କକୁଡା କଲିଜା ଖାଉଥିବା ୯୯% ଲୋକଙ୍କୁ ଜଣା ନାହିଁ ଏହି କଥା , ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ଏବେ ଜାଣି ରଖନ୍ତୁ

ଖାଇବା ଓ ପିଇବା ମାମଲାରେ ସମସ୍ତଙ୍କ ନିଜ ନିଜର ପସନ୍ଦ ହୋଇଥାଏ । କାହାକୁ ଶାକାହାରୀ ଓ କିଛି ଲୋକଙ୍କୁ ଶାକାହାରୀ କହିବାରେ ଅଣ୍ତା ଖାଇବାରେ କୌଣସି ଅସୁବିଧା ହୁଏ ନାହିଂ , ସେମିତି ଦେଖିବାକୁ ଗଲେ ଶାକାହାରୀ ଓ ମାଂସାହାରୀ ଦୁହିଁଙ୍କର ନିଜ ନିଜର ଫାଇଦା ହୋଇଥାଏ। କିନ୍ତୁ ଯେଉଁଲୋକ ମାଂସାହାରୀ ଅଟନ୍ତି ଯେମିତି କି ଚିକେନ୍ ଖାଇବା ବହୁତ ପସନ୍ଦ ହୋଇଥାଏ । ଚିକେନ୍ ଖାଇବା ଲୋକେ ଆମ ଦେଶରେ ଅଧିକା ଅଛି , ଦେଶ ନୁହେଁ ବରଂ ପୂରା ଦୁନିଆଁରେ ଖାଇବା ସଂଖ୍ୟା ଅଧିକା ହୋଇଥାଏ । ମାଂସାହାରୀ ଖାଦ୍ୟ ଖାଇବା ଲୋକ ଡାଏଟ୍ ରେ ଚିକେନ୍ ସବୁ ଦ୍ୱିତୀୟ ଦିନ କିମ୍ବା ତୃତିୟ ଦିନରୁ ଆରମ୍ଭ ହୋଇଥାଏ।

ଚିକେନ୍ ଖାଇବା ଦ୍ୱାରା ଶରୀରରେ ବହୁତ କିଛି ଫାଇଦା ହୋଇଥାଏ । ଚିକେନ୍ ଖାଉଥିବା ଲୋକେ ଗଞ୍ଜାର ଗୋଡ ଖାଇବା ବହୁତ ପସନ୍ଦ କରନ୍ତି , କିନ୍ତୁ ଗଞ୍ଜାର ଗୋଡ ଅପେକ୍ଷା କଲିଜା ଖାଇବାରେ ବେଶୀ ଫାଇଦା ମିଳିଥାଏ ।

ପୋଷକ ତତ୍ୱରେ ଭରପୁର ଗଞ୍ଜାର କଲିଜା :

ଗଞ୍ଜାର କଲିଜାରେ ଭିଟାମିନ୍ , କ୍ୟାଲ୍ ସିୟମ୍ , ଫାଇବର , ଆଇରନ୍ ରେ ଭରପୁର ଥାଏ । ଏହା ଛଡା ବହୁତ ମହତ୍ୱପୂର୍ଣ୍ନ ତତ୍ୱ ମହଜୁତ ଥାଏ । ଆଖି ଓ ମସ୍ତିଷ୍କ ପାଇଂ ଭିଟାମିନ୍ ବହୁତ ଫାଇଦା ଦେଇଥାଏ । କ୍ୟାଲସିୟମରେ ହାଡ ମଜବୁତ ହୋଇଥାଏ । ଓ ଫାଇବର ଓ ଆଇରନ୍ ଦ୍ୱ୍ରା ଏହା ହୃଦୟ ପାଇଁ ବହୁତ ଫାଇଦା ଦେଇଥାଏ । ବହୁତ ଲୋକ ଗଞ୍ଜାର କଲିଜା ଖାଇବା ପସନ୍ଦ କରନ୍ତି ନାହିଁ , ଯଦି ଆପଣ ଏମିତି କରୁଥାନ୍ତି ତେବେ ଆଜି ହିଁ ନିଜ ଅଭ୍ୟାସ ବଦଳାନ୍ତୁ ,

କହିଦେବୁ କି ଗଞ୍ଜାର କଲିଜାରେ ସ୍ୱାସ୍ଥବର୍ଦ୍ଧକ ଫାଇଦା ଥାଏ । ଏହା ଆପଣଙ୍କୁ କେଉଁଠୁ ବି ମିଳିବ ନାହିଁ , ଯଦି ଆପଣ ସ୍ୱାଦକୁ ସାଇଡ୍ ରେ ରଖିଦେବେ ତେବେ ଯେତିକି ଭିଟାମିନ୍ , କ୍ୟାଲସିୟମ, ଫାଇବର, ଆଇରନ୍ ମିଳିଥାଏ ସେତିକି ଗଞ୍ଜାର ଗୋଡରୁ ମିଳିନଥାଏ ।

ଭୟାନକ ରୋଗରୁ କରିଥାଏ ରକ୍ଷା ଗଞ୍ଜାର କଲିଜା ।

ଏମିତି କିଛି ଲୋକ ଥାନ୍ତି ଯେଉଁମାନଙ୍କୁ ଗଞ୍ଜାର କଲିଜା ଖାଇବା ପସନ୍ଦ ଲାଗିଥାଏ , ଏହାର ସେବନ କେବଳ ସେମାନେ ଦୁଇଟି କାରଣରୁ କରିଥାନ୍ତି , ପ୍ରଥମ ଏହାର ଫାଇଦା ବିଷୟରେ ଜାଣିଥାନ୍ତି ଓ ଏହାର ସେବନ କରନ୍ତି । ଓ ଦ୍ୱୀତିୟ ଏଥିପାଇଁ କାରଣ ଗଞ୍ଜାର କଲିଜାରୁ ଭିଟାମିନ୍ ଏ , ଓ ବି ମୋତିଆବିନ୍ଦୁ ଓ ଡାଇବେଟିଜ୍ ଯେପରି ଭୟାନକ ରୋଗରୁ ଛୁଟକାରା ମିଳି ଥାଏ । ଏହା ଛଡା ଏହା ସେହି ଲୋକଙ୍କୁ ସାହାର୍ଯ୍ୟ କରି ଥାଏ । ଯେଉଁ ମାନଙ୍କୁ ନିଜ ଓଜନ ପାଇଁ ଚିନ୍ତିତ ରୁହନ୍ତି । ଯଦି ସେମାନେ ନିଜ ଓଜନ ବଢେଇବା ପାଇଁ ଚାହନ୍ତି ତେବେ ସେମାନେ ଏହାର ସେବନ କରନ୍ତୁ ,

Leave a Reply

Your email address will not be published. Required fields are marked *