କୁମ୍ଭ ରାଶି 13 ନଭେମ୍ବର ରୁ 14 ଡିସେମ୍ବର ଭାଗ୍ୟ ସୁନା ଠାରୁ ବି ଅଧିକ ଚମକିବ…

ବନ୍ଧୁଗଣ ଆଗାମୀ 44 ଦିନ ଯାଏଁ କୁମ୍ଭ ରାଶିର ବ୍ୟକ୍ତି ଙ୍କ ଜୀବନରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଏମାନେ ଏହି ଦିନ ଗୁଡିକୁ ଭୁଲି ପାରିବେନି । ଜୀବନରେ ଏହି 44 ଦିନ ଯାଏଁ କିଛି ଖାସ ଘଟିବାର ଅଛି । ଏହି ସମୟରେ ଏପରି ଘଟିବ ଯାହା ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ରଖି ଦେବ । ଆସନ୍ତୁ ଜାଣିବା ଆଗାମୀ 44 ଦିନ କୁମ୍ଭ ରାଶି ପାଇଁ କେମିତି ରହିବ । ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ ।

ଯେଉଁ ମାନେ ସନ୍ତାନ ଙ୍କୁ ଚିନ୍ତାରେ ଥିଲେ ବା ସନ୍ତାନ ପାଇଁ ଚିନ୍ତାରେ ଥିଲେ ଏବେ ତାହା ଦୂର ହେବାକୁ ଯାଉଛି । ସନ୍ତାନ ମାନଙ୍କର ଉନ୍ନତିରେ ଆପଣ ଖୁସି ପ୍ରକାଶ କରିବେ । ମଙ୍ଗଳ ବୃହସ୍ପତି ଗ୍ରହ ପଞ୍ଚମ ଭାବରେ ଦ୍ରୁଷ୍ଟି ପକାଉଛନ୍ତି । ପୁତ୍ର ପ୍ରାପ୍ତି ର ଯୋଗ ଅଛି । ବିଦ୍ୟାର୍ଥୀ ଙ୍କ ପାଇଁ ଏହି ସମୟ ବେଶ ଜରୁରୀ ଅଟେ । ଯେଉଁ ସମସ୍ଯା ଥିଲା ତାହା ଦୂର ହେବ । ଏହି 2ଟି ଗ୍ରହଙ୍କର ଦ୍ରୁଷ୍ଟି ଆପଣଙ୍କ ପାଇଁ ଶୁଭ ରହିବ ।

ଆପଣଙ୍କ ଠାରେ ଜୋସ ରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଆଗକୁ ବଢିବାର ସୁଯୋଗ ପ୍ରାପ୍ତ ହେବ । ନୂଆ ବନ୍ଧୁ ସ୍ଥାପନ କରିବେ । ଲାଭ ସ୍ଥାନରେ ମଙ୍ଗଳଙ୍କର ପ୍ରବେଶ କାରଣରୁ ଖେଳକୁଦ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ଧନ ରୋଜଗାର କରିବାର ଅବସର ପ୍ରାପ୍ତ ହେବ । ସମୟ ଶୁଭ ସାବ୍ୟସ୍ତ ହେବ । ଡାକ୍ତର, ଉପଦେଷ୍ଟା, ଇଞ୍ଜିନିୟର ଏହି ସମୟରେ ନାମ ଅର୍ଜନ କରିବେ । କର୍ମ ର ଫଳ ମଙ୍ଗଳ ପ୍ରଦାନ କରିବେ ।

ପୂର୍ବ ମାସରେ ଯାହା ପରିଶ୍ରମ କରିଛନ୍ତି ତାହାର ଶୁଭ ପରିଣାମର ସମୟ ଆସି ଯାଇଛି । ଇଚ୍ଛା ପୂର୍ତ୍ତି ହେବ । ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିଲେ ସଫଳ ହେବେ । ଆପଣଙ୍କର ବିବାହ ସ୍ଥିର ହୋଇପାରେ । ଆପଣଙ୍କ ସ୍ଵପ୍ନ ପୂରଣ ହେବ । ଏହି ସମୟରେ କ୍ରୋଧ ଅଧିକ ରହିପାରେ । ନିଜର ସ୍ଵଭାବ ଉପରେ କଣ୍ଟ୍ରୋଲ ରଖନ୍ତୁ । ନିଜର କଥା କହିବାର ଶୈଳୀ ରେ ଧ୍ୟାନ ରଖନ୍ତୁ ।

ଅନ୍ୟ କିଛି ସମସ୍ଯା ନାହିଁ ଯାହା ଏହି ସମୟରେ ଭୋଗିବାକୁ ପଡିପାରେ । ଯେଉଁ ମାନେ ଘର ନିର୍ମାଣ, ଘର ତିଆରି କରିବାର ଆରମ୍ଭ, ଗୃହ ଅନୁକୂଳ କରିବାକୁ ଚାହୁଁଛନ୍ତି ସମୟ ଶୁଭ ଆସୁଅଛି । ନିଜ ପାଇଁ ଘର ଆରମ୍ଭ କରୁଥିଲେ ନିସ୍ପତି ସଫଳ ହେବ । ପ୍ରତେକ ଟି କ୍ଷେତ୍ରରେ ସଫଳ ହେବେ । ଶାରୀରିକ କଷ୍ଟରେ ଆପଣ ପୀଡିତ ଅଛନ୍ତି ।

କିନ୍ତୁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ନିଜର ବନ୍ଧୁ ଙ୍କ ସହ କଥା ହେବ ସମୟରେ ବାଣୀ ଉପରେ ସଂଯମ ରଖନ୍ତୁ । ମହିଳା ମାନେ କାନରେ ସୁନାର ଜିନିଷ ଧାରଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *