School ପିଲାଙ୍କ ସହ ଏମିତି ଠୁମକା ଲଗାଇଲେ ଦିଦି, ଭାଇରାଲ ହେଉଛି Video

ସ୍କୁଲ ଆମକୁ ଅନେକ କିଛି କଥା ଶିଖାଇ ଦେଇ ଥାଏ । ଆପଣ ହୁଅନ୍ତୁ କିମ୍ବା ଆଉ କେହି ହୁଅନ୍ତୁ ସ୍କୁଲ ଦିନ କଥା ଶୁଣିବା ପରେ ଆମକୁ ବହୁତ କିଛି କଥା ମନେ ପଡି ଥାଏ । ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗୁଛି ଯେଉଁ ଥିରେ ଏମିତି କିଛି ଦେଖିବା ପାଇଁ ମିଳିଛି ଯାହା ଆମକୁ ଆମ ଶିକ୍ଷକଙ୍କ କଥା ମଧ୍ୟ ମନେ ପକାଇ ଦେବ । ଆମେ ଜାଣି ପାରିବା କି କେଉଁ ଭଳି ଭାବେ ଆମେ ଆମ ଶିକ୍ଷକ ଙ୍କ ଠାରୁ ବହୁତ କିଛି ଜିନିଷ ଶିଖିବା ପାଇଁ ପାଇଥିଲୁ ।

ଏବେ ଆମେ ଦେଖିବା ପାଇଁ ପାଇବା କି ଭାଇରାଲ ଭିଡିଓ ରେ କିଛି ସ୍କୁଲ ପିଲା ମାନେ ନିଜ କ୍ଳାସ ଟିଚର ଙ୍କ ସହ ନାଚୁ ଥିବାର । ଏହି ଭିଡିଓ ରେ ସ୍କୁଲ ପିଲାମାନେ ନିଜ ନାଚର ପ୍ରାକ୍ଟିସ କରିବା ଭଳି ନଜର ଆସୁ ଥିଲେ । ଆମେ ଯେଉଁ ସବୁ ପ୍ରକାର ର ଭିଡିଓ ଦେଖୁ ତାହା ଆମେ ଆମ ମନୋରଞ୍ଜ ପାଇଁ ଦେଖି ଥାଉ ।

ଆଗକାଳ ର ଶିକ୍ଷାଙ୍କୁ ଯଦି ଦେଖିବା ଓ ଏବେ ର ଶିକ୍ଷଙ୍କୁ ଯଦି ଆମେ ଦେଖିବା ତ ଆମେ ଜାଣି ପାରିବା କି ଆମେ ବହୁତ କିଛି ବଦଳାଇ ପରିଛେ ଶିକ୍ଷା କ୍ଷେତ୍ରରେ । ଆଗରୁ ଥିବା ଅନୁଶାସନ ଆମକୁ ଏବେ ଦେଖିବା ପାଇଁ ମିଳିବ ମାତ୍ର ଏହାର ଆଉ ଏକ ରୂପ ଯାହା କିଛି ନିଆରା ଭାବେ ।

ଅନୁଶାଶନ ଏହା ସହ କିଛି ଏହି ଭଳି କାମ ଯାହା ଆମକୁ ପ୍ରତେକ କ୍ଷଣ ମନେ ପକାଇ ଦେବ କି ଆମେ ଏହା ସହ କାମ କରିବା କଥା । ଏକତା ଦ୍ଵାରା ଆମେ ସବୁ କିଛି କରି ପାରିବା ଏହା ମଧ୍ୟ ଆମକୁ ଶିଖାଇ ଥାଏ ସ୍କୁଲ । ଆମକୁ କେବଳ ପାଠ ପଢିକି ମନେ ରଖିବା ପାଇଁ ଦିଆ ଯାଉ ଥିଲା ।

ଆଗରୁ ମାତ୍ର ଏବେ ଏହାକୁ ପିଲା ମାନେ ପ୍ରାକ୍ଟିକାଲ ଭାବେ ଏହାକୁ କରୁଛନ୍ତି । ସ୍କୁଲ ରେ ଆମେ ବହୁତ କିଛି ଏବେ ଶିଖିବା ପାଇଁ ପାଇ ଥାଉ । ଏବେ ଶିକ୍ଷକ ମାନେ ଆଗ ଭଳି ନ ରାଗୀକି ହସି ଖେଳି କି କାମ କରିବା ପାଇଁ ଭଲ ପାଉ ଛନ୍ତି ।

ନିଜକୁ ପିଲାଙ୍କ ସହ ପିଲା ହୋଇକି କାମ କରିବା ପାଇଁ ଶିକ୍ଷକ ମାନେ ମଧ୍ୟ ପସନ୍ଦ କରୁଛନ୍ତି । ତେବେ ଏହି ଭାଇରାଲ ଭିଡିଓ ରେ ମଧ୍ୟ ଏହା ଦେଖା ଯାଇଛି କି ଟିଚର ମଧ୍ୟ ପିଲା ମାନଙ୍କ ସହ ନାଚିବାର ପ୍ରାକ୍ଟିସ କରୁଛନ୍ତି । ଟିଚର ମଧ୍ୟ ଏକ ସୁନ୍ଦର ନୃତ୍ୟ କରୁଥିବାର ଦେଖିବା ପାଇଁ ମିଳିଛି ସେ ନିଜ କ୍ଳାସ ପିଲାଙ୍କ ସହ ।

Leave a Reply

Your email address will not be published. Required fields are marked *