KK ଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଶରୀର ଓ ମୁହଁରେ ରହିଛି ଏଭଳି ଚିହ୍ନ, ଜାଣନ୍ତୁ କଣ ଅଟେ ରହସ୍ୟ…

ବଲିଉଡ ର ଏକ ପ୍ରଖ୍ୟାତ ଗାୟକ କେକେ ଏବେ ପରଲୋକ ରେ । ଆମେ ଆଜି କହିବା ପାଇଁ ଯାଉଛୁ କି ସେ ଏକ କନସେଣ୍ଟ ରେ ଭାଗ ନେବା ପାଇଁ ଯାଇଥିବା ବେଳେ ସେହି ଠାରେ ପରଳୟକ କୁ ପ୍ରାପ୍ତି ହୋଇ ଥିଲେ । ପରଦିନ ସେ ସ୍ଟେଜ ରେ ଗୀତା ଗାଇବା ସମୟରେ କିଛି ଯନ୍ତ୍ରଣା ଅନୁଭବ କରୁ ଥିଲେ । ସେ ଗୀତା ଗାଇବା ବେଳେ ବାର ବାର ବିରତି ନେଇକି ଆସିକି ସେ ନିଜ ମୁହଁ କୁ ପୋଛିବାରେ ଲାଗିଲେ ।

ଏହାର କାରଣ ହେଲା କି ସେ ହଠାତ କିଛି ସମୟ କିଛି ଅଶୂଭ କରି ପାରି ନଥିଲେ । ସୂତ୍ରରୁ ଜଣା ପଡିଛି କି କେକେ ଙ୍କ ପାଇଁ ଆୟୋଜନ ଯେଉଁ ଜାଗାରେ ହୋଇଥିଲା ସେହି ଜାଗାରେ ତାଙ୍କ ଫ୍ୟାନ୍ସ ମାନେ ଅଧିକା ମାତ୍ରାରେ ଆସିଥିଲେ । ଯାହା ଦ୍ଵାରା ପରିବେଶ ଅଧିକ ଅସୁସ୍ଥ କର ହୋଇ ଯାଇଥିଲା ।

ଯାହା ଦ୍ଵାରା ତାଙ୍କଉ ଯେଉଁ ମାତ୍ରାରେ ପରିବେଶ ଭଲ ଦରକାର ଥିଲା ତାହା ମିଳି ନଥିଲା । ତେବେ ଏହାକୁ ନେଇକି ପ୍ରଶ୍ନ ଉଠାଇ ଛନ୍ତି ଲୋକମାନେ । ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆମେ ଜଣା ଯାଇ ଥିଲା ଯେଉଁ ଜାଗା ରେ ତାଙ୍କ ପାଇଁ ବ୍ୟବସ୍ଥା କରା ଯାଇଥିଲା ।

ସେହି ଜାଗାରେ ଏସି ଭଲ ଭାବେ କାମ କରୁ ନଥିଲା । ଯାହା ପାଇଁ ତାଙ୍କୁ ଅଣନିଶ୍ଵାଶୀ ଲାଗି ଥିଲା କିନତି ଆଉ ଏକ ସୁତର ଆଧାର ରୁ ଜଣା ଯାଇଛି କି ସେ ବଉତ କ୍ଷତ ଦେଇକି ଆସି ଥିଲେ । ତାଙ୍କ ଦେହରେ ଓ ମୁହଁ ରେ କ୍ଷତ ଚିହ୍ନ ମାନ ଥିଲା ।

ତାଙ୍କୁ କୋଲକାତା ର ଏକ ହସ୍ପିଟାଲ ରେ ଭର୍ତ୍ତି କରା ଯାଇ ଥିଲା ମାର ସେହି ଜାଗାରେ ତାଙ୍କୁ ମୃତ ଘୋଷଣା କରା ଯାଇ ଥିଲା ଡାକ୍ତର ଙ୍କ ଦ୍ଵାରା । କେକେ ଙ୍କ ଏହି ଭଳି ଦେହାନ୍ତ କୁ ନେଇକି ପୋଲିଶ ଏବେ ଛାନବିନ ଚଳାଇଛି ।

ତେଣୁ କରି କେକେ ଙ୍କ ଘର ଲୋକମାନେ ମଧ୍ୟ ଏହାକୁ ନେଇକି ସହଯୋଗ କରିବେ ବୋଲି ଆସା ଅଛି । କେକେ ଙ୍କ ନିଜ ଟିମ ମଧ୍ୟ ପୁରା ପୁରୀ ଭାବେ ସହଯୋଗ କରୁଛି । କେକେ ଙ୍କ ଦେହାନ୍ତ ରେ ସବୁ ଲୋକମାନେ ସ୍ତବ୍ଧ ହୋଇ ଯାଇ ଥିବା ବେଳେ ।

କିଛି ଲୋକମାନେ କହିଛନ୍ତି କି ଶେଷ ସମୟ ରେ ମଧ୍ୟ ଗାୟକ ହିସାବରେ ତାଙ୍କ ଜୀବନ ଯାଇଛି । ଏହି ଘଟଣା ସାମନାକୁ ଆସିବା ପରେ ବହୁତ ଲୋକମାନେ ନିଜ ଦୁଃଖ ପ୍ରକାଶ କରି ଛନ୍ତି । ତେବେ ଆମେ ଏବେ କହିବା କି କୃଷ୍ଣ କୁମାର କୁନାଥ କିମ୍ବା କେକେ ଏବେ ଭଗବାନ ଙ୍କ ସରଣରେ ସଦ୍ଗତି କୁ ପ୍ରାପ୍ତି କରନ୍ତୁ ।

Leave a Reply

Your email address will not be published. Required fields are marked *