ଶଙ୍ଖା ସିନ୍ଦୁର ପିନ୍ଧେଇ ମୋ ଝିଅକୁ ମାରିଦେଲା, କାନ୍ଦି କାନ୍ଦି Rashmirekhaଙ୍କ ମା’ କଣ କହୁଛନ୍ତି ଦେଖନ୍ତୁ Video

ଟିଭି ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ । ଏହା ଏକ ହତ୍ୟା ଉଦ୍ୟମ । ରଶ୍ମିରେଖା ଙ୍କ ବାପା ଓ ମା କହିବା ଅନୁସାରେ ଭୁବନେଶ୍ବର ନୟାପଲ୍ଲି ରୁ ତାଙ୍କ ଦେହ ଉଧାର କରା ଯାଇଥିଲା । ପୋଲିସ ଭିତର ପଟରୁ ବନ୍ଦ ଥିବା ରୁ କୁ ଭାଙ୍ଗିକି ଭିତରକୁ ପଶିଥିଲା । ଘର ଭିତରୁ ପୋଲିସ କୁ ଏକ ନୋଟ ମଧ୍ୟ ମିଳିଥିଲା ଯେଉଁଥିରେ ଲେଖା ଯାଇ ଥିଲା କି ସେ ନିଜ ର ମୃତ୍ୟୁ ପାଇଁ କାହାକୁ ଦାଇ କରୁ ନାହାନ୍ତି ।

ପୋଲିସ ଶବ କୁ ନେଇକି ପୋଷ୍ଟମଟମ କରିବା ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇ ଥିଲା । କିନ୍ତୁ ପରିବାର ଲୋକମାନେ ଦାବି କରୁ ଛନ୍ତି କି ଏହା ଏକ ହତ୍ୟା ଅଟେ । ଘର ମାଲିକ ଙ୍କ କହିବା ଅନୁସାରେ ସ୍ଵାମୀ ସ୍ତ୍ରୀ ଭଳି ରହୁ ଥିଲେ ସନ୍ତୋଷ ଓ ରଶ୍ମିରେଖା ।

କିନ୍ତୁ ଏହି ଘଟଣା ର କିଛି ଦିନ ଆଗରୁ ପୁରୁଷ ବନ୍ଧୁ ଜଣଙ୍କ ଘରୂ ବାହାରୁ ରହୁଥିଲେ କିଛି ଦିନ ହେବ । ମହିଳାଙ୍କ ମା କହିଛନ୍ତି କି ସନ୍ତୋଷ ଜାଣି ଶୁଣିକି ଜବରଦସ୍ତି କରିକି ରଶ୍ମିଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ଦେଇ ଥିଲେ ଓ ଶଙ୍ଖା ସିନ୍ଦୁର ମଧ୍ୟ ପିନ୍ଧାଇ ଦେଇ ଥିଲେ ।

ଏହା ପରେ ଜବରଦସ୍ତି କାଠରେ ମୁଣ୍ଡ ପିଟିଛନ୍ତି । ଏହା ସହ ତାଙ୍କୁ ବାଧ୍ୟ କରା ଯାଇ ଥିଲା କି ସେ ଏହି ନୋଟ ଲେଖିବା ପାଇଁ । ଆଖିରୁ ରକ୍ତ ବାହାରୁ ଥିଲା ମୁଣ୍ଡ ମଧ୍ୟ ଫୁଲି ଥିଲା ବୋଲି କହିଛନ୍ତି ମହିଳା ଜଣଙ୍କ । ମା କହିଛନ୍ତି କି ସେ ଫାଇନାନ୍ସ ଅଫିସ ରେ ସେ କାମ କରୁ ଥିଲେ ।

ଯେଉଁ ଅଫିସ ରେ ରଶ୍ମିରେଖା କାମ କରୁଥିଲେ । ରଶ୍ମି ଙ୍କ ମା କହିଛନ୍ତି କି ସନ୍ତୋଷ ତାଙ୍କୁ ସାହାଜ୍ଯ କରିଥିଲା ଏକ ଭଲ ବନ୍ଧୁ ଭାବେ କିନ୍ତୁ ଏହା ଭି ସତ କି ମୋ ଝିଅର ମୃତ୍ୟୁ ପାଇଁ ସନ୍ତୋଷ ହିଁ ଦାଇ । ଆଉ ଏକ ବ୍ୟକ୍ତି କହିଛନ୍ତି କି ରଶ୍ମିରେଖା ଏକ ଭଲ ଝିଅ ଥିଲେ ।

କଲେଜ ରେ ପାଠ ପଢିବା ପରେ ସେ କିଛି ମେଲୋଡି ରେ ଭାଗ ନେଉ ଥିଲେ । କିଛି ଦିନ ହେବ ସେ ଭୁବନେଶ୍ବର ରେ ଘର ନେଇକି ରହୁଥିଲେ । ମାତ୍ର ଏବେ ସେ ଏହା ଶୁଣିବା ପାଇଁ ପାଇଲେ କି ରଶ୍ମିରେଖା ଆଉ ଦୁନିଆରେ ନାହାନ୍ତି ।

ଯାହା ତାଙ୍କୁ ଖୁବ ଦୁଃଖ ଦେଇଛି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ଏହା ସ୍ପଷ୍ଟ ହୋଇନି । ପୋଲିସ ଏବେ ସନ୍ତୋଷ ଙ୍କୁ ନେଇକି ପଚରା ଉଚରା କରୁଛନ୍ତି ଏହାର ପ୍ରମାଣ ଖୁବ ଶୀଘ୍ର ମିଳିଯିବ ବୋଲି ସୂତ୍ରରୁ ଜଣା ଯାଇଛି ।

Leave a Reply

Your email address will not be published. Required fields are marked *