କାହିଁକି ବ୍ରିଜରୁ ସିଧା ପାୱାର ଟନେଲକୁ ଡେଇଁଲେ IT ଛାତ୍ରୀ ? ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ଛାତି ଥରି ଉଠିବ

ନମସ୍କାର ବନ୍ଧୁଗଣ । ସମ୍ବଲପୁର ରୁ ପିସି ବ୍ରିଜ ରୁ ଡେଇଁ ବୁର୍ଲା ଭିସୁଟ ର ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ନିଖୋଜ ଛାତ୍ରୀ ଙ୍କ ନାଁ ଚିନ୍ମୟୀ ପ୍ରିୟାଦର୍ଶିନୀ । ପିସି ବ୍ରିଜ ରୁ ପାୱାର ଟର୍ନେଲ କୁ ଡେଇଁ ପଡିଥିଲେ ଏବଂ ବୀର ସୁରେନ୍ଦ୍ର ସାହା ବୈଷୟିକ ବିଶ୍ଵ ବିଦ୍ୟାଳୟର ସମ୍ବର୍ଦ୍ଧନା ଉଶ୍ଚବା କୁ ସେ ଡିଗ୍ରୀ ସାର୍ଟିଫିକେଟ ନେବାକୁ ଆସିଥିଲେ । ଆଇଟି ବିଭାଗର ଛାତ୍ରୀ ଥିଲେ ଚିନ୍ମୟୀ ।

ଗତ କାଲି ରାତି 9ଟା ବେଳେ ବନ୍ଧୁଙ୍କ ସହ ବାଇକ ଯୋଗେ ବୁଲିବାକୁ ଆସିଥିଲେ ଚିନ୍ମୟୀ । ଆଉ ପରେ ଟର୍ନେଲ କୁ ଡେଇଁ ଥିଲେ । ତେବେ କଣ ପାଇଁ ସେ ପାୱାର ଟର୍ନେଲ କୁ ଡେଇଁଲେ ଏହାର କାରଣ ଜଣ ପଡି ନାହି । ଚିନ୍ମୟୀ ସାର୍ଟିଫିକେଟ ନେବା ପରେ ଡେଇଁ ପଡିଲେ ତାହାର କାରଣ ଏ ଯାଏଁ ଜଣା ପଡି ନାହି । କିନ୍ତୁ ପୋଲିସର ସନ୍ଧାନ ଅନୁଯାୟୀ ସେ ବହୁତ ଡିପ୍ରେସନ ରେ ଥିଲେ । ତାହାର କାରଣ ମଧ୍ୟ ଜଣା ପଡି ନାହି ।

ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ପରିବାର ରେ କିଛି ସମସ୍ଯା ହୋଇଥିଲା ଯାହା ପାଇଁ ଚିନ୍ମୟୀ ଡିପ୍ରେସନ ରେ ଥିଲେ । କିନ୍ତୁ ପ୍ରକୃତ ରହସ୍ୟ କଣ ତାହା ଜଣା ପଡି ନାହି । ଏବେ ଯାଏଁ ତାଙ୍କର ମୃ-ତ ଶରୀର ଉଧାର ହୋଇପାରି ନାହି । ଯେବେ ଘଟଣା ଘଟିଲା ସେ ତାଙ୍କ ପୁରୁଷ ବନ୍ଧୁ ଙ୍କ ସହ ଥିଲେ । ଉଶ୍ଚବ ପରେ ସେ ସମସ୍ତଙ୍କ ମିଶି ଖାଇଥିଲେ ଆଉ ତା ପରେ ସେ ତାଙ୍କ ପୁରୁଷ ବନ୍ଧୁ ଙ୍କ ସହ ବ୍ରିଜ କୁ ଯାଇଥିଲେ ।

ଏହା ପରେ ଦୁଇ ଘଣ୍ଟା ମଧ୍ୟରେ ଏମିତି କଣ ଘଟିଲା ଯାହା ଜଣା ପଡି ନାହି । ଏବେ ପୁରୁଷ ବନ୍ଧୁ ଙ୍କୁ ପୋଲିସ ପଚରା ଉଚାର କରି ଛାଡି ଦେଇଛି । କାରଣ ପୁରୁଷ ବନ୍ଧୁ ଜଣକ ପ୍ରତକ୍ଷ ଦର୍ଶୀ ଅଟନ୍ତି । ସର୍ଚ ଅପେରସନ କିଛି ସମୟ ପରେ ଆରମ୍ଭ ହେବ । ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଚିନ୍ମୟୀ ଭଲ ଛାତ୍ରୀ ଥିଲେ କିନ୍ତୁ କେଉଁ କାରଣ ପାଇଁ ଡିପ୍ରେସନ ରେ ଥିଲେ ତାହା ପରିବାର ଜାଣି ନାହାନ୍ତି ବୋଲି ସୂଚନା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *