ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି 1 ଜିନିଷ, ଭିକାରୀରୁ ହେଇଯିବେ ରାଜା – Chanakya Niti

ଭାରତ ବର୍ଷରେ ଅହିଲାଙ୍କୁ ଦେବୀଙ୍କ ରୂପ କୁହା ଯାଇଛି ଏହାର କାରଣ ମହିଳାଙ୍କ ଭିତରେ ବହତ ଗୁଣ ଏମିତି ହୋଇଥାଏ ଯାହା ଜଣେ ପୁରୁଷ କେବେ ଚିନ୍ତା ମଧ୍ୟ କରି ପାରିବ ନାହିଁ । ଆଜିକା ସମୟରେ ମହିଳାଙ୍କୁ ବହୁତ ଜିନିଷ ପାଇଁ ସ୍ୱତନ୍ତ୍ରତା ମିଳି ଯାଇଛି କିନ୍ତୁ ବହୁତ ବର୍ଷ ତଳେ ମହିଳାଙ୍କୁ କଥା କହିବା ପାଇଁ ମଧ୍ୟ ୧୦୦ ଥର ବିଚାର କରିବାକୁ ପଡ଼ିଥିଲା । ମହିଳା ଚାହିଁଲେ ଘରକୁ ସ୍ବର୍ଗ ବା ନର୍କ କରି ପାରେ ତେବେ ମହିଳାଙ୍କ ସ୍ଵଭାବ ଅନୁଯାଇ ତାଙ୍କ ଚିନ୍ତା ଧାରା ହୋଇଥାଏ । ଯେଉଁ ମହିଳା ମନ ଭିତରେ ଅଧିକ କଥା ରଖନ୍ତି ଆଉ ବାହାରେ କମ କଥା କୁହନ୍ତି ତାଙ୍କ ଜୀବନରେ ତାଙ୍କୁ ବହୁତ ସହନ ଶିଳ କୁହା ଯାଇଥାଏ ।

ତେବେ ଶାସ୍ତ୍ର ଅନୁଯାଇ ବହୁତ ଏମିତି କଥା କୁହା ଯାଇଛି ଯାହା ମଣିଷ ଙ୍କୁ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ମହିଳାଙ୍କ ଆଦର ସମ୍ମାନ କରିନଥାଏ ତାଙ୍କୁ ଖରାପ ଭାଷା କହିଥାଏ ଆଉ ତାଙ୍କ ଉପରେ ହାତ ଉଠାଇ ଥାଏ ମାତା ଲକ୍ଷ୍ମୀ କେବେ ତାଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ ଆଉ ସେହି ଘରେ ସବୁବେଳେ ଆର୍ଥିକ ହାନି ହୋଇଥାଏ ।

ତେବେ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେଉଁ ଘରେ ମହିଳାଙ୍କ ମତ କିଛି କାମ ପାଇଁ ନବା ଲୋକେ ଉଚିତ ମନେ କରନ୍ତି ଆଉ ମହିଳାଙ୍କୁ ସମସ୍ତଙ୍କ ଭଳି ଆସନ ଆଉ ସମ୍ମାନ ଦେଇଥାନ୍ତି ସେହି ଘରେ କେବେ ଧନ ଅଭାବ ହୋଇନଥାଏ ଆଉ କିଛି ନରହିଲେ ମଧ୍ୟ ମନର ଶାନ୍ତି ନିଶ୍ଚିନ୍ତ ରହିଥାଏ ।

ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ କବାଟ ଆଡ଼କୁ ପାଦ କରି ଶୋଇବା ଜମା ବି ଉଚିତ ନୁହେଁ ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । ତେବେ ଶାସ୍ତ୍ର ଅନୁଯାଇ ମହିଳାଙ୍କ ସବୁଠାରୁ ବଡ଼ ଗହଣା ଲାଜ ହୋଇଥାଏ ସେଥିପାଇଁ ସେ କେବେ ଆପଣଙ୍କୁ ପ୍ରେମ ମାଗିବେ ନାହିଁ ଆପଣଙ୍କୁ ନିଜେ ତାଙ୍କୁ ପ୍ରେମ ଦବା ଉଚିତ ହୋଇଥାଏ ।

ଯେଉଁ ପୁରୁଷ ରାତିରେ ନିଜ ସ୍ତ୍ରୀ ସହ ପ୍ରେମ ସମ୍ବନ୍ଧ ରଖିଥାଏ ତାଙ୍କ ଜୀବନରେ କେବେ ଅଶାନ୍ତି ଆସି ନଥାଏ ଆଉ ସେହି ବ୍ୟକ୍ତି ଜୀବନରେ ବହୁତ୍ ଶୁଖି ରହିଥାନ୍ତି । ତେବେ ଜୀବନରେ କେବେ ବି ନିଜ ସ୍ତ୍ରୀକୁ ପ୍ରେମ ଠାରୁ ବଞ୍ଚିତ ରଖନ୍ତୁ ନାହିଁ କାହିଁକିନା ଘର ଲକ୍ଷ୍ମୀ ଭଲ ରହିଲେ ଆପଣଙ୍କ ମନ ବାହାର କାମରେ ଲାଗିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *