ଗିଳିଦେଲା କୁମ୍ଭୀର, ଏମିତି ପାଟି ଚିରି ବହରକୁ ଆସିଲା ବାଳକ … ଯାହା କହୁଛି ଶୁଣି ମୁଣ୍ଡ କମ ଦେବନି, ଦେଖନ୍ତୁ Video

ବନ୍ଧୁଗଣ କୁମ୍ଭୀର ସହ ଲଢେଇ କରି ନୂଆ ଜୀବନ ପାଇଛନ୍ତି ଓମ ପ୍ରକାଶ ନାମକ ନାବାଳକ । ଗତ ସୋମବାର ଦିନ କାଲୀ ନଦୀରେ ଗାଧୋଇବା ବେଳେ ନାବାଳକଙ୍କୁ ଟାଣି ନେଇଥିଲା କୁମ୍ଭୀର । ପାଣି ଭିତରେ କୁମ୍ଭୀର ସହ ୧୫ ମିନିଟ ଲଢେଇ କରିଥିଲା ନାବାଳକ । ଆଉ ଶେଷରେ ନିଜର ସାହସିକତା ଯୋଗୁ କୁମ୍ଭୀର ପାତିରୁ ଜୀବନ ବଞ୍ଚାଇଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନର ଅରାଜି ଗାଁ ର ନାବାଳକ ଓମ ପ୍ରକାଶ ସାହୁ । ଗୁରୁତର ଭାବେ ଆହତ ହୋଇ କଟକ ହସପିଟାଲରେ ସେ ଏବେ ଘରକୁ ଫେରିଛନ୍ତି ।

ଏ ନେଇ ଓମ ପ୍ରକାଶ ନିଜ ରାଏରେ କହିଛନ୍ତି ଯେ ସେଦିନ ସେ ତାଙ୍କ ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ ଅଚାନକ କୁମ୍ଭୀର କୁ ତାଙ୍କ ସନଗ ମାନେ ଦେଖିଥିଲେ । କିନ୍ତୁ ସେମାନେ ହଠାତ ଜାଣିପାରି ନ ଥିଲେ । ଏହା ପରେ ଯେତେବେଳେ ଜାଣିବାକୁ ପାଇଲେ କୁମ୍ଭୀର ପାଣିରେ ଅଛି ବୋଲି ସାଙ୍ଗ ମାନେ ତୁରନ୍ତ ପାଣିରୁ ବାହରଇ ଯାଇଥିଲେ ।

କିନ୍ତୁ ଓମ ପ୍ରକାଶ ବାହାରିବା ବେଳକୁ କୁମ୍ଭୀର ତାଙ୍କ ଗୋଡ କୁ ଟାଣି ନେଇଥିଆଲ । ସେ ପର୍ଯ୍ଯନ୍ତ ଯାଏଁ ମଧ୍ୟ ଓମ ପ୍ରକାଶ ଜାଣି ନ ଥିଲେ କୁମ୍ଭୀର ତାଙ୍କ ଗୋଡକୁ ଟାଣୁଛି ବରଂ ସେ ଭାବୁଥିଲେ ତାଙ୍କ ସାଙ୍ଗ ମାନେ ଏମିତି କରୁଛନ୍ତି । କିନ୍ତୁ ଯେତେବେଳେ ସତ ଜାଣିଲେ ସେତେବେଳକୁ କୁମ୍ଭୀର ତାଙ୍କୁ ପାଣି ଭିତରକୁ ନେଇ ସାରିଥିଲା ।

କୁମ୍ଭୀର ତାଙ୍କୁ ୧୦ରୁ ୧୫ ମିନିଟ ଯାଏଁ ପାଣିରେ ବୁଡାଇ ରଖିଲା । ନିଜର ସାହସିକତା ପାଇଁ ଓମ ପ୍ରକାଶ ଅନେକ ଚେଷ୍ଟା କରିବା ପରେ କୁମ୍ଭୀର ପାଟିରୁ ନିଜ ଗୋଡ କୁ ବାହାର କରିଥିଲେ । ଗୋଦା ଛଡାଇବା ପରେ ଯେତେବେଳେ ସେ ପହଁରିବାକୁ ଲାଗିଲେ ପୁଣି ଥରେ କୁମ୍ଭୀର ତାଙ୍କ ଗୋଡକୁ ଟାଣିଲା ।

କୁମ୍ଭୀର କାମୁଡିଲା ବେଳକୁ ଟଣକ ଗୋଡ ଆଘାତ ହୋଇ ସାରିଥିଲା । ଏହା ପରେ ଗୋଡ ପୁଣି ଥରେ ଛଡାଇବା ପରେ କୁମ୍ଭୀର ଓମଙ୍କ ହାତକୁ ଜାବୁଡି ଧରିଲା । କିନ୍ତୁ ତାଙ୍କ ସାଙ୍ଗ ମାନେ ତାଙ୍କୁ ପହଁରି ନଦୀରୁ ବାହାରି ଆସିବାକୁ କହିଥିଲେ ।

ତଥାପି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଓମ କୁମ୍ଭୀର କବଳରୁ ନିଜକୁ ରକ୍ଷା କରିପାରିଲେ ନାହି । କାରଣ କୁମ୍ଭୀର ତାଙ୍କୁ ମାରିବା ପାଇଁ ପୁଅର ଜୋର ଲଗାଇ ଦେଇଥିଲା । ଯେତେବେଳେ କୁମ୍ଭୀର ଓମଙ୍କୁ ପେଟ ତଳ ଦବାଇ ମାରିବାକୁ ଚେଷ୍ଟା କରିଛି ସେ ସେତେବଳେ ପହଁରି ଉପରକୁ ଉଠି ଆସିଲେ ବୋଲି ଓମ ନିଜ ମତରେ କହିଛନ୍ତି । ପାଣି ଉପରକୁ ଉଠିବା ପରେ ମଧ୍ୟ କୁମ୍ଭୀର ତାଙ୍କୁ ବାରମ୍ବାର ଟାଣୁଥିଲା ।

ଘାଇଲା ହେଲା ପରେ ମଧ୍ୟ ଓମ ପ୍ରକାଶ ନଦୀ ତଳକୁ ଖସି ଯାଇଥିଲେ । ତାଙ୍କ ହାତର ପାପୁଲି ଆଘାତ ହୋଇଥିଲା । କୁମ୍ଭୀର ଯେତେବେଳେ ଓମଙ୍କୁ ଧରିଲା ସେ ନିଜର ଆଶା ହରାଇଥିଲେ କିନ୍ତୁ ସେ ଭଗବାନଙ୍କ ନାମ ନେଇ ଏଭଳି ସାହସିକତା ଦେଖାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଓମ ପ୍ରକାଶଙ୍କ ସାହସିକତା ବିଷୟରେ କଣ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *