କୁକୁଡ଼ା କାଟୁଥିଲା ଦୋକାନୀ, ମାଂସ ପାଇଁ ଠିଆ ହୋଇଥିଲା ଗ୍ରାହକ, ଚଢ଼ିଗଲା ଗାଡ଼ି.. ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ସବୁ ଦିନ ଭଳି ଦୋକାନ ଖୋଲା ଥିଲା । ଆଉ ଜଣେ ଗ୍ରାହ କୁକୁଡା ନେବାକୁ ଆସିଥିଲେ । ଆଉ ଦୋକାନୀ ବି କୁକୁଡା କାଟୁଥିଲା । କଳା ଜରି ରେ ପୁରାଇ ଗ୍ରାହକ ଙ୍କୁ ଦେଇଥାନ୍ତା । ଆଉ ଗ୍ରାହକ ବି ଅପେକ୍ଷା କରିଥିଲେ କାରଣ କୁକୁଡା କଟା ଚାଲିଥିଲା । ଆଉ ଠିକ ସେହି ସମୟରେ ଦ୍ରୁତ ଗତିରେ ପିକ ଅପ ଭ୍ୟାନ ମାଡି ଆସିଲା । ପୁରା ଦୋକାନ ସହ ଚଢିଗଲା । ଆଉ ଏତିକି ବେଳେ ଗ୍ରାହକ ଓ ଦୋକାନୀ ଙ୍କ ମୃ-ତ୍ୟୁ ହୋଇଗଲା ।

କୁକୁଡା ଭାଡି ଛିନ ଛତର ହୋଇଗଲା । କୁକୁଡା ମାନେ ଇୟାଡେ ସେୟାଡେ ଉଡିବାକୁ ଲାଗିଲେ । ଆଉ ଦୁଇ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଜଣେ ବର୍ତ୍ତମାନ ଗୁରୁତର ଅଛନ୍ତି । ହଁ ଦର୍ଶକ ବନ୍ଧୁ ଦିନ 11ଟା ରାସ୍ତା କଡା ଚିକେନ ଦୋକାନ ରେ କିଣାବିକା ଚାଲିଥିଲା । ହଠାତ ମୃ-ତ୍ୟୁ ଦ୍ରୁତ ଭଳି ଆସି ଚିକେନ ଦୋକାନ ଭିତରକୁ ପଶି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ 2 ଜଣଙ୍କର ମୃ-ତ୍ୟୁ ଘଟିଛି ।

ଆଉ ଜଣେ ଆ-ହ-ତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନନ୍ଦୀ ଘର ତୋଟା ନିକଟ 59 ନମ୍ବର ଜାତୀୟ ରାଜପଥ ନିକଟରେ । ଗତ ମଙ୍ଗଳବାର ଦିନ ପୂର୍ବାହ୍ନ ଦିନ 11ଟା । ଦ୍ରୁତ ଗାମୀ ଟାଟା ଏସି ଭ୍ୟାନ ଯାହାର ନମ୍ବର OD 32 f 3482 ସିଧା ମାଡିଗଲା ଦୋକାନ ଘର ଭିତରକୁ ।

ସେହି ସମୟରେ ଗ୍ରାହକ ପଞ୍ଚୀ ବେହେରା ଆଉ ଦୋକାନରେ କାମ କରୁଥିବା ସୁଜାତା ଶେଠୀ ଙ୍କ ଉପରେ ଚଢି ଯାଇଥିଲା ଟାଟା ଏସି ଭ୍ୟାନ । ଆଉ 2 ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗ୍ରାହକ ବୋଧୂ ବେହୁର ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରୁ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ମେଡିକାଲ କୁ ନିଆ ଯାଇଥିଲା ।

ସେଠାରେ 2 ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଅବସ୍ଥା ଏବେ ସଂକଟାପନ୍ନ ଅଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କହି ରଖିବାକୁ ଚାହିଁବୁ ଭ୍ୟାନ ଟି ବିବାହ ସାଜସଜା ସାମଗ୍ରୀ ନେଇ ଆସିକା ରୁ ସୋରଣାପଟେ ଯାଇଥିଲା ।

ଆଉ ଦୁର୍ଘଟଣା ପରେ ଏହି ଅଞ୍ଚଳରେ ଶୋ-କ-ର ଛାୟା ଖେଳି ଯାଇଛି । କାରଣ କୁକୁଡା ମାଂସ ଖାଇବାକୁ ଆସି ଜୀବନ ହା-ରି-ବା-କୁ ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜାଣିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *