୧୨ ବର୍ଷ ତଳେ Uttaran ସିରିୟଲ କରି ପ୍ରସିଦ୍ଧ ହୋଇଥିବା ଇଛା ଓ ବିର ଆଜି ଦେଖାଯାଉଛନ୍ତି ଏମିତି

ସିରିଏଲ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯିଏ ନିଜ କାମ ଆଉ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନ କିଣି ପାରିଲା ତାକୁ ଦର୍ଶକ କେବେ ବି ଭୂଳନ୍ତି । ଦର୍ଶକ ମାନେ ନିଜ ଇଛା ଅନୁଯାଇ ପସନ୍ଦ କରୁଥିବା ଅଭିନେତା ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସୁକ ରହିଥାନ୍ତି । ତେବେ ଉତ୍ରାନ ସିରିଏଲ କଲର୍ଷ ଚାନେଲ ଉପରେ ଆସୁଥିଲା ଆଉ ଲୋକେ ଏହାକୁ ଦେଖିବା ବହୁତ ପଶନ୍ଦ କରୁଥଲେ । ତେବେ ଏହି  ସିରିଏଲ ଇଛା ଆଉ ବିର ଯୋଡ଼ି ସମସ୍ତଙ୍କୁ ବହୁତ୍ ପ୍ରିୟ ଥିଲା, ତାଙ୍କ ପ୍ରେମ କାହାଣୀ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଥିଲା ଜେ ସେ ଇଛା ଆଉ ବୀରଙ୍କ ନିଜୀ ଜିବନ ବିଷୟରେ ଜାଣିବାକୁ ଇଛା କରୁଛନ୍ତି ।

ଆଜିବି ଦର୍ଶକ ନିଜ ପସନ୍ଦ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଜାଣିବାକୁ ଇଛା କରୁଛନ୍ତି । ତେବେ ଇଛାଙ୍କ ଅସଲ ନାମ  ଟିଁନା ଦତ୍ତା ଅଛି ସେ ଆଜିବି ଲୋକଙ୍କ ମନରେ ବହୁତ ବଡ କଳାକାର ଅଟନ୍ତି । ଟିଁନାଙ୍କ ଜନ୍ମ୍ କୋଲକାତା ରେ ହୋଇଥିଲା ଆଉ ତାଙ୍କ ସବୁ ପାଠ ପଢା ସେଠି ହେଇଥିଲା ତାଙ୍କ ଜୀବନରେ ତାଙ୍କ ମା ବାପା ତାଙ୍କୁ ବହୁତ୍ ସପୋର୍ଟ କରିଛନ୍ତି ।

ସେ ଛୁଆ ବେଳୁ ଅଭିନୟ କରିବା ପାଇଁ ଇଛା କରୁଥିଲେ ଆଉ ତାଙ୍କ ମାଆ ବାପା ଦ୍ୱାରା ଯେତେ ହେଇ ପାରିଲା ସେ କରିଥିଲେ । ତେବେ ପାଠ ସମାପ୍ତ ହବା ପରେ ଟିଁନା ଅଭିନୟ ଦୁନିଆରେ ପାଦ ରଖିଥିଲେ ୨୦୦୩ ରେ ତାଙ୍କ ପ୍ରଥମ ବେଙ୍ଗୋଲି ଚଲଚିତ୍ର ଆସିଥିଲା ଯାହା ବହୁତ ନାମ ପାଇ ପାରିଲା ନାହିଁ ଏହା ପରେ ସେ ବଲିଉଡ ରେ କିଛି ଫିଲ୍ମରେ ସାହାଇକା ଭାବରେ କାମ କରିଥିଲେ ।

ଏହା ପରେ ସେ ଫିଲ୍ମ ଦୁନିଆ ଛାଡି ସିରିଏଲ ରେ କାମ କଲେ ଆଉ ଗୋଟେ ଦୁଇଟି ସିରିଏଲ କରିବା ପରେ ସେ ଉତ୍ରନ ସିରିଏଲ କରିଥିଲେ ଯାହା ଦ୍ଵାରା ଦର୍ଶକ ତାଙ୍କୁ ଭଲ ଭାବରେ ଜାଣିବାକୁ ପାଇଥିଲେ ଆଉ ତାଙ୍କ ଶାନ୍ତ ସ୍ଵଭାବ ଅଭିନୟ ଲୋକଙ୍କୁ ବହୁତ ଭଲ ଲାଗୁଥିଲା ।

ଆଜି ସେ ନିଜ ପରିବାର ସହ ସାଧାରଣ ଜୀବନ ବ୍ୟତୀତ କରୁଛନ୍ତି । ଏହି ସିରିଏଲରେ ବିର ଅଭିନୟ କରିଥିବା ଅଭିନେତା ବହୁତ ଭଲ ଅଭିନେତା ଅଟନ୍ତି ସେ ଏହା ପରେ ବହୁତ ସିରିଏଲ କରିଛନ୍ତି ଆଉ ଦର୍ଶକ ତାଙ୍କ ଅଭିନୟ ବହୁତ ପସନ୍ଦ କରୁଛନ୍ତି ସେ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଛାଡପତ୍ର ମଧ୍ୟ ହୋଇସାରିଛି । ସେ ଏବେ ତାଙ୍କ ପରିବାର ସହ ବହୁତ ଖୁସିରେ ଅଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *