Jokes- ପପୁର ସ୍ତ୍ରୀ ବେହୋସ ହୋଇଗଲା, ଡାକ୍ତର କହିଲେ ଇଏତ ମରିଯାଇଛି ! ତାକୁ ଜଳାଇବାକୁ ନେଇଗଲେ… ତା ପରେ ଯାହା ହେଲା ଶୁଣି ହସି ହସି ଗଡିବେ

ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ  ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ….

Image Courtesy: Google

ଜୋକ-୧

ରମେଶ – ଭାଇ, ଶୁଣିଛି ତୁମ ମୋବାଇଲ ଚୋରୀ ହୋଇଯାଇଛି …..?

ସୁରେଶ – ( ଉଦାସ ମନରେ ) – ହଁ ସାଙ୍ଗ ….!!!

ରମେଶ – ତ ତାର ଚାର୍ଜାର ମୋତେ ଦେଇ ଦିଅ …!!!

ଜୋକ-୨

ବଣ୍ଟି – ସାଙ୍ଗ, ମଶା ମାନଙ୍କଠୁ ଛୁଟକାରା ପାଇବା ପାଇଁ କଣ ଉପାୟ ଅଛି….?

ଡବୁ – ରାତିରେ ଶୋଇବା ପୂର୍ବରୁ ଗୋଟେ ମଶା ମାରେ, କି ବାକି ମଶାମାନେ ପଳେଇବେ …

ଓ ତାପରେ ତମେ ମଜାରେ ସୋଇପାରିବ …..!!!

Image Courtesy: Google

ଜୋକ-୩

ପପୁର ସ୍ତ୍ରୀ ବେହୋସ ହୋଇଗଲା …

ଡାକ୍ତର – ଇଏତ ମରିଯାଇଛି …..!!!

ଯେତେବେଳେ ତାକୁ ଜଳାଇବାକୁ ଲାଗିଲେ ସେ ଉଠିକି ବସିଗଲା ଓ କହିଲା – ମୁଁ ବଞ୍ଚିଛି …?

ପପୁ – ଚୁପଚାପ ପଡିରହ ମୂର୍ଖ, ତୁ ଡାକ୍ତରଠୁ ବେଶୀ ଜାଣିଚୁ କି ? ଜଳାନ୍ତୁ ଜଳାନ୍ତୁ …..!!!

ଜୋକ-୪

ମାଷ୍ଟର – ମଇଁଷି ଲାଙ୍ଗୁଡ କାହିଁକି ହଲାଇଥାଏ ?

ପପୁ – କାରଣ ଲାଙ୍ଗୁଡର ଏତେ ବଳ ନାହିଁ ଯେ ସେ ମଇଁଷିକୁ ହଲାଇ ପାରିବ …..!!!

Image Courtesy: Google

ଜୋକ-୫

ଗୋଟେ ରୋଗୀ ପର୍ଚି ଦେଖାଇ ଡାକ୍ତରକୁ ପଚାରିଲା …

ଡାକ୍ତର ବାବୁ ଏହି ଔଷଧ କେମିତି ନେବି ?

ଡାକ୍ତର (ରାଗରେ ) – ପଇସା ଦେଇ, ଆଉ କେମିତି ….!!!

ଜୋକ-୬

ଗୋଟେ ମହିଳା ବନ୍ଧୁକ ଦୋକାନରେ ପହଞ୍ଚିଲା ଓ ଦୁକନଦରକୁ କହିଲା –

ମୁଁ ମୋ ସ୍ଵାମୀ ପାଇଁ ଗୋଟେ ବନ୍ଧୁକ କିଣିବି …

ଦୋକାନଦାର – ଠିକ ଅଛି ଆପଣ ପତିଙ୍କର ପସନ୍ଦ କୁହନ୍ତୁ, ବ୍ରାଣ୍ଡ ଆଦି…!!!

ମହିଳା – ବ୍ରାଣ୍ଡରେ କଣ କରିବ, କିଛିବି ଚଳିବ

ବାସ ଗୋଟେ ଗୁଳିରେ ମରିବା ଦରକାର ….!!!

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *