ଓଡିଆ ଅଭିନେତ୍ରୀ Rashmirekhaଙ୍କ ମୃତ୍ୟୁ କୁ ନେଇ ମୁହଁ ଖୋଲିଲେ Raja, କହିଲେ ସେ ମତେ… ଦେଖନ୍ତୁ Video

ଅଭିନେତ୍ରୀ ଙ୍କ ମୃତ୍ୟୁ କୁ ଘର ଲୋକମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଏହି ସମୟରେ ଅନେକ ଲୋକଙ୍କ ଅନେକ ମତ ସାମନାକୁ ଆସୁଛି । ପୋଲିସ ଏବେ ଏହାକୁ ନେଇକି ତଦନ୍ତ ଜାରି ରଖିଛି । ତାଙ୍କ ହାତରେ ଏକ ନାମ ଅଛି ସେହି ନାମ ହେଉଛି ରାଜା ଙ୍କ ନାମ । ତେବେ ନିଜେ ରାଜା ବର୍ତ୍ତମାନ ମିଡିଆ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି । ସେ ନିଜ ଓ ରଶ୍ମିଙ୍କ ସମପ୍ରାକ ବିଷୟରେ ଯାହା କହୁଛନ୍ତି ଟିକେ ଶୁଣନ୍ତୁ ।

ତେବେ ରାଜାଙ୍କୁ ଯେବେ ପ୍ରଶ୍ନ ପଚରା ଯାଇଥିଲା କି ତାଙ୍କ ସହ ତାଙ୍କ ସମ୍ପର୍କ କଣ, କାହିଁକି ସେ ରାଜା ଙ୍କ ନାମ ନିଜ ହାତରେ ଲେଖିଥିଲେ । ଏହି ସବୁ ପ୍ରଶ୍ନ ର ଉତ୍ତର ଦେଇକି ରାଜା କହିଛନ୍ତି କି ରାଜା ଓ ରଶ୍ମିରେଖା ପରସ୍ପର ସହ ଏକ ବର୍ଷ ତଳେ ଦେଖା ହୋଇ ଥିଲେ ।

ମାତ୍ର ସେ ତାଙ୍କର ବାନ୍ଧବୀ ଥିଲେ ଓ ବହୁତ ଭଲ ସମୟ ବିତାଉ ଥିଲେ । ସମ୍ପର୍କ ହେବାର ତିନି ମାସ ପରେ ସେ ଏହା ତାଙ୍କ ପରିବାର ଙ୍କୁ ମଧ୍ୟ ଏହା ଜଣାଇ ଥିଲେ । ଏହା ସହ ରଶ୍ମିରେଖା ମଧ୍ୟ ନିଜ ପରିବାର ସହ ଦେଖା କରାଇ ଥିଲେ ରାଜା ଙ୍କୁ ।

ତିନିମାସ ଓ ଚାରିମାସ ମଧ୍ୟରେ ସେ ତାଙ୍କ ସହ ଏକ ନୂଆ ସମ୍ପର୍କ ଆରମ୍ଭ ହୋଇ ଥିଲା । ଯାହା ପରେ ରାଜା ଙ୍କ ପରିବାର ଲୋକମାନେ ବିବାହ ପ୍ରସ୍ତାବ ମଧ୍ୟ ନେଇକି ଯାଇ ଥିଲେ । କିନ୍ତୁ ରଶ୍ମିରେଖା ଙ୍କ ପରିବାର କହି ଥିଲେ କି ଏବେ ଯୋଡା ବର୍ଷ ଚାଲିଛି ଯାହା ଦ୍ଵାରା ବିବାହ ସମ୍ଭବ ନୁହେଁ ।

ଦ୍ଵିତୀୟ ଲକଡାଉନ ଚାଲି ଥିବା ବେଳେ ରାଜା ତାଙ୍କ ସହ ଆଉ ଏତେ ଅଧିକା ଟଚ ରେ ରହି ନଥିଲେ ଯାହା ଦ୍ଵାରା ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇ ଥିଲେ । ରାଜା କହିଛନ୍ତି କି ରଶ୍ମିରେଖା ନିଜ ଜନ୍ମ ଦିନ ରେ ନିଜ ହାତରେ ତାଙ୍କ ନାମ ଲେଖିଥିଲେ ।

ରାଜା କହିଛନ୍ତି କି ଦୁଇ ମାସ ଆଗରୁ ଶେଷ ଥର ପାଇଁ ତାଙ୍କ ସହ କଥା ହୋଇଥିଲା । ରାଜା ଏହା ମଧ୍ୟ କହିଛନ୍ତି କି ରଶ୍ମିରେଖା ଯେଉଁ ସମୟରେ ଫାଇନାନ୍ସ ରେ ଚାକିରି କରି ଥିଲେ ସେବେ ସେ କଥା ହୋଇଥିଲେ ।

କିନ୍ତୁ ସେ ବହୁତ ଭଲ ମହିଳା କାହା ସହ ରହୁଥିଲେ କିମ୍ବା କାହା ସହ ବିବାହ କରିଥିଲେ ତାହା ରାଜା ଜାଣି ନାହାଁନ୍ତି । କାରଣ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ହୋଇକି ଏକ ହାପି ଏଣ୍ଡିଙ୍ଗ କରିଥିଲେ । ହଠାତ ସେ ଏହି ଖବର ଶୁଣିବା ପରେ ତାଙ୍କୁ ବି ଝଟକା ଲାଗିଛି ବୋଲି କହିଛନ୍ତି ରାଜା ।

Leave a Reply

Your email address will not be published. Required fields are marked *