ଲଜ୍ୟାହୀନ ହୋଇ କରନ୍ତୁ ମହିଳାଙ୍କ ସହ ଏହି ୧ ଗୁପ୍ତ କାମ, ସଫଳତା ଚୁମିବ ଆପଣଙ୍କ ପାଦ- Chankya Niti

ଚାଣକ୍ୟ ନୀତି ହିସାବରେ କେଉଁ କାମ ମହିଳା ସହିତ ବେଶରମ ହୋଇକି କରିବେ । ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ସ୍ଵର୍ଗ ବନିଯିବ ଓ ସଫଳତା ଆପଣଙ୍କ ପାଦ ଛୁଇଁବ । ଏହା ପୂର୍ବରୁ ଚାଣକ୍ୟଙ୍କ କିଛି କଥାକୁ ଅବଗତ କରାଇବୁକି ଜୀବନକୁ ସାର୍ଥକ ମୋଡ ଦେଇପାରିବ । ଜୀବନ ବଞ୍ଚିବାର ଠିକ ରାସ୍ତା ଦେଖେଇବ । ଯେଉଁ ଦେଶରେ ଆଦର ନାହିଁ ଓ ବଞ୍ଚିବାର ସାଧନ ନାହିଁ ।

ବିଦ୍ୟା ପ୍ରାପ୍ତ କରିବାର ସ୍ଥାନ ନାହିଁ ସେଠାରେ ରହିବାର କିଛି ଲାଭ ନ ଥାଏ । ଶକ୍ତିଶାଳୀ ଶତ୍ରୁ ଓ କମଜୋର ମୀତ୍ରସବୁବେଳେ କ୍ଷତି କରିଥାନ୍ତି । ଚାଣକ୍ୟ କହିଛନ୍ତି ଯେଉଁ ଲୋକ ମିଳୁଥିବା ଜିନିଷକୁ ଛାଡି ତା ପଛରେ ଗୋଡେଇଥାଏ । ଯାହାର ମିଳିବାର କୌଣସି ଆଶା ନଥାଏ । ଏମିତିରେବୀ ମିଳୁଥିବା ଜିନିଷକୁ ହଜାଇ ଥାନ୍ତି ।

Image Courtesy: Google

ମିତ୍ରତା ସେହି ଲୋକଙ୍କ ସହିତ କରିବେ ଯେଉଁଠି ଶରମ ଚତୁରତା ଓ ତ୍ୟାଗ ଭଳି ଜିନିଷ ଅବଶ୍ୟ ଥିବ । ଚାଣକ୍ୟ କହିଛନ୍ତି ସୁନା ଯେତେ ଅସନା ଜାଗାରେ ପଡୁ ତାକୁ ଉଠେଇ ରଖିବା ଆବଶ୍ୟକ । ଚାଣକ୍ୟ କହିଛନ୍ତି ସ୍ତ୍ରୀ ଯେମିତିବି ହେଉ, ଧନ ଯେତିକିବୀ ହେଉ, ଭୋଜନ ଯାହାବି ହେଉ ଏହିସବୁ ଯଦି ସମୟରେ ମିଳିଯିବ ସବୁଠୁ ଭଲ ହୋଇଥାଏ । ଏହି ସଂସାରରେ ଏମିତି କେଉଁ ପ୍ରାଣୀ ନାହିଁ ଯେଉଁଥିରେ ବି କିଛି ଦୋଷ ନଥାଏ । ଚାଣକ୍ୟ କହିଛନ୍ତି ଯେବେ ବିନାଶ କାଳ ଆସିଥାଏ ସେବେ ବୁଦ୍ଧି ଭ୍ରଷ୍ଟ ହୋଇଥାଏ । ଶତ୍ରୁ ସହିତ ଧୋକା କରିବା ଦ୍ଵାରା ଧନର ନାସ ହୋଇଥାଏ ।

