ରାତି 3 ଟା ରେ ଯଦି ଭାଙ୍ଗି ଯାଉଛି ଆପଣଙ୍କ ନିଦ, ତେବେ ହେଇ ଯାଆନ୍ତୁ ସାବଧାନ, ଜାଣନ୍ତୁ ଏହା ପଛର ରହସ୍ୟ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଅଛନ୍ତି ବା ସକାରାତ୍ମକ ଉର୍ଜା ବ୍ରହ୍ମାଣ୍ଡ ରେ ବାସ କରିଥାଏ ତେବେ ଆପଣଙ୍କୁ ଏହା ମଧ୍ୟ ମାନିବାକୁ ହବ ଜେ ନକାରାତ୍ମକ ଉର୍ଜା ବା ଶକ୍ତି ମଧ୍ୟ ଏହି ବ୍ରହ୍ମାଣ୍ଡରେ ବାସ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଉପରେ ଆପଣଙ୍କୁ ଧ୍ୟାନ ଦବାକୁ ହବ ନଚେତ ଆପଣଙ୍କ ସହ କିଛି ବି ହୋଇପାରେ । କୁହା ଯାଏ ଜେ ଦିନ ଭଗବାନ ବା ଦେବୀ ଦେବତାଙ୍କ ହୋଇଥାଏ ଆଉ ରାତି ନକାରାତ୍ମକ ଶକ୍ତି ର ହୋଇଥାଏ । ତେବେ ରାତିରେ ୧ ରୁ ୩ ମଧ୍ୟ ସମୟ ବହୁତ ଖରାପ ସମୟ ହୋଇଥାଏ ଆସନ୍ତୁ ଜାଣିବା କେମିତି ।

ରାତିରେ ସବୁ ପ୍ରକାର ଖରାପ କାମ ହୋଇଥାଏ ତାନ୍ତ୍ରିକ ନିଜ ସାଧନା ରାତିର ଏହି ପହରରେ କରି ଥାନ୍ତି । ଶାସ୍ତ୍ର ଅନୁଯାଇ ରାତି ଏହି ସମୟରେ ଯେତେ ତନ୍ତ୍ର ବିଦ୍ୟା ଆଉ ବଳି ଦିଆ ଯାଇଥାଏ । ତେବେ ଯଦି ଦୁନିଆରେ ଭଲ ଲୋକ ଅଛନ୍ତି ତେବେ ଖରାପ ଲୋକ ମଧ୍ୟ ଅଛନ୍ତି ଠିକ ସେମିତି ସକାରାତ୍ମକ ଶକ୍ତି ରହିଲେ ନକାରାତ୍ମକ ଶକ୍ତି ମଧ୍ୟ ଏହି ଦୁନିଆରେ ବାସ କରିଥାନ୍ତି ।

ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ଖରାପ ରାସ୍ତାରେ ଯିବା ଉଚିତ ନୁହଁ ଶାସ୍ତ୍ର ମଧ୍ୟ କହିଛି ଜେ ଖରାପ ସମୟରେ ମଣିଷ ର ଅସଲ ପରୀକ୍ଷା ହୋଇଥାଏ । ଆଜି ଆମେ ଆପଣଙ୍କୁ ରାତି ର ଏହି ପହରରେ କଣ ହୋଇଥାଏ ତାହା ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାଇ ରାତି ରେ ଏହି ସମୟରେ ଭୁଲ ରେ ବି ଯଦି ଆପଣଙ୍କ ନିଦ ଖୋଲିଯାଏ ତେବେ ଆପଣଙ୍କୁ ନିଜ କାମ ସମାପ୍ତ କରି ଭଗବାନଙ୍କ ନାମ ଜାପ କରିବା ଉଚିତ । ଏହି ସମୟରେ ଭୁଲରେ ବି ଛକ ବା ନଦୀ କୁଳ, ମଶାଣି ବା ତାନ୍ତ୍ରିକ ଅନୁଷ୍ଠାନ ଜାଗାରେ ଯିବା ଉଚିତ ନୁହଁ ।

ଏହି ସମୟରେ ଦିଆ ଯିବା ବଳି ର ମହତ୍ତ୍ଵ ବହୁତ ଅଧିକ ହୋଇଥାଏ କାହିଁକି ନା ସବୁ ନକାରାତ୍ମକ ଶକ୍ତି ଏହାକୁ ସଫଳ କରିବାରେ ସାହାଯ୍ୟ କରିଥାନ୍ତି । ସେଥିପାଇଁ ଭୁଲରେ ବି ରାତି ଏହି ସମୟରେ ବାହାରକୁ ଯାଆନ୍ତୁ ନାହିଁ ଆଉ ଆପଣଙ୍କ ନିଦ ଯଦି ଏହି ସମୟରେ ଭାଙ୍ଗି ଯାଉଚି ତେବେ ଭଗବାନଙ୍କୁ ସ୍ମରଣ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *