ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଅଛନ୍ତି ବା ସକାରାତ୍ମକ ଉର୍ଜା ବ୍ରହ୍ମାଣ୍ଡ ରେ ବାସ କରିଥାଏ ତେବେ ଆପଣଙ୍କୁ ଏହା ମଧ୍ୟ ମାନିବାକୁ ହବ ଜେ ନକାରାତ୍ମକ ଉର୍ଜା ବା ଶକ୍ତି ମଧ୍ୟ ଏହି ବ୍ରହ୍ମାଣ୍ଡରେ ବାସ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଉପରେ ଆପଣଙ୍କୁ ଧ୍ୟାନ ଦବାକୁ ହବ ନଚେତ ଆପଣଙ୍କ ସହ କିଛି ବି ହୋଇପାରେ । କୁହା ଯାଏ ଜେ ଦିନ ଭଗବାନ ବା ଦେବୀ ଦେବତାଙ୍କ ହୋଇଥାଏ ଆଉ ରାତି ନକାରାତ୍ମକ ଶକ୍ତି ର ହୋଇଥାଏ । ତେବେ ରାତିରେ ୧ ରୁ ୩ ମଧ୍ୟ ସମୟ ବହୁତ ଖରାପ ସମୟ ହୋଇଥାଏ ଆସନ୍ତୁ ଜାଣିବା କେମିତି ।
ରାତିରେ ସବୁ ପ୍ରକାର ଖରାପ କାମ ହୋଇଥାଏ ତାନ୍ତ୍ରିକ ନିଜ ସାଧନା ରାତିର ଏହି ପହରରେ କରି ଥାନ୍ତି । ଶାସ୍ତ୍ର ଅନୁଯାଇ ରାତି ଏହି ସମୟରେ ଯେତେ ତନ୍ତ୍ର ବିଦ୍ୟା ଆଉ ବଳି ଦିଆ ଯାଇଥାଏ । ତେବେ ଯଦି ଦୁନିଆରେ ଭଲ ଲୋକ ଅଛନ୍ତି ତେବେ ଖରାପ ଲୋକ ମଧ୍ୟ ଅଛନ୍ତି ଠିକ ସେମିତି ସକାରାତ୍ମକ ଶକ୍ତି ରହିଲେ ନକାରାତ୍ମକ ଶକ୍ତି ମଧ୍ୟ ଏହି ଦୁନିଆରେ ବାସ କରିଥାନ୍ତି ।
ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ଖରାପ ରାସ୍ତାରେ ଯିବା ଉଚିତ ନୁହଁ ଶାସ୍ତ୍ର ମଧ୍ୟ କହିଛି ଜେ ଖରାପ ସମୟରେ ମଣିଷ ର ଅସଲ ପରୀକ୍ଷା ହୋଇଥାଏ । ଆଜି ଆମେ ଆପଣଙ୍କୁ ରାତି ର ଏହି ପହରରେ କଣ ହୋଇଥାଏ ତାହା ବିଷୟରେ କହିବାକୁ ଯାଉଛୁ ।
ଶାସ୍ତ୍ର ଅନୁଯାଇ ରାତି ରେ ଏହି ସମୟରେ ଭୁଲ ରେ ବି ଯଦି ଆପଣଙ୍କ ନିଦ ଖୋଲିଯାଏ ତେବେ ଆପଣଙ୍କୁ ନିଜ କାମ ସମାପ୍ତ କରି ଭଗବାନଙ୍କ ନାମ ଜାପ କରିବା ଉଚିତ । ଏହି ସମୟରେ ଭୁଲରେ ବି ଛକ ବା ନଦୀ କୁଳ, ମଶାଣି ବା ତାନ୍ତ୍ରିକ ଅନୁଷ୍ଠାନ ଜାଗାରେ ଯିବା ଉଚିତ ନୁହଁ ।
ଏହି ସମୟରେ ଦିଆ ଯିବା ବଳି ର ମହତ୍ତ୍ଵ ବହୁତ ଅଧିକ ହୋଇଥାଏ କାହିଁକି ନା ସବୁ ନକାରାତ୍ମକ ଶକ୍ତି ଏହାକୁ ସଫଳ କରିବାରେ ସାହାଯ୍ୟ କରିଥାନ୍ତି । ସେଥିପାଇଁ ଭୁଲରେ ବି ରାତି ଏହି ସମୟରେ ବାହାରକୁ ଯାଆନ୍ତୁ ନାହିଁ ଆଉ ଆପଣଙ୍କ ନିଦ ଯଦି ଏହି ସମୟରେ ଭାଙ୍ଗି ଯାଉଚି ତେବେ ଭଗବାନଙ୍କୁ ସ୍ମରଣ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।