ଅଭିନେତ୍ରୀ ଆଥିଆ ସେଟ୍ଟୀ ହେଲେ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ – ନାଁ ଶୁଣି ଉଡିଯିବ ଆପଣଙ୍କ ହୋସ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ପୋଷ୍ଟକୁ ସ୍ଵାଗତ । ଆପଣମାନଙ୍କ ପାଇଁ ଆମେ ନେଇଆସୁ ପ୍ରତ୍ୟକ ଦିନ କିଛି ନୂଆ ଖବର । ଆଜି ବି ସେହିଭଳି କିଛି ନୂଆ ଖବର ନେଇ ଆସିଛୁ ଆମେ ଆପଣମାନଙ୍କ ପାଇଁ । ଆପଣମାନେ ତ ଜାଣିଥିବେ ମିଡିଆ ବାଲା ଆଜିକାଲି ବଲୀଉଡ ଖବର କୁ ଅଧିକ ପ୍ରସାରଣ କରୁଛନ୍ତି । ତେବେ ଆଜି ଆମେ ବି ଆପଣଙ୍କୁ ସେହି ବଲୀଉଡ ସମ୍ପର୍କିତ ଗୋଟେ ଖବର ଦେବାକୁ ଯାଉଛୁ । କେବଳ ବଲୀଉଡ ନୁହେଁ ବରଂ ଏହା ସହ ଜଡିତ ଅଛି ଭାରତୀୟ କ୍ରିକେଟ ଟିମ୍ ର ନାଁ । ତେବେ ଆମେ ଯାହା ବିଷୟରେ କହିବାକୁ ଯାଉଛୁ ସେ ଔ କେହି ନୁହନ୍ତି ସେ ହେଉଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ।

ଖବର ଅନୁସାରେ ଆଥିଆ ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଜଣା ଶୁଣା ଖେଳାଳି କେଏଲ୍ ରାହୁଲଙ୍କୁ ଡେଟ୍ କରୁଛନ୍ତି । ଏହା ମଧ୍ୟ ଜଣା ପଡିଛି ଯେ ଏହା କୌଣସି ଗୁଜବ ନୁହେଁ ବରଂ ଏମାନେ ନିଜ ସମ୍ପର୍କକୁ ନେଇ ସିରିଅସ୍ ଅଛନ୍ତି । ତେବେ ଆଥିୟା ହେଉଛନ୍ତି ବଲୀଉଡର ନମିଦାମି କଳାକାର ସୁନୀଲ ସେଟ୍ଟୀଙ୍କ ଝିଅ । ଏବେ ସେ ନିଅଜର ଏହି ରିଲେସନଶିପ୍ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ସବୁ ଜାଗାରେ ତାଙ୍କୁ ଓ ତାଙ୍କର ଲଭର ବୟ କେଏଲ୍ ରାହୁଲଙ୍କୁ ଏକାଠି ଦେଖିବାକୁ ମିଳୁଛି । କେଏଲ୍ ରାହୁଲ ନିଜ କ୍ରିକେଟ କ୍ଯାରିୟର ରେ ବହୁତ ସଫଳତା ଅର୍ଜନ କରିଥିବା ବେଳେ ଆଥିୟା ବଲୀଉଡ ରେ ଏତେ ନାଁ କରିପାରି ନାହାନ୍ତି ।

ସେ ତାଙ୍କର ପ୍ରଥମ ଫିଲ୍ମ “ହିରୋ” ରେ ସୂରଜ ପଞ୍ଚୋଲିଙ୍କ ସହ କାମ କରିଥିଲେ । ଏହା ପରେ ଆଉ ଦୁଇଟି ଫିଲ୍ମ ମଧ୍ୟ ସେ କରିଛନ୍ତି କିନ୍ତୁ କେଉଁ ଗୋଟେ ବି ହିଟ ହୋଇ ନାହିଁ । ତେବେ ସେମାନେ ନିଜ ସମ୍ପର୍କକୁ ନେଇ କେତେ ସିରିଅସ୍ ଏହା ତ ସମୟ କହିବ । ତେବେ ଆପଣ ଜାଣିଥିବେ ଏହା ଆଗରୁ କେଏଲ୍ ରାହୁଲଙ୍କ ନାଁ ବଲିଉଡ ଅଭିନେତ୍ରୀ ସୋନାଲ ଚୈାହାନଙ୍କ ସହ ଯୋଡା ଯାଉଥିଲା । କିନ୍ତୁ ସେମାନେ ଏହାକୁ ଖଣ୍ଡନ କରିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *