ବନ୍ଧୁଗଣ ପୁଷ୍କର ପୁରାଣରେ ଲେଖା ଅଛି । କାର୍ତିକ ମାସରେ ସନ୍ଧ୍ଯା ସମୟରେ ରାଶି ତେଲରେ ଠାକୁର ଘରେ ଯଦି ଗୋଟିଏ ଦୀପ ଜାଳନ୍ତି,ତେବେ କାର୍ତିକ ମାସ ସାରା ଆପଣଙ୍କର ଉନ୍ନତି ହୋଇଥାଏ ଲକ୍ଷ୍ମୀଙ୍କର ଆଗମନ ଆପଣଙ୍କ ଘରକୁ ସେହି ମାସରେ ସନ୍ଧ୍ଯା ସମୟରେ ଦୀପ ଜାଳିବା ଦ୍ଵାରା ହେଇଥାଏ । ବନ୍ଧୁଗଣ ଏହି କଥାଟି ପୁଷ୍କର ପୁରାଣରେ ଲେଖାହୋଇଛି । ବନ୍ଧୁଗଣ ଘରୁ ବାହାରିଲା ବେଳେ ଆପଣ ଯଦି ଦେଖିବାକୁ ପାଆନ୍ତି ଯେ ଗୋଟିଏ ଗାଇ/ଗୋମାତା ମୁଣ୍ଡରେ କିମ୍ବା ତାହାର ପିଠି ଉପରେ କାଉଟିଏ ବସିଥିବ, ତେବେ ତାହା ବହୁତ ଶୁଭ ଅଟେ । ଆପଣ କରିବାକୁ ଯାଉଥିବା ସବୁ କାର୍ଯ୍ୟରେ ସଫଳ ହେବେ ।
କିନ୍ତୁ ଯଦି କୁଆଟି ଗୋମାତାର ଲାଞ୍ଜ ପାଖେ ବସିଥିବ ତେବ ଜୀବେନି ବରଂ ଗୃହକୁ ଫେରି ଆସିବେ । କାରଣ ଏହା ଅଶୁଭ ହେଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ ଘର ଚାଳରେ କିମ୍ବା ଛାତ ଉପରେ ଆପଣ ଲଗାଇଥିବା କଖାରୁ,ଲାଉ ଗଛରେ ଯଦି ଅତ୍ୟଧିକ କଖାରୁ,ଲାଉ ଫଳିଲା ତେବେ ଏହା ବିପଦ ଅଟେ । ଏହାର ପ୍ରତିକାର ସ୍ଵୋରୂପ କିଛି କଖାରୁ ଲାଉ ମାଗଣାରେ ଲୋକ ମାନଙ୍କୁ ବାନ୍ଟି ଦିଅନ୍ତୁ । ଏହା କରିବା ଦ୍ଵାରା ଅଶୁଭ ଫଳ କଟିଯାଇଥାଏ ଏବଂ ଶୁଭଫଳ ହୋଇଥାଏ ।
ବନ୍ଧୁଗଣ କଥାରେ କୁହନ୍ତି- ସବୁର ମୂଳରେ ପେଟ । ଯଦି ମନୁଷ୍ୟର ଝାଡା ପରିସ୍ରା ଠିକ ଭାବେ ହେଉଥିବା ତେବେ ତାହାର କିଛି ରୋଗ ହୋଇନଥାଏ । ବନ୍ଧୁଗଣ ପ୍ରାଏ ଲୋକଙ୍କର ପ୍ରାତଃ ସମୟରେ କୋଷ୍ଠକାଠିନ, ଗ୍ଯାସ, ଅଜିନ ଠାରୁ ଆରମ୍ଭ କରି ବହୁତ ସମସ୍ଯା ଦେଖାଯାଏ । ବନ୍ଧୁଗଣ ଏପରି ସବୁଦିନ ହେଲେ ଆପଣ କିଛି ଗୋମୁତ୍ର ସହିତ ସଇଦ୍ଧବ ଲବଣ ମିଶେଇ ପ୍ରତିଦିନ ରାତିରେ ପିଅନ୍ତୁ । ଏପରି ୮ଦିନ ପର୍ଯ୍ୟନ୍ତ ପରୀକ୍ଷା କରି ଦେଖି ନିଅନ୍ତୁ ପେଟ ଗୋଳମାଳ ରହିବ ନାହିଁ । ଆପଣଙ୍କର ଝାଡା ପରିଷ୍କାର ହେବ ଏବଂ ପେଟ ସମସ୍ଯା ରହିବ ନାହିଁ । କିନ୍ତୁ ସମସ୍ତେ ଗୋମୁତ୍ରଟିକୁ ଗୃଣା କରିଥାନ୍ତି ।
ବନ୍ଧୁଗଣ ଜଗତରେ ଗୋମୁତ୍ର ଠାରୁ ବଡ ମହୋଷ୍ୟଧୀ ଆଉ କିଛି ନାହିଁ । ବନ୍ଧୁଗଣ ଗ୍ରହଣ ସମୟରେ ଚନ୍ଦ୍ରଗ୍ରହଣ ଲାଗିଥିବା ବେଳେ କିମ୍ବା ସୂର୍ଯ୍ୟ ପରାଗ ଲାଗିଥିବା ବେଳେ ଲବଙ୍ଗ ଏବଂ ଗୁଜୁରାତି ଏହି ଦୁଇଟିକୁ ପୋଡି ଦିଅନ୍ତୁ । ସେ ସମ୍ପୂର୍ଣ ପୋଡି ସାରିବା ପରେ ତା ପାଉଁଶକୁ ଗୋଟିଏ ପାତ୍ରରେ ରଖିଦିଅନ୍ତୁ । ଏବଂ ସେ ପାଉଁଶକୁ ପ୍ରତ୍ୟକ ଦିନ ଠାକୁରଙ୍କ ମୁଣ୍ଡରେ ଲଗାନ୍ତୁ କିମ୍ବା ଆପଣଙ୍କ ଗୃହର ଦେବତା ଯିଏ ତାଙ୍କ ମୁଣ୍ଡରେ ଲଗାନ୍ତୁ ଏବଂ ଆପଣ ଯେଉଁ କାମରେ ବାହାରୁଛନ୍ତି ଘରୁ ବାହାରିବ ସମୟରେ ନିଜ ମୁଣ୍ଡରେ ଲାଗାଇ ବାହାରନ୍ତୁ ଦେଖିବେ ଆପଣଙ୍କ ସମସ୍ତ କାର୍ଯ୍ୟ ଅତି ସରଳ ଏବଂ ସୁନ୍ଦର ଭାବେ ହେଇଯାଉଛି ।
ବନ୍ଧୁଗଣ ବ୍ୟବସାୟ କାର୍ଯ୍ୟରେ କିମ୍ବା ଅନ୍ୟ କୌଣସି ଜରୁରୀ କାମରେ ବାରମ୍ବାର ଜଣଙ୍କ ପାଖକୁ ଦେଖା କରିବାକୁ ଯାଉଛନ୍ତି କିନ୍ତୁ ସେହି କାର୍ଯ୍ୟଟି ଆପଣଙ୍କର ହେଉନାହିଁ । ମାତ୍ର ସେହି କାର୍ଯ୍ୟଟି ଆପଣଙ୍କର ଅତି ସହଜରେ ହେବା କଥା କିନ୍ତୁ ତାହା ସମାପ୍ତ ହେଉନାହିଁ । ବନ୍ଧୁଗଣ ଘରୁ ବାହାରିଲା ବେଳେ ଶ୍ରୀମଦ ଗୀତାର ଶେଷ ଶ୍ଳୋକ-“ଯତ୍ର ଯୋଗେସ୍ଵୋରହ କୃଷ୍ଣ ଯତ୍ର ପାର୍ଥୋ ଧନୁର୍ଦ୍ଧରଃ” । “ତତ୍ର ଶ୍ରୀ ବୃଜୟୋଭୂତି ଧୃବା ନୀତି ର୍ମତିର୍ମମ” । ଏହି ମନ୍ତ୍ରଟିକୁ ଉଚ୍ଚାରଣ କରି ଘରୁ ବାହାରନ୍ତୁ । ଏହାଦ୍ବାରା ଆପଣଙ୍କର ହେଉନଥିବା କାର୍ଯ୍ୟ ମଧ୍ୟ ହୋଇଯିବ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।