Image Courtesy: Google

ଆଉ ବ୍ରାହ୍ମଣ ସହିତ ଧୋକା କରିବା ଦ୍ଵାରା କୁଳର ନାଶ ହୋଇଥାଏ । ଯଦି କେଉଁ ଦୁଷ୍ଟ ବଂଶରେ ବୁଦ୍ଧିମାନ କନ୍ୟା ଥାଏ, ତାକୁ ବିବାହ କରିବା ଉଚିତ । ଚାଣକ୍ୟ କୁହନ୍ତି ପରିଶ୍ରମ କରିବା ଦ୍ଵାରା ଗରିବୀ ଦୂର ହୋଇଥାଏ ଓ ପୂଜା କରିବା ଦ୍ଵାରା ପାପ ଦୂର ହୋଇଥାଏ । ଆସନ୍ତୁ ଜାଣିବା କେଉଁ କାମକୁ ବ୍ୟକ୍ତିକୁ ବେଶରମ ହୋଇ କରିବା ଦରକାର ।

Image Courtesy: Google

ଚାଣକ୍ୟ ବହୁତ କଥା କହିଛନ୍ତି ଯାହାକୁ ଜୀବନରେ ଗ୍ରହଣ କରିବା ଦରକାର । ଏମିତିରେ କୁହାଯାଏକି ବେଶରମ ହୁଅ ନାହିଁ । କିନ୍ତୁ ଚାଣକ୍ୟ କହିଛନ୍ତି ଯଦି ଭଲରେ ବଞ୍ଚିବାକୁ ଚହୁଁଛନ୍ତି କିଛି କାର୍ଯ୍ୟକୁ କରିବାକୁ ବେଶରମ ହେବା ବହୁତ ଜରୁରୀ ଅଟେ । ଆଜି ଆମେ ସେହି କାର୍ଯ୍ୟ ବିଷୟରେ କହିବୁ । ଚାଣକ୍ୟ କହିଛନ୍ତି ଭୋଜନ କରିବା ସମୟରେ ସରମ କରିବା କଥା ନୁହେଁ । ଯେଉଁଠିବି ଭୋଜନ କରୁଛନ୍ତି ବେଶରମ ହୋଇ ଭୋଜନ କରନ୍ତୁ । ଯଦି ଭୋଜନ କରିବା ବେଳେ ଶରମ କରିବେ ତାହେଲେ ଭୋକରେ ରହିବେ । ଚାଣକ୍ୟ କହିଛନ୍ତି ପଢିବା ବେଳେ ଜମାବି ଶରମ କରନ୍ତୁ ନାହିଁ । ଯଦି କିଛି ପ୍ରଶ୍ନ ଆଶୁନି ବେଶରମ ହୋଇକି ପଚାରନ୍ତୁ ।

Image Courtesy: Google

ଯେଉଁ ବ୍ୟକ୍ତି ପାଠ ପଢୁଥିବା ବେଳେ ସରମ କରିବ ସେହି ବ୍ୟକ୍ତି ତା ଜୀବନରେ ସଫଳ ହୋଇପାରିବ ନାହିଁ । ଧନ କମଉଥିବା ସମୟରେ କିଛିବି କାମ ଛୋଟ କି ବଡ ହୋଇନଥାଏ । କିଛିବି କାମକୁ କରିବା ସମୟରେ ଶରମ କରିବା ଆବଶ୍ୟକ ନାହିଁ ନହେଲେ କେବେବି ଧନ କମେଇପାରିବେ ନାହିଁ । ଯଦି ଆପଣ ସ୍ତ୍ରୀ ସହିତ ପ୍ରେମ ମାଗିବା କି ଦେବାରେ ଶରମ କରିବେ ଏହିକରଣରୁ ଆପଣଙ୍କ ସମ୍ପର୍କ ଭାଙ୍ଗି ପାରେ , ସ୍ତ୍ରୀ ଆପଣଙ୍କୁ କେବେ କହିବନି କି ଆପଣ ତାଙ୍କୁ ଭଲ ପାଆନ୍ତୁ ।

Image Courtesy: Google

ସ୍ତ୍ରୀ ମାନଙ୍କୁ ପୁଅ ମାନଙ୍କ ତୂଣରେ ଅଧିକ ଶରମ ଲାଗିଥାଏ । ସେହି କାରଣରୁ ସେ କେବେବି ଆପଣଙ୍କୁ ପ୍ରେମ କରିବାକୁ କହିପାରିବେନି ଓ ଭିତରେ ଭିତରେ ଆପଣଙ୍କ ଉପରେ ରାଗିପାରନ୍ତି । ସେଥିପାଇଁ ସ୍ତ୍ରୀକୁ ପ୍ରେମ ମାଗିବାରେକି ଜବରଦସ୍ତି କରିବାରେ ଜମାବି ଶରମ କରନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *