ଆଦିତ୍ୟଙ୍କ ଆଶ୍ରମକୁ Bidyashree ଆସିଲେ କାହିଁକି ରାଗିଯାଉଛି ବିକାଶ ? ଆଦିତ୍ୟଙ୍କ ମା’ ଯାହା କହୁଛନ୍ତି ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ

ବିଦ୍ୟାଶ୍ରୀ ଓ ଆଦିତ୍ୟ ଙ୍କ ମଧ୍ୟରେ ହୋଇ ଥିବା ଝଡ ଓ ପରେ ଆଦିତ୍ୟ ଙ୍କ ଦେହାନ୍ତ ଏହାକୁ ନେଇକି ଅନେକ ପ୍ରଶ୍ନ ସାମନାକୁ ଆସି ଥିଲା । ଏହି ଘଟଣା ସହ ବାର ବାର ଆଉ ଏକ ନାମ ସାମନାକୁ ଆସି ଥିଲା ଯାହା ହେଉଛି ଆଦିତ୍ୟ ଙ୍କ ବନ୍ଧୁ ବିକାଶଙ୍କ ନାମ । ଆଦିତ୍ୟ ଙ୍କ ପରିବାର ଲୋକମାନେ ଏବେ ସମ୍ପୂର୍ଣ୍ଣ ଭାବେ ବିଦ୍ୟାଶ୍ରୀ ଙ୍କ ସହ ଅଛନ୍ତି । କିଛି ଦିନ ତଳେ ଏକ ଇଣ୍ଟରେଭିୟୁ ରେ କହୀ ଥିଲେ ବିଦ୍ୟାଶ୍ରୀ କି ସେ ଦ୍ଵିତୀୟ ବିବାହ କରିବା ପାଇଁ ଚାହାଁନ୍ତିନି ।

କାରଣ ସେ ଏବେ ଭି ଆଦିତ୍ୟ ଙ୍କୁ ଭଲ ପାଉ ଛନ୍ତି । କିନ୍ତୁ ବିକାଶଙ୍କୁ ଅସୁବିଧା କରାଉଛନ୍ତି ବିଦ୍ୟାଶ୍ରୀ ଏହା ଏବେ ସବୁ ଠାରୁ ବଡ ଖବର । ଏବେ ଆଦିତ୍ୟଙ୍କ ମା ଏହି ଭଳି କିଛି କହି ଛନ୍ତି ଯାହା ପୁଣି ବିଦ୍ୟାଶ୍ରୀ ଓ ବିକାଶ ଙ୍କୁ ବିବାଦ କୁ ଟାଣି ଆଣୁଛି । ବିକାଶ ଚାହାଁନ୍ତି ନି ବିଦ୍ୟାଶ୍ରୀ ଓଲ୍ଡ ଏଜ ହୋମ କୁ ଯିବା ଆସିବା କରନ୍ତୁ ।

କିନ୍ତୁ ଏହାର ତଦାରଖ ପାଇଁ ଆଦିତ୍ୟ ଙ୍କ ପରିବାର ଲୋକଙ୍କୁ ବାରଣ ନାଇ । କେବଳ ବିଦ୍ୟାଶ୍ରୀ ଙ୍କ ପାଇଁ ଏହା ଲାଗୁ । ବିଦ୍ୟାଶ୍ରୀ ଙ୍କ ପାଇଁ କଣ ପାଇଁ ଏହି କବାଟ ବନ୍ଦ । ଆଦିତ୍ୟଙ୍କ ମା କହି ଛନ୍ତି ବିଦ୍ୟାଶ୍ରୀ ହେଉଛନ୍ତି ଆଦିତ୍ୟ ଙ୍କ ସ୍ତ୍ରୀ ଯଦି ସେ ଏକ ସରକାରୀ ଚାକିରି କରି ଥାନ୍ତେ ତେବେ ତାଙ୍କ ପେନସନ ମଧ୍ୟ ବିଦ୍ୟାଶ୍ରୀ ପାଇ ଥାନ୍ତେ ।

କିନ୍ତୁ ଯଦି ସେ ତାଙ୍କ ସ୍ଵାମୀ ଙ୍କ ସ୍ଵପ୍ନ ର ଦୁନିଆକୁ ଆସିକି ଲୋକଙ୍କ ସେବା କରୁଛନ୍ତି କିଭଳି ଭାବେ ତାଙ୍କୁ ମନା କରିବେ । ଏହା ଜାଣିବା ପରେ ବିକାଶ ଖୁବ ରାଗି ଥିଲେ ଆଦିତ୍ୟଙ୍କ ମା ଙ୍କ ଉପରେ । ତାଙ୍କୁ ମନା କରିଥିଲେ କି ବିଦ୍ୟାଶ୍ରୀ ଯେଉଁ ଭଳି ଭାବେ ଏହି ଜାଗାକୁ ନ ଆସନ୍ତି ।

ପିପୁଲ ଫର ସେବା ଆଦିତ୍ୟଙ୍କ ଏକ ଅଲଗା ଦୁନିଆ ଯାହାକୁ ସେ ସମାଜ କଲ୍ୟାଣ ପାଇଁ ଆରମ୍ଭ କରି ଥିଲେ । ଏହା ସହ ବିକାଶ ଓ ବିଦ୍ୟାଶ୍ରୀ ମଧ୍ୟ ତାଙ୍କ ସହ ଏହି ଜାଗାରେ ଦେଖା ହୋଇ ଥିଲେ । ସେ ଏହାକୁ ସଫଳ ଭାବେ ଚଳେଇବା ରେ ସକ୍ଷମ ହୋଇ ଥିଲେ ।

କିନ୍ତୁ ତାଙ୍କ ଦେହାନ୍ତ ପରେ ଏହାର ଦାଇତ୍ଵ ନେଇ ଥିଲେ ତାଙ୍କ ବନ୍ଧୁ ବିକାଶ । ବିବାହ କରିବା ଆଗରୁ ଆଦିତ୍ୟ ବିକାଶ ଙ୍କୁ ସବୁ ପ୍ରକାର କାମ ଶିଖାଇ ଦେଇ ଥିଲେ । ଯାହା ଦ୍ଵାରା ଏବେ ସବୁ ଗୁରୁ ଦାଇତ୍ଵ କେବଳ ବିକାଶ ନେଉଛନ୍ତି । ମାତ୍ର ବିଦ୍ୟାଶ୍ରୀ ସେହି ଜାଗାକୁ ଯିବା କାହା ସେବା କରିବା ବିକାଶ ଙ୍କୁ ପସନ୍ଦ ଆସି ନଥିବା ଯୋଗୁ ଆଦିତ୍ୟ ଙ୍କ ମା ଙ୍କ ଜରିଆରେ ବିଦ୍ୟାଶ୍ରୀ ଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ଥିଲେ ।

ଏହା ଅସଫଳ ହେବା ପରେ ସେ ରାଗି ଯିବା କଥା କହିଛନ୍ତି ଆଦିତ୍ୟଙ୍କ ମା । ବିଦ୍ୟାଶ୍ରୀ କିନ୍ତୁ ଆଶ୍ରମ ଯାଇକି ଜନ୍ମ ଦିନ ଓ ବାର୍ଷିକ ଉସ୍ଛବ ପାଳନ କରୁଛନ୍ତି । ମାତ୍ର ବିଦ୍ୟାଶ୍ରୀ ଲୁଚିକି ଆସୁଛନ୍ତି ବିକାଶ ଙ୍କ ନଜରରୁ ଏହା ମଧ୍ୟ କାହକିଅହନ୍ତି ଆଦିତ୍ୟଙ୍କ ମା ।

Leave a Reply

Your email address will not be published. Required fields are marked *