୪ କେଜି ଚାଉଳ କିଛି ମିନିଟରେ ଖାଇ ଯାଏ ଏହି ଝିଅ, ଦେଖିବାଲୋକ ହେଲେ ଆଶ୍ଚର୍ଯ୍ୟ

ଚାଉଳ ଆମ ଦେଶ ଗୋଟେ ବହୁତ ପ୍ରସିଦ୍ଧ ଖାଦ୍ୟ ପଦାର୍ଥ ଅଟେ, ବହୁତ ଦେଶରେ ଏହାକୁ ସୌକରେ ଲୋକ ଖାଇବା ପସନ୍ଦ କରନ୍ତି ଓ ଏହି ଦେଶ ଶ୍ରେଣୀ ରେ ଚୀନ ମଧ୍ୟ ଅଛି । ଚୀନ ଗୋଟେ ଝିଅ ଚାଉଳ ଖାଇବା ପାଇଁ ପ୍ରସିଦ୍ଧ ହୋଇଛି ଓ ଚର୍ଚା ବିଷୟ ହୋଇଛନ୍ତି । ମି ଜିଓ ନାମକ ଗୋଟେ ଝିଅ ୪ କେଜି ଚାଉଳ କିଛି ମିନିଟରେ ଖାଇ ଦଉଛି, ଏହି ଝିଅ ଗୋଟେ ଟିବି ପ୍ରୋଗ୍ରାମରେ ଆସିଥିଲେ ଯେଉଁଠି ସେ ୪ କେଜି ଠାରୁ ଅଧିକ ଭାତ କିଛି ସମୟରେ ଏକା ଖାଇ ଦେଇଥିଲେ ।

ଆପଣ ପ୍ରତିଦିନ କେତେ ଭାତ ଖାଉଛନ୍ତି ତାହା ଏହି ଝିଅ କିଛି ମିନିଟରେ ଖାଇ ଦଉଛନ୍ତି । ଭାରତରେ ବହୁତ ଏମିତି ଜାଗା ଅଛି ଯେଉଁଠି ଭାତ ବହୁତ ଆବଶ୍ୟକ ଖାଦ୍ଯ ଅଟେ, ତେବେ ଓଡିଶା ରେ ଲୋକ ଭାତ ବହୁତ ସେବନ କରନ୍ତି । ଭାତ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ତେବେ କୌଣସି ଖାଦ୍ଯ ପଦାର୍ଥ ଅଧିକ ସେବନ କରିବା ଉଚିତ ନୁହ । ଭାତ ଅଧିକ ମାତ୍ରାରେ ସେବନ କଲେ ଶରୀର ଫୁଲିବାକୁ ଲାଗିଥାଏ, ଚୀନ ଜାପାନ ଏହି ସବୁ ଦେଶ ରେ ଭାତ ବହୁତ ଅମୂଲ୍ୟ ଖାଦ୍ଯ ଅଟେ, ତାଙ୍କ ପାଇଁ ଏହା ବହୁତ ବିଶେଷ ଖାଦ୍ଯ ହୋଇଥାଏ । ଭାତ ଜାପାନ ରେ ଲୋକ ମାଛ ସହ ଖାଇବା ବହୁତ ପସନଦ କରନ୍ତି ସେଥିପାଇଁ ଶେଠୀ ଭାତ ଓ ବହୁତ ପ୍ରକାର ମାଛ ବିକ୍ରି ହୋଇଥାଏ ।

ଆପଣ ନିଜ ପ୍ରତିଦିନ ଖାଦ୍ୟ ରେ ନୂତନ ତିନି ଥର ଭୋଜନ ଅବଶ୍ୟ କରିବେ ଓ ଏହି ତିନି ଥର ଭୋଜନରେ ଗୋଟେ ସମୟ ଆପଣ ନିଶ୍ଚିନ୍ତ ଭାତ ସେବନ କରୁଥିବେ । ଆପଣଙ୍କ କ୍ଷମତା ଅନୁଯାଇ ଆପଣ ୩୦୦ ଗ୍ରାମ ଭାତ ଅତି ବେସୀରୁ ଖାଉଥିବେ । ଚାଉଳ ଆମ ଦେଶ ବହୁତ ପ୍ରସିଦ୍ଧ ଖାଦ୍ଯ ପ୍ରଣାଳୀ ଅଟେ,

ଏହାର ସେବନ ପ୍ରାୟତଃ ଲୋକଙ୍କୁ ବହୁତ ପସନ୍ଦ ହୋଇଥାଏ । ତେବେ ଭାତ ବହୁତ ପ୍ରକାର ଆସିଥାଏ ବାସମତି ଚାଉଳ ଯାହା ଦେଖିବା ପାଇଁ ବହୁତ ଲମ୍ବା ହୋଇଥାଏ ଓ ଅରୁଆ ଚାଉଳ ବହୁତ ପ୍ରକାର ଚାଉଳ ଭାରତରେ ଖାଇବାକୁ ମିଳିଥାଏ ଓ ଏହା ସ୍ଵାଦରେ ମଧ୍ୟ ଭିନ୍ନ ହୋଇଥାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *