ଗୁରୁବାର ରେ କରନ୍ତୁ ଏହି 6ଟି କାମ, ହୋଇଯିବେ ଧନୀ…

ବନ୍ଧୁଗଣ ଗୁରୁବାର ଟି ଅତ୍ୟନ୍ତ ଶୁଭ ବାର । ଏହି ବାର ଟି ଲକ୍ଷ୍ମୀ ନାରାୟଣଙ୍କ ସହ ଜଡିତ ଅଟେ । ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ହିନ୍ଦୁ ଧର୍ମରେ ସବୁ ବାର ର  କିଛି ନା କିଛି ମହତ୍ଵ ଜଡିତ ରହିଛି । ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଭଗବାନ ବିଶୁଣୁ, ମା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିବା ଦ୍ଵାରା ଧନ ସମ୍ପତି ବୃଦ୍ଧି ପାଇଥାଏ । ଏହା ସହ ଏହି ଦିନ କିଛି ଏମିତି କାମ କରିବା ଦ୍ଵାରା ଅଟକିଥିବା ସବୁ କାର୍ଯ୍ୟ ଆରମ୍ଭ ହେବାକୁ ଲାଗିଥାଏ । ଆଜି ଆମେ ଜାଣିବା ଗୁରୁବାରରେ କେଉଁ ଉପାୟ କରିବା ଉଚିତ ।

1- ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତ ରୁ ଉଠି ସ୍ନାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରିବା ଉଚିତ ଏବଂ ଓମ ବୃହସ୍ପତାୟ ନମଃ ମନ୍ତ୍ର ନିଶ୍ଚୟ ଜପ କରିବା ଉଚିତ । ସକାଳ 4ରୁ ସୂର୍ଯ୍ୟ ଉଦୟ ସମୟରେ ସ୍ନାନ କରି ପୂଜା କରିଲେ ପୂଜାର ଫଳ ମିଳିଥାଏ ।

2- ଆର୍ଥିକ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କର ପୂଜା କରିବା ଉଚିତ । ଏହା ଦ୍ଵାରା ସବୁ ସମସ୍ଯା ଗୁଡିକର ଅନ୍ତ ଘଟିଥାଏ ।

3- ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହା ସହ ମା ଲକ୍ଷ୍ମୀ କୁ ହଳଦିଆ ରଙ୍ଗର ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ । ଏହି ଦିନ ହଳଦୀ ପାଣି ରେ ସ୍ନାନ କରିବା ଉଚିତ । କଦଳୀ ଗଛ ମୂଳରେ ଗୁରୁବାର ଦିନ ହଳଦୀ ପାଣି ଅର୍ପଣ କରିଲେ ଧନର ବୃଦ୍ଧି ହୋଇଥାଏ ।

4- ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ବ୍ରତ ରଖିବା ଆଉଚିତ । ଏହି ସମୟରେ ଭିକାରୀ ବ ଅସହାୟ ଲୋକଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦେବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହରେ ନିବାସ କରିଥାନ୍ତି ।

5- ଗୁରୁବାର ଦିନ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରିବା ଉଚିତ । ଏହି ଦିନ ବୃହସ୍ପତି ଙ୍କୁ ମଜବୁତ କରିବା ପାଇଁ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ ଓ ଖରାପ ଗ୍ରହ ଦୂର ହୋଇଥାଏ ।

6- ଗୁରୁବାର ଦିନ ଓସ୍ତ ଗଛର ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରି ଏହାର ପରିକ୍ରମା କରିବା ଉଚିତ । ଏହା ପରେ ଗଛରେ ସୂତା ବାନ୍ଧିବା ସମୟରେ ନିଜର ଇଚ୍ଛା ପୂରଣ କରିଥାଏ । ଏମିତି କରିଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *