କୁମ୍ଭ ରାଶି ବନିବାକୁ ଚାହୁଁଛନ୍ତି ଧନୀ ତ ଏହି ଧନତେରସ ଦିନ ନିଶ୍ଚୟ କରନ୍ତୁ ଏହି 5ଟି ଜିନିଷର ଦାନ

ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଇଚ୍ଛା କରିଥାଏ । କିନ୍ତୁ ଏହା କିଛି କ୍ଷେତ୍ରରେ ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅସଫଳ ହୋଇଥାଏ । ତେବେ ଧନତେରସ ଦିନ ଘରକୁ କିଛି ନୂଆ ଜିନିଷ ଆଣିଲେ ଶୁଭ ହୋଇଥାଏ । ଅନ୍ୟ କ୍ଷେତ୍ରରେ ଏହି ଦିନ କିଛି ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ତେବେ ଚଳିତ ବର୍ଷ ନମ୍ବେମ୍ବର ୨ରେ ଧନତେରସ ପଡିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଧନତେରସ ରେ କଣ ଦାନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଏହି ଦିନ ଏମିତି କିଛି ଜିନିଷ ଦାନ କରିଲେ ବ୍ୟକ୍ତି ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହୋଇଥାଏ । କିଛି ନୂଆ ଉପହାର ମଧ୍ୟ ଘରକୁ ଆଣିଲେ ଭଲ ହୋଇଟହାଏ । ତେବେ ଏହି ଦିନ ଆପଣ ବସ୍ତ୍ର ଦାନ କରନ୍ତି ତେବେ ଏହା ଶୁଭ ହୋଇଥାଏ । କେବଳ ନାଲି ବା ହଳଦିଆ କପଡା ଦାନ କରିଲେ ଉତ୍ତମ ହୋଇଥାଏ । ଯଦି ଆପଣ ଛୋଟ ପିଲାଙ୍କୁ କପଡା ଦାନ କରନ୍ତୁ ତେବେ ଏହା ଶୁଭ ପରିଣାମ ମିଳିବା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଏହି ଦିନ ଅର୍ଣ୍ଣ ଦାନ କରିବା ଉଚିତ । ହିନ୍ଦୁ ଧରମ ଅନୁସାରେ ଅର୍ଣ୍ଣ ଦାନ କରିବାକୁ ମହାନ ଦାନ କୁହାଯାଏ ।

ଆପଣ କୌଣସି ଦୁଖୀ ଗରିବଙ୍କୁ ଭୋଜନ କରାଇବା ସହ ଦକ୍ଷିଣା ଦେଲେ ଏହାର ଭଲ ପ୍ରଭାବ ବ୍ୟକ୍ତି ଉପରେ ପଡିଥାଏ । ଧନତେରସ ଦିନ ନଡିଆ ଓ ମିତାହା ଦାନ କରିବା ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଧନର ଭଣ୍ଡାର ଭରିଥାଏ । କେବେ ବି ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହି । ହିନ୍ଦୁ ଧର୍ମ ରେ ନଡିଆକୁ ଶ୍ରୀଫଳ କୁହାଯାଏ । ଏହାକୁ ପ୍ରତେକ ଶୁଭ କାର୍ଯ୍ୟ ବା ପୂଜା ପାଠ ରେ ବ୍ୟବହାର କରାଯାଏ । ଏହା ସହ କୌଣସି କାମ ଆରମ୍ଭ କରିବା ପୂର୍ବ ରୁ ଆପଣ ମିଠା ଦାନ କରନ୍ତୁ । ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଅନ୍ୟ ଏକ ଦାନ କରିବା ହେଉଛି ଲୁହା ଜାତୀୟ ଜିନିଷ ଦାନ । ଏହି ଦିନ ଲୁହା ରେ ତିଆରି କୌଣସି ଜିନିଷ ଦାନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କାରଣ ଭଗବାନ ଶନିଦେବଙ୍କ ର ପ୍ରିୟ ହେଉଛି ଲୁହା ଜିନିଷ । ତେବେ କୁମ୍ଭ ରାଶିର ବ୍ୟକ୍ତି ମାନେ ଧନତେରସ ଦିନ ଏହି ସବୁ ଜିନିଷର ଦାନ କରିବା କୁହିତ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ହେବା ସହ ଆପଣ ଧନବାନ ହୋଇ ପାରିବେ ।

ଆପଣ ସମର୍ପଣ ଭାବ ରଖି ଦାନ କରିଲେ ଆପଣଙ୍କ ଜୀବନରେ ଏହାର ପ୍ରଭାବ ବହୁତ ଜଲ୍ଦି ଆପଣ ଦେଖିବାକୁ ପାଇବେ । ଏହା ଦ୍ଵାରା ଗ୍ରହ ମାନଙ୍କର ଶୁଭ ପରିଣତି ମଧ୍ୟ ମିଳିବ । ଧନତେରସ ଦିନ ଦାନ କରିଲେ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *