ଶବକୁ ପୋଡିଲା ବେଳେ କାହିଁକି ଶବ ମୁଣ୍ଡକୁ ଠେଙ୍ଗାରେ ପିଟା ଯାଏ ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟ କରିଦେଲା ଭଳି କାରଣ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ବିଷୟରେ କହିବାକୁ ଯାଉଛୁ ଯାହା ଅପାନ ଆଗରୁ କେବେ ଜାଣି ନଥିବେ । ସାଙ୍ଗ ମାନେ ଆପଣ ମାନେ ତ ଜାଣି ଥିବେ ଆମ ସମାଜରେ ଜନ୍ମ ଓ ମୃତ୍ୟୁ କୁ ନେଇ ବହୁତ ଚର୍ଚ୍ଚା ସବୁବେଳେ ଦେଖିବାକୁ ମିଳେ । ଜନ୍ମ ହେବା ସମୟରେ ବି ବହୁତ ନୀତି ନିୟମ କୁ ପାଳନ କରିବାକୁ ପଡେ ପରିବାର ଲୋକକା ମାନଙ୍କୁ ଓ ମୃତ୍ୟୁ ପରେ ବି ସେମିତି 12 ଦିନ ପର୍ଯ୍ୟନ୍ତ ବହୁତ କିଛି ରୀତି ନୀତି ରେ ପୂଜା ପାଠ ଆଦି ଚାଲେ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ମୃତ୍ୟୁ ପରେ ଯେବେ ଶବକୁ ଶ୍ମଶାନକୁ ପୋଡିବା ପାଇଁ ନିଆ ଯାଏ ତା ସହ କଣ କରା ଯାଏ ।

ଆପଣ ଲକ୍ଷ କରିଥିବେ ଯଦି କେବେ ଦେଖି ଥିବେ ଶବକୁ ପୋଡିବା ସମାୟରେ ତାର ମୁଣ୍ଡକୁ ଠେଙ୍ଗା ରେ ପିଟା ଯାଏ । ତେବେ ଏହା କାହିଁକି କରା ଯାଏ କଣ ଆପଣ ଜାଣିଛନ୍ତି? ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।ଆମ ଶାସ୍ତ୍ର ଅନୁସାରେ ମନୁଷ୍ୟର ମୃତ୍ୟୁ ପରେ ବିଭିନ୍ନ କ୍ରିୟା ସବୁ କରାଯାଏ । ସେଥିରେ ଏକ ନିୟମ ଅଛି ଯାହା ଅନୁସାରେ ଶବକୁ ଜଳାଇବା ସମୟରେ ଏକ ଠେଙ୍ଗାରେ ଶବର ମୁଣ୍ଡ କୁ ବହୁତ ଜୋର ରେ ପିଟା ଯାଏ । ତେବେ ଏହାର କାରଣ ହେଉଛି ସହବ ସତ୍କାର ଏକ ତାନ୍ତ୍ରିକ ପ୍ରକ୍ରିୟା ସହ ସମାନ ।

ଏଥିରେ ଶବ ବା ମୃତ୍ୟୁ ହୋଇଥିବା ଲୋକ ହୁଏ ତ କୌଣସି ତାନ୍ତ୍ରିକ ସାଧନା କରିଥିବେ ଓ ସିଦ୍ଧି ପାଇଥିବେ ସେଥିପାଇଁ ତାଙ୍କ ମୁଣ୍ଡକୁ ଜୋର ରେ ମରା ଯାଏ । ଏହା ଦ୍ଵାରା  ସେ କରିଥିବା ସିଦ୍ଧି ଯେମିତି ଅନ୍ୟ କୌଣସି ତାନ୍ତ୍ରିକ ନେଇ ଏହାର ଖରାପ ବ୍ଯବହାର ନ କରୁ ଏଥି ପାଇଁ ଏଭଳି କରାଯାଏ । ଏହା କରିବା ଦ୍ଵାରା ତାର ସମସ୍ତ ସିଦ୍ଧି ତାର ଶରୀର ଭଳି ନିଆଁରେ ଭସ୍ମ ହୋଇ ଯାଏ ବୋଲି ବିଶ୍ଵାସ ଅଛି । ଏହାର ଅନ୍ୟ ଏକ କାରଣ ହେଉଛି ମଣିଷ ଶରୀରର ସବୁଠୁ ଶକ୍ତ ଅଙ୍ଗ ହେଉଛି ମୁଣ୍ଡ । ଯାହାକି ସହଜରେ ନିଆଁରେ ଜଳେ ନାହିଁ ।

ସେଥିପାଇଁ ଶବ ଜଳଉଥିବା ବ୍ୟକ୍ତି ଏପରି କରିଥାଏ , ଯାହା ଦ୍ଵାରା ମସ୍ତିସ୍କ ପୁରା ନଷ୍ଟ ହୋଇ ଯାଏ ଓ ନିଆଁରେ ଭଲଭାବେ ଜଳି ପାଊଁସ ରେ ପରିଣତ ହୋଇଯାଏ । ନଚେତ ଯଦି ଏଭଳି ନ କରିବେ ତେବେ ମସ୍ତିସ୍କର ଚମ ତ ଜଳି ଜୀବ କିନ୍ତୁ ହାଡ  ଭଲ ଭାବେ ଜଳିବ ନାହିଁ ଓ ଯାହାର ଫାଇଦା ତାନ୍ତ୍ରିକ ସାଧନା କରୁଥିବା ଲୋକେ ଉଠାଇ ପାରିବେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *