କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 6ଟି ନାମର ଝିଅମାନେ, ଆପଣଙ୍କର ନାମ ଅଛି କି ?

ବନ୍ଧୁଗଣ ଆଜିକାଲି ପ୍ରତେକ ବ୍ୟକ୍ତି ଦୁନିଆରେ ନିଜର ଅଲଗା ପରିଚୟ ବନାଇବାକୁ ଇଚ୍ଛା କରିଥାଏ । ଯାହା ସେମାନଙ୍କୁ ନିଜ ସ୍ଵଭାବ ରୁ ବା କାମ ରୁ ମିଳୁ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ରୁ ଏମିତି କିଛି ଖାସ ନାମର ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଭାବୁକ ବା କୋମଳ ହୃଦୟର ହୋଇଥାନ୍ତି । ଏମାନେ କାହାର କେବେ ବି ଖରାପ ଚିନ୍ତା କରନ୍ତି ନାହିଁ । ଏମାନେ ଭିତରୁ ଯେତେ ଦୁଃଖୀ ଥିଲେ ବି ବାହାରୁ ସବୁବେଳେ ଖୁସି ଦେଖା ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଏମିତି 6ଟି ନାମର ମହିଳାଙ୍କ ବିଷୟରେ କହିବୁ ଯେଉଁ ମାନେ ହୃଦୟରୁ ସ୍ବଚ୍ଛ ଓ କୋଟିଏରେ ଗୋଟିଏ ହୋଇଥାନ୍ତି ।

1- A ନାମର ଝିଅମାନେ : ଏହି ନାମର ଝିଅମାନେ କୋମଳ ହେବ ସହ ଭାବୁକ ହୋଇଥାନ୍ତି । ନିଜର ଅଧିକ ଭାବୁକ ସ୍ଵଭାବ କାରଣରୁ ନିଜ ଲୋକଙ୍କ ଠାରୁ ଧୋକା ଖାଇଥାନ୍ତି । ଏମାନେ ନିଜର ବ୍ୟବହାର କାରଣରୁ ସମାଜରେ ଇଜ୍ଜତ ପାଇଥାନ୍ତି ।

2- D ନାମର ଝିଅମାନେ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ । ଏମାନେ ଯେଉଁ ଘରକୁ ବିବାହ କରି ଆସିଥାନ୍ତି ସେଠାରେ ଧନ ଓ ଖୁଶିର ଅଭାବ ରୁହେ ନାହିଁ । ଏମାନଙ୍କ ପାଇଁ ଯିଏ ଯେତେ ଖରାପ କରିଲେ ବି ଏମାନେ ସେମାନଙ୍କ ପାଇଁ ଖରାପ ଭାବନ୍ତି ନାହିଁ ।

3- L ନାମର ଝିଅମାନେ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ବଭାବାରୁ କୋମଳ ଓ ଲାଜକୁଳୀ ହୋଇଥାନ୍ତି । ନିଜ ଜୀବନକୁ ନେଇ ଏମାନେ ସ୍ପଷ୍ଟବାଦୀ ହୋଇଥାନ୍ତି । ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି କିନ୍ତୁ ମନ ଅସ୍ଥିର ଥାଏ । ଏମାନେ ନିଜ ଜୀବନରେ ଛୋଟ ଛୋଟ କଥାରେ ଖୁସି ହୋଇଥାନ୍ତି ।

4- S ନାମର ଝିଅମାନେ : ଏହି ନାମର ଝିଅମାନେ ସ୍ବଭାବରୁ ପରିଶ୍ରମୀ ଓ ଖୁସି ରହିବା ଭଳି ହୋଇଥାନ୍ତି । ଏମାନେ ନିଜ କଥା କାହା ସହ ସେୟାର କରିବାକୁ ପସନ୍ଦ କରନ୍ତିନି । ଏମାନେ ନିଜ ସବୁ କାମକୁ ସହଜରେ ଓ ଠିକ କାମରେ କରିଥାନ୍ତି । ଏମାନେ ନିଜର ଭାବନା ପ୍ରତି ବହୁତ କେୟାରିଙ୍ଗ ହୋଇଥାନ୍ତି ।

5- M ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ସଫା ମନର ହୋଇଥାନ୍ତି । ଏମାନେ ନିଜ କାରଣରୁ ଅନ୍ୟକୁ କଷ୍ଟରେ ଦେଖିବାକୁ ପସନ୍ଦ କରନ୍ତିନି । ଏମାନେ ସବୁବେଳେ ଗଭୀର ଚିନ୍ତାରେ ବୁଡି ରହିଥାନ୍ତି । ଛୋଟ ଛୋଟ କଥାକୁ ଧରିଥାନ୍ତି । ଏମାନେ ବହୁତ ଭଲ ହୋଇଥିବାରୁ ଲୋକଙ୍କୁ ବହୁତ ଜଲ୍ଦି ମନାଇ ନେଇଥାନ୍ତି ।

6- P ନାମର ଝିଅମାନେ : ଯେଉଁ ଝିଅଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ହୃଦୟରୁ କୋମଳ ଓ ଭାବୁକ ହୋଇଥାନ୍ତି । ଏମାନେ ପରିଶ୍ରମ କରିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ରାଗ ଜଲ୍ଦି ଆସିଯାଏ । ଏମାନେ ବାହାରୁ ସବୁବେଳେ ସାନ୍ତ ଦେଖାଇବାକୁ ଚେଷ୍ଟା କରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *