ଲକଡାଉନ ରେ ବିବାହ କରିଥିଲେ ଟପ ୭ ହିରୋଇନ ମାନଙ୍କ ସ୍ଵାମୀ ମାନେ କଣ କରନ୍ତି

କରୋନା ଭାଇରସ ପାଇଁ ପୁରା ଦେଶରେ ବର୍ତମାନ ଲକଡାଉନ ସ୍ଥିତି ଚାଲିଛି, ସମସ୍ତଙ୍କୁ ଏହି ସମୟରେ ଅସୁବିଧା ହଉଛି, ତେବେ ଏମିତିକା ସ୍ଥିତିରେ ମଧ୍ୟ ବିବାହ କରୁଛନ୍ତି, ତେବେ ସମସ୍ତଙ୍କୁ ବ୍ୟବସାୟ ଏବଂ ଅନ୍ୟ କାମରେ ଅସୁବିଧା ଚାଲିଛି, ତେବେ ଆଜି ଆମେ ଆପଣଙ୍କୁ ଓଲିଉଡ ଦୁନିଆ ଅଭିନେତ୍ରୀ ମାନଙ୍କ ସ୍ଵାମୀ ବର୍ତମାନ ଲକଡାଉନ ସମୟରେ କଣ କରୁଛନ୍ତି ତାହା କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଆପାଣଙ୍କ ପସନ୍ଦିଦା ହିରୋଇନ ମାନେ ଓ ତାଙ୍କ ସ୍ଵାମୀ ମାନେ ଘରେ ବସି କଣ କରୁଛନ୍ତି ।

୧. ପ୍ରିୟଙ୍କା ପାଣିଗ୍ରାହୀ :

ପ୍ରିୟଙ୍କା ପାଣିଗ୍ରାହୀ ଲକଡାଉନ ସମୟରେ ବିବାହ କରିଛନ୍ତି ଓ ତାଙ୍କ ସ୍ଵାମୀ ଜଣେ ବିଜନେସ ମେନ ଅଟନ୍ତି ତେବେ ସେ ଦୁହେଁ ବର୍ତମାନ ସମୟରେ ଭୁବନେଶ୍ବରରେ ଅଛନ୍ତି ।

୨. ଝିଲିକ ଆଚାର୍ଯ୍ୟ :

ତେବେ ଆପଣ ବହୁତ ସିରିଏଲ ଓ ଆଲ୍ବମରେ ଝିଲିକ ଆଚାର୍ଜ୍ୟଙ୍କୁ ଦେଖିବାକୁ ପାଇଥିବେ ତେବେ ସେ ମଧ୍ୟ ଏହି ଲକଡାଉନ ସମୟରେ ବିବାହ କରିଛନ୍ତି ଓ ତାଙ୍କ ସ୍ଵାମୀ ଜଣେ ରାଜନେତା ଅଟନ୍ତି ।

୩. ଅର୍ଦ୍ଧେନ୍ଦୁ :

ଆପଣ ମାନେ ଅର୍ଦ୍ଧେନ୍ଦୁଙ୍କୁ ବହୁତ ଚଳଚିତ୍ର ଓ ଆଲ୍ବମ ରେ କାମ କରିଥିବାର ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ, ତେବେ ଅର୍ଦ୍ଧନ୍ଦୁ ପଲବି ମହାରଥୀଙ୍କୁ ବିବାହ କରିଛନ୍ତି ଯିଏ ପ୍ରଦୀପ ମହାରଥିଙ୍କ ଝିଅ ଅଟନ୍ତି ଓ ସେ ଜଣେ ଡକ୍ଟର ଅଟନ୍ତି ।

୪. ଅମ୍ଳାନ :

ଆପଣ ମାନେ ଅମ୍ଳାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ, ତେବେ ଅମ୍ଳାନ ମିହିର ଦାଶଙ୍କ ପୁଅ ଅଟନ୍ତି ଓ ସେ ନିଜ ବାପାଙ୍କ ଭଳି ଅଭିନୟ କରି ପାରନ୍ତି ନାହିଁ ତଥାପି ତାଙ୍କ ଅଭିନୟ ବହୁତ ଭଲ ଲାଗିଥାଏ । ଗତ ଦିନମାନଙ୍କରେ ଅମ୍ଳାନ ଭୂମିକାଙ୍କୁ ବିବାହ କରିଛନ୍ତି ତେବେ ଭୂମିକା ହାଉସୱାଇଫ ଅଟନ୍ତି ଓ ଅମଲାଣ ଘରେ ଭୁବନେଶ୍ବରରେ ରହୁଛନ୍ତି ।

୫. ମାହି ଓ ଚନ୍ଦନ :

ମାହି ଚନ୍ଦନ ଯୋଡି ବହୁତ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅଟେ, ମାହି ଓ ଚନ୍ଦନ ଭଲ ପାଇ ବିବାହ କରିଥିଲେ ଓ ମାହି ଚନ୍ଦନ ଦୁହିଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଥିଲା କିନ୍ତୁ ବିବାହ ପରେ ମାହି ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ।

୬. ପିଙ୍କି ପ୍ରଧାନ :

ତେବେ ପିଙ୍କି ପ୍ରଧାନ ଦେଖିବା ପାଇଁ ଯେତେ ସୁନ୍ଦର ତାଙ୍କ ଅଭିନୟ ତାଙ୍କ ଠାରୁ ବି ସୁନ୍ଦର ଅଟେ । ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ସ୍ଵାମୀ କଣ କରନ୍ତି ତାଙ୍କ ସ୍ଵାମୀ ପୁରୀ ମନ୍ଦିରରେ ପଣ୍ଡା ଅଟନ୍ତି ।

୭. ଗାର୍ଗୀ :

ଆପଣ ମାନେ ଗାର୍ଗୀଙ୍କ ଅଭିନୟ ବହୁତ ଭଲ ଭାବରେ ଦେଖିବାକୁ ପାଇଥିବେ, ସେ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ଓ ତାଙ୍କ ଫିଲ୍ମ ବା ସିରିଏଲ ଦେଖିବା ଲୋକ ବହୁତ ପସନ୍ଦ ମଧ୍ୟ କରନ୍ତି ତ୍ବେ ଲକଡାଉନ ସମୟରେ ଗାର୍ଗୀ ବିବାହ କରିଛନ୍ତି ଓ ତାଙ୍କ ସ୍ଵାମୀ ବହୁତ ବଡ ବିଜନେସ ମେନ ଅଟନ୍ତି ଓ ସେ ଦୁହେଁ ଭୁବନେଶ୍ବରରେ ଅଛନ୍ତି ।

Leave a Reply

Your email address will not be published. Required fields are marked *