କ୍ୟାମେରା ଥିଲା ବୋଲି ବଞ୍ଚିଗଲେ ବାଇକ ଚାଳକ, ନହେଲେ ମହିଳା ଜଣଙ୍କ କଣ କରିଥାନ୍ତେ… ଦେଖନ୍ତୁ ଏହି Video

ମହିଳା ମାନଙ୍କ ସୁରକ୍ଷା ପାଇଁ ମହିଳା କମିଶନ ଅଛି । ଯାହା ଦ୍ଵାରା ମହିଳାମାନେ ଏବେ ଅଧିକ ସୁରକ୍ଷିତ ଅଛି । ଆଜି ଆମେ କହିବା କି ଏହାର ଫାଇଦା ମଧ୍ୟ  ଅନେକ ମହିଳା ମାନେ ନେଉଛନ୍ତି । ଅନେକ ଜାଗାରେ ଲେଖା ପ୍ରକାଶ ପାଇବାର ଆମେ ଦେଖିଛୁ କି କିଛି ଜାଗାରେ ମହିଳା ମାନେ ବହୁତ ଅଧିକ ପୁରୁଷ ମାନଙ୍କୁ ହଇରାଣ କରିବାର ପ୍ରମାଣ ମିଳିଛି । ଏହାର ଏକ ପ୍ରମାଣ ଭାବେ ଭୋପାଳ ର ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ।

ଏହା ଏକ ରାସ୍ତାରେ ଯାଉଥିବା ବେଳର ଘଟଣା ଅଟେ । ଏହି ଭିଡିଓ ରେ ଏକ ମହିଳା ଜଣଙ୍କ ସହ ଯାଉଥିବାର ଦେଖା ଯାଇଛି ତାଙ୍କ ପଛରେ ଟିକେ ଦୂରରେ ଆଉ ଏକ ଗାଡି ପଛରୁ ଆସୁଥିଲା । ଏହି ଗାଡି ଯିଏ ଚଲାଉ ଥିଲେ ସେ ନିଜର ଭିଡିଓ ବନାଇବା ପାଇଁ ବୋଧେ ହୁଏ ଏକ କ୍ୟାମେରା ଲଗାଇ ଥିଲେ ।

ଯାହା ଦ୍ଵାରା ତାଙ୍କୁ ସାମନାରେ ଥିବା ରାସ୍ତା ରେ ହେଉଥିବା ଘଟଣା ସବୁ ରେକର୍ଡ କରୁ ଥିଲେ । କିଛି ସମୟ ପରେ ଦେଖିବା ପାଇଁ ମିଳି ଥିଲା ମହିଳା ଯାଉ ଥିବା ଗାଡି ହଠାତ ସ୍ଲିପ କରି ଯାଇ ଥିଲା । ଯାହା ଦ୍ଵାରା ମହିଳା ଜଣଙ୍କ ପଡି ଯାଇ ଥିଲେ ।

ମାତ୍ର ସେ ଉଠିବା ପରେ ପଛରେ ଆସୁଥିବା ଗାଡି ଚାଳକ ଙ୍କ ଉପରେ ଆରୋପ ଆଣି ଥିଲେ କି ସେ ଜାଣି କି ତାଙ୍କ ଗାଡି କୁ ଧକା ମାରି ଥିଲେ । ମାତ୍ର ପଛରେ ଥିବା ଗାଡି ଚାଳକ ଜଣଙ୍କ କହିଲେ ମୁ ଏହା କରିନି ଆପଣ ଯଦି କହିବେ ତ ମୁ ଆପଣଙ୍କୁ ଏହାର ପ୍ରମାଣ ଦେଇ ପାରିବି ।

ଏହା କହିବା ପରେ  ସେ ଏହି ଭିଡିଓ କୁ ଦେଖାଉ ଥିଲେ । ଏହି ଭାଇରାଲ ଭିଡିଓ ଦେଖିବା ପରେ କିଛି ଜଣ ମତ ଦେଇ ଛନ୍ତି କି ଏହା ହିଁ କାରଣ ଯାହା ପାଇଁ ପୁରୁଷ କମିଶନ ଗଠନ କରା ଯାଉ । ଯାହା ଦ୍ଵାରା ଯେଉଁ ଜାଗାରେ ପୁରୁଷ ମାନଙ୍କ ସହ ଅନ୍ୟାୟ ହେଉଛି ସେହି ଜାଗାରେ ତାଙ୍କୁ ନ୍ୟାୟ ମିଳି ପାରିବ ।

ମହିଳା କମିଶନ ଭଳି ପୁରୁଷ କମିଶନ ମଧ୍ୟ ଗଠନ ହେବ ନିହାତି ଦରକାର ବୋଲି ଅନେକ ଦର୍ଶକ କହିଛନ୍ତି । ଏହା ଏକ ମାତର ଘଟଣା ନୁହେଁ ଏହା ଆଗରୁ ମଧ୍ୟ ଅନେକ ଜାଗାରେ ପୁରୁଷ ମାନଙ୍କ ସହ କିଛି ମହିଳା ମାନେ ଖରାପ  ବ୍ୟବହାର କରିଛନ୍ତି ।

ଯାହା ଦ୍ଵାରା ସେମାନେ ବିନା ଦୋଷରେ ଦଣ୍ଡ ପାଇ ଛନ୍ତି । ଆମ ସମ୍ବିଧାନ ଅନୁସାରେ ଯିଏ ଭୁଲ କରିବ ତାକୁ ଦଣ୍ଡ ମିଳିବା ନିହାତି ଭାବେ ଦରକାର ମାତ୍ର ଏହାର ମାନେ ଏହା ନୁହେଁ କି ମହିଳା ବୋଲି ତାଙ୍କ ଦଣ୍ଡ କିମ୍ବା ଶାସ୍ତି କୁ ଆମେ ନଜର କୁ ଆଣିବାନି ।

Leave a Reply

Your email address will not be published. Required fields are marked *