Lipsa ଓ Debasishଙ୍କ ସୁହାଗ ରାତ, ଏମିତି କହିଲେ ଦେବାଶିଷ ଦେଖିଲେ ହସି ହସି ଗଡିବେ… ଦେଖନ୍ତୁ Video

ଓଲିଉଡ ସେଲିବ୍ରେଟି ଦେବାଶିଷ ଓ ଲିପ୍ସା ମିଶ୍ର ରୋମାନ୍ସ କରିବାର ସିନ ଶୁ-ଟି-ଙ୍ଗ ଚାଲିଛି ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ଏମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ନିଜର ଷ୍ଟାଇଲ ଓ ଲୁକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ଭଲ ପର୍ଫୋମାଂସ ପାଇଁ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ଜବରଦସ୍ତ ରୋମାନ୍ସ ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଆଲବମ ତଥା ଚଳଚ୍ଚିତ୍ର ରେ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ନିଶ୍ଚୟ ଦେଖିଥିବେ । ଲିପ୍ସା ମିଶ୍ର ଅନେକ ଓଡିଆ ଧାରାବାହିକ ରେ ମଧ୍ୟ ଦମଦାର ଅଭିନୟ କରିବାର ନଜର ଆସୁଛନ୍ତି ।

ତେବେ ଦୁହିଙ୍କର ଆଗାମୀ ଫିଲ୍ମ “ରଙ୍ଗିଲା ବୋହୁ-୨” ରେ ଦୁହେଁ ଦମ୍ପତି ଚରିତ୍ର ରେ ନଜର ଆସିବେ । ଦୁହିଙ୍କ ର ଏହି ନୂଆ ଫିଲ୍ମ “ରଙ୍ଗିଲା ବୋହୁ-୨” ଶୁ-ଟି-ଙ୍ଗ ଆରମ୍ଭ ହୋଇ ସାରିଛି । ଯାହାକୁ ନେଇ ଦୁହେଁ ବହୁତ ଖୁସି ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ କିଛି ମଜାଦାର ମୁମେଣ୍ଟ୍ସ ରହିଛି ଯାହାକୁ ଦେବାଶିଷ ଓ ଲିପ୍ସା ଶେୟାର କରିଛନ୍ତି ।

ଏହି ଭିଡିଓ ରେ ଦେବାଶିଷ ଓ ଲିପ୍ସା ରାତି ୧ଟା ରେ ରୋମାନ୍ସ କରିବାର ସିନ ଶୁ-ଟି-ଙ୍ଗ ହେଉଛି । ଯାହାକୁ ଦୁହେଁ ବହୁତ ଏକ୍ସାଇଟେଡ ଅଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । କିନ୍ତୁ ଦେବାଶିଷ କହିଛନ୍ତି ଯେ ତାଙ୍କୁ ନିଦ ଲାଗିଲାଣି ତ ସେ ଘରକୁ ଯିବେ । ରାତି ୧ଟା ରେ କିଏ କଣ ନିଜ ସ୍ତ୍ରୀ ସହ ରୋମାନ୍ସ କରେ ଏହି ଭଳି ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । କିନ୍ତୁ ଲିପ୍ସା ଏହି ସିନ ପାଇଁ ପୁରା ଖୁସି ଥିବାର ନଜର ଆସୁଛନ୍ତି ଏହି ଭିଡିଓ ରେ । ଲିପ୍ସା ପୁରା ନୂଆ ବିବାହିତା ବୋହୁ ଭଳି ସଜବାଜ ହୋଇ ମୁହଁରେ ଓଢଣି ପକାଇ ବସି ଥିବାର ନଜର ଆସୁଛନ୍ତି ।

ତେବେ ବହୁତ ଜଲ୍ଦି ଏହି ନୂଆ ଫିଲ୍ମ “ରଙ୍ଗିଲା ବୋହୁ-“୨ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଦେବାଶିଷ ଓ ଲିପ୍ସା ଙ୍କ ବ୍ୟତିତ ଅନ୍ୟ କଳାକାର ଏମାନେ ନଜର ଆସିବେ । ଆଶା କରୁଛୁ ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବ । ତେବେ ଦେବାଶିଷ ଓ ଲିପ୍ସା ଙ୍କ ଯୋଡି ଖୁବ ସୁନ୍ଦର ଦେଖିବାକୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କର ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *