କିଏ ବାନ୍ଧିଥିଲେ ପ୍ରଥମେ ରାଖୀ ? କାହିଁକି ପାଳିତ ହୁଏ ରାକ୍ଷୀ ବନ୍ଧନ… ଦେଖନ୍ତୁ ରହସ୍ୟ

ଆମ ଦେଶରେ ରାକ୍ଷୀ ପୂର୍ଣ୍ଣିମା ଧୂମଧାମରେ ପ୍ରତି ବର୍ଷ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀ ମଧ୍ୟରେ ଥିବା ସ-ମ୍ପ-ର୍କକୁ ଅଧିକ ମଜବୁତ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ରାକ୍ଷା ପୂର୍ଣ୍ଣିମା ସହ ଜଡିତ ଏମିତି ୩ଟି କାହାଣୀ ବିଷୟରେ କହିବାକୁ ଯାଉଛୁ ଯେ କେଉଁ କାରଣ ପାଇଁ ରାକ୍ଷା ପୂର୍ଣ୍ଣିମା ପାଳନ କରାଯାଏ । ୧- ରାଜା ବ-ଳି ଓ ମା ଲକ୍ଷ୍ମୀଙ୍କର କାହାଣୀ : ପୁରାଣ ଅନୁସାରେ ରା-କ୍ଷ-ସ ରାଜା ବ-ଳି ଠାରେ ୧୦୮ ଯଜ୍ଞ ପୁରା କରିଥିଲେ । ଏଥିପାଇଁ ଦେବତାଙ୍କୁ ଡ-ର ଲାଗୁଥିଲା ଯେ ରାଜା ବ-ଳି ନିଜର ଯଜ୍ଞ ପୁରା କରିଥିବାରୁ ସ୍ଵର୍ଗ ଲୋକକୁ ଅଧିକାର ନ କରନ୍ତୁ ।

ଏହା ପରେ ଦେବତା ମାନେ ଭଗବାନ ବିଶୁଣୁଙ୍କ ପାଖକୁ ସାହାଜ୍ଯ ନିମନ୍ତେ ଯାଇଥିଲେ । ପ୍ରଭୁ ବିଶୁଣୁ ବାମନ ଅବତାର ନେଇ ରାଜା ବ-ଳିଙ୍କୁ ଭୂମିର ତିନି ପାଦ ଭିକ୍ଷା କରିଥିଲେ ।

ଏହା ପରେ ଭଗବାନ ବିଶୁଣୁ ତାଙ୍କର ଗୋଟିଏ ପାଦ ସ୍ବର୍ଗରେ, ଆଉ ଗୋଟେ ପାଦ ପୃଥିବୀରେ ଓ ଅନ୍ୟ ଏକ ପାଦ ରାଜା ବ-ଳିଙ୍କ ମସ୍ତକରେ ରଖିବା ପରେ ବ-ଳି ପାତାଳକୁ ଯାଇଥିଲେ । ଏହା ପରେ ମାତା ଲକ୍ଷ୍ମୀ ଭଗବାନ ବିଶୁଣୁଙ୍କୁ ଫେରେଇ ନେବା ପାଇଁ ରାଜା ବ-ଳିଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ କରିଥିଲେ । ସେହି ଦିନ ଠାରୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରା ଯାଉଛି ।

୨- ପୁରାଣରେ ଅନୁସାରେ ଶ୍ରୀକୃଷ୍ଣଙ୍କ ଖୁଡୀଙ୍କ ପୁତ୍ର ଶିଶୁପାଳ ବିକୃତ ଦେଖା ଯାଉଥିଲା । ଯେତେବଳେ ଶ୍ରୀକୃଷ୍ଣ ସେହି ପିଲାକୁ ଧରିଥିଲେ ସେହି ସମୟରେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତା ମା ଚିନ୍ତିତ ହୋଇ ପଡିଲେ କାରଣ ଯେଉଁ ମଣିଷ ହାତରେ ତାଙ୍କ ପୁଅ ଭଲ ହେଲା ତାରି ହାତରେ ହିଁ ମୃ-ତ୍ୟୁ ହେବ । ଏହା ପରେ ଶ୍ରୀକୃଷ୍ଣଙ୍କୁ ଶିଶୁପାଳଙ୍କ ମା ନିବେଦବ କରିଥିଲେ ତାଙ୍କ ପୁଅକୁ ଦ-ଣ୍ଡ ନ ଦେବା ପାଇଁ । ଶ୍ରୀକୃଷ୍ଣ ନିଜ ଖୁଡୀଙ୍କୁ କହିଥିଲେ ଯେ ଯଦି ଶିଶୁପାଳ ୧୦୦ରୁ ଅଧିକ ଭୁଲ କରେ ତେବେ ତାକୁ ଦ-ଣ୍ଡ ମିଳିବ ।

ଥରେ ସଭାରେ ଶିଶୁପାଳ ଶ୍ରୀକୃଷ୍ଣଙ୍କର ଅ-ପ-ମା-ନ କରି ନିଜର ୧୦୦ ଭୁଲ କରିଥିଲେ । ଏହା ପରେ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରରେ ଶିଶୁପାଳଙ୍କର ମୃ-ତ୍ୟୁ ହେବା ପରେ ଶ୍ରୀକୃଷ୍ଣଙ୍କର ସୁଦର୍ଶନ ଚକ୍ରରେ ହାତ କ-ଟି ଯାଇଥିଲା । ଏହାକାଉ ଦେଖି କୃଷ୍ଣଙ୍କ ହାତରେ ଦ୍ରୌପଦୀ ନିଜ ଶାଢୀର କାନି କ୍ଷତ ଜାଗାରେ ବାନ୍ଧି ତାଙ୍କୁ ଭାଇ କରିଥିଲେ । ଏହି କାରଣରୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ ।

୩- ପ୍ରାଚୀନ କାଳରେ ଦେବତା ଓ ଅ-ସୁ-ରଙ୍କ ମଧ୍ୟରେ ଯୁ-ଦ୍ଧ ହେଉଥିଲା ଯେଉଁଠାରେ ଦେବତା ମାନେ ହା-ରି ଯାଉଥିଲେ । ଏହାର ସମାଧାନ ପାଇଁ ଇନ୍ଦ୍ର ଦେବତା ଗୁରୁ ବୃହସ୍ପତିଙ୍କ ନିକଟରେ ପହଞ୍ଚିବା ପରେ ତାଙ୍କ ନିକଟରେ ବୃହସ୍ପତିଙ୍କ ସ୍ତ୍ରୀ ଶଚୀ ଥିଲେ । ଶଚୀ କହିଥିଲେ ଯେ ସେ ନିଜ ହାତରେ ରକ୍ଷା କବଚ ବିଧି ବିଧାନ ସହ ପ୍ରସ୍ତୁତ କରିବେ ଯାହାକୁ ବୃହସ୍ପତି ଦେବତାଙ୍କ ହାତରେ ବାନ୍ଧିଲେ ସେମାନେ ଯୁ-ଦ୍ଧ-ରେ ବିଜୟୀ ହେବେ । ସେହି ରକ୍ଷା ସୂତ୍ର ଦ୍ଵାରା ଦେବତା ମାନଙ୍କର ରକ୍ଷା ହୋଇଥିଲା । ତେଣୁ ଏହି କାରଣରୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ ।

ବନ୍ଧୁଗଣ ଏହି କାହାଣୀକୁ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *