ସାମ୍ନାକୁ ଆସିଲା Rashmirekhaଙ୍କ ଶେଷ କଲର ରେକର୍ଡିଂ, ତାଙ୍କ ସାଙ୍ଗ ଖୋଲିଲେ ଏହି ଗୁମର… ଦେଖନ୍ତୁ Video

ରଶ୍ମିରେଖା ଙ୍କ ପାଇଁ ପୋଲିସ ନିଜର ତଦନ୍ତ କରିଚାଲିଛି । ଏହା ଆତ୍ମାହତ୍ୟା ହୋଇ ନଥିବ ଏହାର ଆଉ ଏକ ପ୍ରମାଣ ଭାବେ ସାମନାକୁ ଆସିଛି କି ରଶ୍ମିରେଖା ଙ୍କ ବାନ୍ଧବୀ ଯିଏ କି ନିଜ ଆଡୁ ସାମନାକୁ ଆସିକି କିଛି ପ୍ରଶ୍ନ ର ଉତ୍ତର ଦେଇଛନ୍ତି । ସେ କହିଛନ୍ତି କିଛି ଦିନ ତଳେ ରଶ୍ମି ଙ୍କୁ କିଛି ଟଙ୍କା ଦରକାର ଥିଲା । ସେ ତାଙ୍କ ବାନ୍ଧବୀ ଙ୍କ ସହ କଥା ହୋଇକି କିଛି ଟଙ୍କା ମାଗି ଥିଲେ । ସେହି ସମୟରେ ତାଙ୍କ ବାନ୍ଧବୀ ନିଜ ଗାଁ ରେ ଥିଲେ ।

ଯାହା ଦ୍ଵାରା ସେ ହଠାତ ପଇସା ପକାଇ ପାରି ନଥିଲେ । କିନ୍ତୁ ସେ ପଇସା ପଠାଇ ଥିଲେ । ବାନ୍ଧବୀଙ୍କ କହିବା ଅନୁସାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ କଥା କିଛି କହି ନଥିଲେ । ତାଙ୍କୁ ଏନଓସି ଭରିବାର ଥିଲା ଯାହା ପାଇଁ ସେ ସେ ପଇସା ମାଗି ଥିଲେ । ସେ କହିଲେ ହଠାତ ଜାଣିବା ପାଇଁ ପାଇଲେ କି ସେ ଆଉ ନାହାଁନ୍ତି ।

କିନ୍ତୁ ସେ ତାଙ୍କ ବାନ୍ଧବୀ ଙ୍କ ସହ ଆଉ କାହା କଥା ସେୟାର କରିଥିଲେ । ମାତ୍ର ସେ କାହା ସହ ରହୁଥିଲେ କିମ୍ବା କାହା ସହ କାମ କରୁଥିଲେ କିମ୍ବା କାହାକୁ ଭଲ ପାଉ ଥିଲେ ତାହା ସେ ଜାଣି ନାହାଁନ୍ତି । ଏହା ସେ ଜାଣି ନଥିଲେ କି ସେ ବିବାହିତା । ସେ ଜାଣି ଥିଲେ କି ରାଜା ନାମକ ଏକ ଲୋକକୁ ସେ ପସନ୍ଦ କରୁଥିଲେ ।

ମାତ୍ର ଅନେକ ଦିନ ତଳେ ତାଙ୍କ ସମ୍ପର୍କ ଭାଙ୍ଗି ଗଲା ପରେ ସେ ପୁଣି କାହା ସମ୍ପର୍କ ରେ ଥିଲେ ତାହା ସେ ଜାଣି ନାହାଁନ୍ତି । ଏହି ମାମଲା ରେ ମୁହଁ ଖୋଲିବା ପରେ ଏହା ଏକ ନୂଆ ମୋଡ ନେଇଛି । ତାଙ୍କ ବାନ୍ଧବୀ କହିଛନ୍ତି କି ସେ ତାଙ୍କ ସହ ତା ଆଗ ଦିନ ଫୋନ ରେ କଥା ହୋଇଥିଲେ ।

ରାତିରେ ମଧ୍ୟ କଥା ହୋଇଥିଲେ । ତାଙ୍କ ସହ କଥା ହେବା ବେଳେ ସେ ଠିକ ଲାଗୁଥିଲେ । କିନ୍ତୁ ଏହା ଏକ ଆତ୍ମହତ୍ୟା ସେ କରି ପାରିବେନି କାରଣ ସେ ଖୁବ ଶାହଶି ମହିଳା ଅଟନ୍ତି । ସେ କାହା ଉପରେ ବୋଝ ହେବା ଭଳି ନୁହନ୍ତି ।

ତାଙ୍କୁ ପଚରା ଯାଇ ଥିଲା କି ଆତ୍ମହତ୍ୟା ବେଳେ ଭିତରୁ କବାଟ ବନ୍ଦ ଥିଲା ଓ ଏକ ଦୁଃଖ ର ଗୀତ ମଧ୍ୟ ଲାଗିଥିଲା । କାରଣ କଣ ଏହାର ପଚାରିଥିଲେ ରିପୋଟର ବାନ୍ଧବୀ ଙ୍କୁ । ବାନ୍ଧବୀ ଙ୍କ ଉତ୍ତର ରେ ସେ କହିଥିଲେ କି ସେ ଭାଙ୍ଗି ଜୀବ ଅମହିଳା ନୁହେଁ ।

ସେ ଅନ୍ୟ ମାନଙ୍କୁ ଖୁବ ସାହଶ ଦେଉଥିଲେ । ସେ ଶେଷ ସମୟ ଯାଏ ଲଢେଇ କରିବା ପାଇଁ ଦରକାର ବୋଲି ସବୀଙ୍କୁ କହି ଥାନ୍ତି । ତାଙ୍କ ସହ ଯିଏ କେହି ଭି ମିଶିବ ଲାଗିବନୀ କି ସେ ପ୍ରଥମ ଥର ପାଇଁ ମିଶୁଛନ୍ତି ସେ ବହୁତ ହସ ଖୁଶିର ପିଲା ଥିଲେ ।

Leave a Reply

Your email address will not be published. Required fields are marked *