ପିଏମ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ’ କହିଲେ – କରୋନାର ବିପଦ ଏବେ ସମାପ୍ତ ହେବ ନାହିଁ, ଜାଣନ୍ତୁ ବୈଠକରେ ହୋଇଥିବା ୫ଟି ବିଶେଷ କଥା

ଭାରତରେ କରୋନା ଭାଇରସ ସଙ୍କଟ ଠାରୁ ବଞ୍ଚିବା ପାଇଁ ଘୋଷିତ ୪୦ ଦିନ ଲକଡାଉନ ଅନ୍ତିମ ସପ୍ତାହ ରେ ପ୍ରବେଶ କରିବା ପରେ ସୋମବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା ବିରୁଧ ଦେଶବ୍ୟାପୀ ଅଭିୟାନ ଜାରି ରଖିବା ସହ ଦେଶ ଅର୍ଥବ୍ୟବସ୍ଥା ସୁଦୃଢ ବନେଇବା ପାଇଁ ସମାନ ରୂପରେ ଧ୍ୟାନ ଦବା ପାଇଁ ଦରକାର ବୋଲି କହିଛନ୍ତି । ପିଏମ ମୋଦୀ କରୋନା ଭଳି ଭୟଙ୍କର ସଂକ୍ରମଣ ଠାରୁ ଦେଶବାଶିଙ୍କୁ ବଞ୍ଚେଇବା ପାଇଁ ବହୁତ ପ୍ରକାର ଉପାୟ କରୁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଭିଡିଓ କଂଫରେନ୍ସ ରେ କହିଲେ କରୋନା ବିପଦ ଦୂର ଦୂର ପର୍ଯ୍ୟନ୍ତ ସମାପ୍ତ ହବାର ଦେଖା ଯାଉ ନାହିଁ ।

ସେଥିପାଇଁ ଲଗାତାର ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ରେଡି ରହିବା ଉଚିତ । ଦେଶରୁ କରୋନା ସଂକ୍ରମଣ ସଙ୍କଟ ଦୂର କରିବା ପାଇଁ ୨୨ ମାର୍ଚ ଠାରୁ ବର୍ତମାନ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସମୀକ୍ଷା କରୁଛନ୍ତି, ରାଜ୍ୟ ମୁଖ୍ୟମନ୍ତ୍ରୀ ସହ ଚାରି ଥର ଭିଡିଓ କଂଫରେନ୍ସ ବୈଠକ ଜରାଇ କରା ଯାଇଛି ।

ତେବେ ଆସନ୍ତୁ ଜାଣିବା ଏହି ୫ଟି ବିଶେଷ ବୈଠକ ବିଷୟରେ ଜାଣିବା :

୧. ସରକାର ଦ୍ଵାରା କରା ଯାଇଥିବା ବୟାନ ଅନୁଯାଇ, ବୈଠକ ରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଲେ – ଆମକୁ କରୋନା ସଂକ୍ରମଣ ଠାରୁ ବଞ୍ଚେଇବା ପାଇଁ ଯେତିକି ଆବଶ୍ୟକ ସେତିକି ମହତ୍ଵପୂର୍ଣ ଅର୍ଥବ୍ୟବସ୍ଥା ଉପରେ ଧ୍ୟାନ ଦବା ଉଚିତ ଅଟେ । ଏହି ମହାମାରୀ ଠାରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଅବଗତ କରିବା ପାଇଁ ରାଜ୍ୟରେ ଚିହ୍ନଟ ସଂକ୍ରମଣ ପ୍ରଭାବିତ ଜାଗାରେ କେନ୍ଦ୍ର ସରକାର ଦ୍ଵାରା ଜାରି ଦିଶା ନିର୍ଦେଶ ପାଳନ ଅହମିୟତ ଉଲ୍ଲେଖ କରା ଯାଇଛି ।

୨. ଦ୍ଵିତୀୟ ବୟାନ ଅନୁଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ଦିଶା ରେ ଲକଡାଉନ ସାର୍ଥକ ଉପାୟ କୁହା ଯାଉଛି ଏହାର ସକାରାତ୍ମକ ପରିଣାମ ମିଳୁଛି ଏବଂ ଡେଢ ମାସ ଲକଡାଉନ ସମୟ ଦେଶ ରେ ହଜାର ଲୋକଙ୍କ ଜୀବନ ରକ୍ଷା କରା ଯାଇ ପାରିବ ।

୩. ପିଏମ ମୋଦୀ ଏହି ସଙ୍କଟ ଠାରୁ ଦେଶବାସୀଙ୍କ ରକ୍ଷା ପାଇଁ ଭିନ୍ନ ଭିନ୍ନ ପରିସ୍ଥିତି ରେ ଉପାୟ ବାହାର କରୁଛନ୍ତି ଆଗ ଲକଡାଉନ ୨୧ ଦିନ ପାଇଁ ହୋଇଥିଲା ତେବେ ଏହା ୨୫ ମାର୍ଚ ଠାରୁ ୧୪ ମାର୍ଚ ପର୍ଯ୍ୟନ୍ତ ହୋଇଥିଲା, ଏହା ପରେ ଦ୍ଵିତୀୟ ଚରଣ ୧୯ ଦିନ ପାଇଁ ଲକଡାଉନ କରା ଗଲା ଏହା ୧୫ ଏପ୍ରିଲ ଠାରୁ ୩ ମଇ ପର୍ଯ୍ୟନ୍ତ ଘୋଷିତ କରା ଯାଇଛି ଏବଂ ଆଗକୁ କଣ ହବ ଏହା ବିଷୟରେ ନିଷ୍ପତ୍ତି କରା ଯାଉଛି ।

୪. ବୈଠକ ରେ ପିଏମ ମୋଦୀ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ କୁ କହିଛନ୍ତି ଯେ କରୋନା ସଂକ୍ରମିତ ପ୍ରଭାବିତ ରେଡ ଜୋନ ଜାଗା କମ ପ୍ରଭାବକାରୀ ବା ଗ୍ରୀନ ଜୋନ ରେ ପରିବର୍ତିତ କରିବା ପାଇଁ ପ୍ରୟାସ କରିବା ଆବଶ୍ୟକ ଅଟେ, ଏହି କଥା ଉପରେ କେନ୍ଦ୍ରିତ କରିବା ଉଚିତ ଅଟେ ।

୫. ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି ଯେ କରୋନା ପ୍ରଭାବ ଆସନ୍ତା ମାସରେ ଦେଖିବାକୁ ମିଳିବ, ସେ ଏହା ମଧ୍ୟ କହିଛନ୍ତି ଯେ କରୋନା ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ପ୍ରୟୋଗ କରା ଯାଇଥିବା ମାସ୍କ ଏବଂ ଗାମୁଛା ଆସନ୍ତା ସମୟରେ ଜୀବନ ଭାଗ ହୋଇଯିବ, ଏହି ବୈଠକ ଅନୁଯାଇ ସରକାର ସ୍ଵସ୍ଥ ଏବଂ ଆର୍ଥିକ ଚୁନୋତି ଉପରେ ବିଶେଷ ଧ୍ୟାନ ରଖିବା ପାଇଁ ପ୍ରୟାସ କରିବେ । ତେବେ ସେ ପର୍ଯ୍ୟନ୍ତ ସାଧାରଣ ଜନତା ମାନଙ୍କୁ ଏତିକି ଅନୁରୋଧ ଆପଣମାନେ ସରକାରଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଗହରେ ରୁହନ୍ତୁ ଓ ସୁରକ୍ଷିତ ରହିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *