Reel ହେଲା କାଳ, ନ୍ୟୁଡ ଫୋଟୋ ଦେଖାଇ ଲୁଟିଲେ ଟଙ୍କା, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିକା ଡେଟରେ ସମସ୍ତେ ଋଲ୍ସ କରୁଛନ୍ତି ଛୋଟ ଛୋଟ କଥାକୁ ନେଇ । ଆଉ କେତେକ ଲୋକ ନିଜର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ପ୍ରାୟତ ଲୋକ ମାନେ ନିଜର ଯୁତୁବା ଚ୍ଯାନେଲ ଖୋଲିବାରେ ଲାଗିଛନ୍ତି । ନିଜର ନିଜର ଋଲ୍ସ ପାଇଁ ଇଂଷ୍ଟାଗ୍ରାମ, ଫେସବୁକ ଆକାଉଣ୍ଟ ରେ ଆଡ କରିବା ସହ କିଛି କଣ୍ଟେନ ଅପ୍ଲୋଡ କରୁଛନ୍ତି । କିଛି ରୁଲ୍ସ ବା ରେଗୁଲେଶନ ଅଛି କମ୍ପାନୀ ର ପଲିଶି ଅଛି ଯାହା ମାନିବା ଉଚିତ । ନଚେତ ଆଇନ ଆମ ଉପରେ ଆକ୍ସନ ନେଇ ପାରିବ ।

ମଣିଷର ତାର ଜୀବନରେ ଅନେକ ପରିସ୍ଥିତିର ସାମନା କରିଥାଏ । କେତେବେଳେ ଅଜାଣତରେ ହେଉ ବା ଅଜାଣତରେ ହେଉ କିନ୍ତୁ ମଣିଷ ନିଜର ସାମାନ୍ଯ ଭୁଲ ପାଇଁ ବଡ ସ୍ଥିତର ସାମନା କରିଥାଏ । ଘଟଣା ଚକ୍ର ରେ ଏପରି କିଛି ସ୍ଥିତି ସୃଷ୍ଟି ହେବାକୁ ଯାଉଥିଲା ଆଜିର ଆମର ଏହି କାହାଣୀରେ ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଣେ ଯୁବତୀ ନିଜର ଫୋଟୋ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏମିଟକି ନିଜର ଋଲ୍ସ ମଧ୍ୟ ସେୟାର କରିଛନ୍ତି ଫେସବୁକ ଠାରୁ ଆରମ୍ଭ ଇଂଷ୍ଟା ଓ ୱ୍ହାଟସପ ରେ । ତେବେ ଫୋଟୋ ସୁଟ କରୁଥିବା ଯୁବତୀଙ୍କ ବନ୍ଧୁ ଜଣକ ତାଙ୍କୁ ଏଥିରେ ସହଯୋଗ ମଧ୍ୟ କରୁଛନ୍ତି ।

କିନ୍ତୁ ଯୁବତୀ ଜଣକ ନିଜର ମୋବାଇଲ ନମ୍ବର ୱ୍ହାଟସପ ରେ ଆଡ କରିଛନ୍ତି ଯାହାର ଫାଇଦା କିଛି ସଇବର ଠକ ମାନେ ଉଠାଇଛନ୍ତି । ଯୁବତୀଙ୍କର ଭିଡିଓ ଓ ଫୋଟୋ ସୋଇଆଲ ମିଡିଆରେ ପୋଷ୍ଟ ହେବା ପରେ ବହୁତ ସାରା ଭିୟୁ ହୋଇଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । କିନ୍ତୁ ଏହାର ଫାଇଦା ଉଠାଉଛନ୍ତି କିଛି ସାଇବର ଠକ ମାନେ ଯେଉଁ ମାନେ ଫୋଟୋଟ ମିଶୟୁଜ କରିଛନ୍ତି ।

ତେବେ ଯୁବତୀଙ୍କୁ ଏଥିପାଇଁ ଅନେକ ସମସ୍ୟାର ମଧ୍ୟ ସାମନା କରିବାକୁ ପଡିପାରେ ଯାହା ଏହି କାହାଣୀ ରୁ ଜଣା ପଡୁଛି । ତେବେ ଯଦି ଆପଣଙ୍କର କୌଣସି ଜାଗାରେ ଫୋଟୋ ଅପଲୋଡ କରୁଛନ୍ତି ତେବେ ଏହାକୁ ମିଶୟୁଜ କରନ୍ତୁ ନାହି । ନୀଜର ଫୋଟୋ ବା ଭିଡିଓ ବା ଋଲ୍ସ ସେୟାର କରିବା ସମୟରେ କେଉଁ ଲୋକକୁ ଶେୟାର କରିଲେ ଠିକ ହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଠକାମିର ଶିକାର ହେଉଛନ୍ତି ଲୋକ ମାନେ । ତେଣୁ ନିଜର କୌଣସି ବି ଭିଡିଓ ବା ଫୋଟୋ ସେୟାର କରିବା ପୂର୍ବରୁ ଧ୍ୟାନ ଦେବେ ଯେପରି ଏହାର ଅପବ୍ଯବହାର ନ ହୁଏ । ଏହା ସହ ନିଜର ଫୋନ ନମ୍ବର ମଧ୍ୟ ସୋସିଆଲ ମିଡିଆରେ ସେୟାର କରିବା ଅନୁଚିତ ।

କାରଣ ସାଇବର ଠକ ଆମେ ଏହାର ଫାଇଦା ଉଠାଇ ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *