବାନଙ୍କ ସୃଷ୍ଟିର ଏକ ଅନୋଖା ରଚନା, ଯେମିତି ଆମେ ଭଗବାନ ଶିବଙ୍କର ଅରଧ ନାରୀଶ୍ଵର ରୂପକୁ ପୂଜା କରୁଛେ ଠିକ ସେହି ଭଳି କିନ୍ନର ମାନେ ମଧ୍ୟ ହେଉଛନ୍ତି ସେହି ରୂପର ପ୍ରତୀକ ।
ସେମାନେ ନା ତ ନାରୀ ନା ତ ପୁରୁଷ, ସେଥିପାଇଁ ସେମାନଙ୍କ ପାଖରେ ନାରୀ ଓ ପୁରୁଷ ଉଭୟଙ୍କର ଶକ୍ତି ଅଛି । ଯଦି ସେମାନେ ଯଦି ଆପଣଙ୍କୁ ଆଶୀର୍ବାଦ ଦେବେ ତାହା ଆପଣଙ୍କ ଭାଗ୍ୟରେ ବହୁତ ବଡ ପରିବର୍ତ୍ତନ ଆଣି ପାରିବ । କିନ୍ତୁ ଯଦି ସେମାନଙ୍କ ଅଭିଶାପ ଥରେ ବି ଆପଣଙ୍କ ଉପରେ ପଡେ ତେବେ ଆପଣଙ୍କୁ ସ୍ଵୟଂ ଭଗବାନ ମଧ୍ୟ ବଞ୍ଚାଇ ପାରିବେ ନାହିଁ । ସେଥିପାଇଁ କୁହାଯାଏ କିନ୍ନରଙ୍କ ଆଶ୍ରୀବାଦ ଅପେକ୍ଷା ଖତରନାକ୍ ହେଉଛି ତାଙ୍କ ଅଭିଶାପ । ତେବେ ଆଜିକାଲି ର ଲୋକେ ଧୀରେ ଧୀରେ ନିଜର ଚିନ୍ତା ଧାରା ବଦଳିଲେଣି, ସେଥିପାଇଁ ତ କିନ୍ନର ମାନେ ମଧ୍ୟ ସମାଜରେ ଏବେ ଆଦୃତ ହେଲେଣି ସେମାନକୁ ମଧ୍ୟ ସମ୍ମାନ ଦିଆ ଯାଉଛି ।
ତେବେ ସେମାନଙ୍କ ଆଶୀର୍ବାଦ ରହିଲେ ମଣିଷ ବହୁତ ଉନ୍ନତି କରିପାରିବ । ଆପଣ ମାନେ ଦେଖିଥିବେ ବିବାହ ହେଉ ବା ଛୋଟ ଛୁଆର ଜନ୍ମ ଦିନ ଯଦି ସେଠାକୁ କିନ୍ନର ମାନେ ଆସି ବହୁତ ଖୁସି ହୋଇ ସେମାନକୁ ଆଶୀର୍ବାଦ ଦେଇ ଯାନ୍ତି ତେବେ ସେମଙ୍କର ଆଗାମୀ ଜୀବନ ପାଇଆନ ଏହା ଭାଗ୍ଯର କଥା ବୋଲି ଲୋକେ ମାନନ୍ତି । କିନ୍ତୁ ଯଦି ସେମାନେ କାହାକୁ ଅଭିଶାପ ଦିଅନ୍ତି ତେବେ ସେ ପୁରା ବରବାଦ ହୋଇଯାଏ । ତେବେ ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଏହି ଗୋଟେ କାମ କରିବାକୁ ପଡିବ, ଯାହା ଦ୍ଵାରା ଆପଣ କିନ୍ନର ମାନଙ୍କ ଅଭିଶାପ ରୁ ବଞ୍ଚି ପାରିବେ ।
ସେମାନଙ୍କ କ୍ରୋଧରୁ ବଞ୍ଚିବା ପାଇଁ କଣ କରିବେ?
ଯଦି ଆପଣ କେବେବି ବି କୌଣସି କିନ୍ନରଙ୍କୁ ଦେଖୁଛନ୍ତି ତେବେ ତାଙ୍କୁ କିଛି ବାଧିଲା ଭଳି କଥା କୁହନ୍ତୁ ନାହିଁ, ସବୁ ବେଳେ ସେମାନଙ୍କୁ ଉଚିତ ଭାବେ ସମ୍ମ୍ନ କରନ୍ତୁ । ତାଙ୍କୁ କୌଣସି ମତେ ବି ନିଜ ଉପରେ ରାଗି ବାର ସୁଯଗ ଦିଅନ୍ତୁ ନାହିଁ, ସର୍ବଦା ତାଙ୍କୁ ଖୁସି କରିବାର ଚେଷ୍ଟା କରନ୍ତୁ । ନିଜ ଘରେ ଯଦି କୌଣସି ଶୁଭ କାମ ଆରମ୍ଭ କରୁଛନ୍ତି ସେମାନଙ୍କ ଆଶୀର୍ବାଦ ନିଅନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଖୁବ ଉନ୍ନତି ଆସିବ । ସେମାନେ ଏମିତି ହିଁ କାହାକୁ ଆସିର ବାଦ ଦିଅନ୍ତି ନାହିଁ, ଯାହାକୁ ତାଙ୍କ ମନ ସେମାନେ ସେହି ବ୍ୟକ୍ତିଙ୍କୁ ହିଁ ଆଶୀର୍ବାଦ କରନ୍ତି ।
ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।