ଲକ ଡାଉନରେ ସାଉଥର ଏହି ସୁପର ଷ୍ଟାରଙ୍କ ପୁଅ ବିକିଲେ ଆମ୍ବ, ଫଟୋ ହେଉଛି ଭାଇରାଲ

କୋରୋନା ଭାଇରସ କାରଣରୁ ସାରା ଦେଶରେ ଲକ ଡାଉନ ଅଛି, ଏହି ଦିନରେ ସମସ୍ତେ ସେଲ୍ଫ ଆଇସୋଲେସନ ରେ ଅଛନ୍ତି । ବଲିଉଡ କଳାକାର ଲଗାତାର ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ତା ସହିତ ମଧ୍ୟ ସେ ସୋସିଆଲ ମିଡିଆରେ ଲୋକଙ୍କୁ ଘରେ ରହିବାକୁ ଉପଦେଶ ଦେଉଛନ୍ତି । ଏବଂ ସୋସିଆଲ ମିଡିଆ ଦ୍ଵାରା ନିଜ ସାଙ୍ଗ ସହିତ ମିଶୁଛନ୍ତି । ବଲିଉଡ ଓ ଟଲୀଉଡର ପ୍ରସିନ୍ଧ ଆକ୍ଟର ପ୍ରକାଶ ରାଜଙ୍କ ପୁଅ ବେଦାନ୍ତ ନିଜର ଫାର୍ମରେ ଆମ୍ବ ବିକିବାର ନଜର ଆସିଛନ୍ତି । ତାଙ୍କର ସେ ଫଟୋ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି ।

Image Courtesy: Google

ବେଦାନ୍ତ ର ଏହି କିୟୁଟ ଫଟୋରେ ଫ୍ୟାନ ବହୁତ କମେଣ୍ଟ୍ କରୁଛନ୍ତି ଓ ତାଙ୍କର ପ୍ରତିକ୍ରିୟା ଦେଉଛନ୍ତି । ପ୍ରକାଶ ରାଜ ଏହି ଦିନରେ ନିଜ ଘରେ ଅଛନ୍ତି ଏବଂ ପରିବାରଙ୍କ ସାଙ୍ଗରେ ଲକ ଡାଉନର ଏହି ସମୟ ବିତାଉଛନ୍ତି । ଘର ପରିବାରଙ୍କ ସହ ସେ ନିଜ ପୁଅ ବେଦାନ୍ତଙ୍କ ସହ ବହୁତ ମସ୍ତି କରୁଛନ୍ତି । ଏହି କିଛି ଦିନ ତଳେ ପ୍ରକାଶ ରାଜ ଟୁଇଟ୍ ମାଧ୍ୟମରେ ଗୋଟେ ଫୋଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ପୁଅ ଆମ୍ବ ବଗିଚାରେ ପୁଳାଏ ଆମ୍ବ ମଧ୍ୟରେ ବସିଛନ୍ତି । ଫଟୋକୁ ସେୟାର କରିବାରେ ପରେ ଆକ୍ଟର ଲେଖିଲେ , ‘ମୋ ପୁଅ, ଆମ୍ବ ବିକିଲାବାଲା ଆମ ଫାର୍ମ ରେ ପ୍ରକୃତିରେ କଥାବାର୍ତ୍ତା ରେ ବ୍ୟସ୍ତ ଅଛି ।

Image Courtesy: Google

ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ଏହି ସମୟ ବିତିଯିବ ।

ଆପଣଙ୍କୁ କହି ଦେଉଛୁକି ଏହା ପୂର୍ବରୁ ବେଦାନ୍ତ ସହ ଆକ୍ଟରର ଗୋଟେ ଆଉ ଭିଡ଼ିଓ ଭାଇରାଳ ହୋଇଥିଲା ଯେଉଁଥିରେ ସେ ତାଙ୍କ ପୁଅ ବେଦାନ୍ତଙ୍କ ସାଙ୍ଗରେ ଦେଖା ଯାଇଥିଲେ । ଏହି ମଧ୍ୟରେ ପ୍ରକାଶ ରାଜ କହୁଛନ୍ତି କି ଆମକୁ ଆଙ୍କ ସାଙ୍ଗରେ ସାଙ୍ଗ ହେବା ଦରକାର ଓ ଏହା ମଧ୍ୟ କହିଛନ୍ତି କି ଲକ ଡାଉନ ପାଇଁ ମୁଁ ମୋ ପରିବାର ସହ ଟିକେ ସମୟ ବିତେଇ ପାରିଛି ଓ ତାଙ୍କ ସାଙ୍ଗରେ କଥା ବାର୍ତା ଭଲ ସେ ହେଇପରିଲି କାହିଁକି ନା କାମପାଇଁ ମୁଁ ଘରେ ରହିପାରେନି ଓ ପରିବାର ସହ ସମୟ ବିତେଇ ପାରେନି ତେବେ ଏବେ ମୋତେ ଭଲ ଲାଗୁଛି ଓ ଘରେ ଭଲ ମଜା ମସ୍ତି ମଧ୍ୟ ହେଉଛି । ଆଗକୁ ମଧ୍ୟ ଆମ ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *