କୁମ୍ଭ ରାଶି ବାଲାଙ୍କ ହୋସ ଉଡିଯିବ ଥରେ ନିଶ୍ଚୟ ପଢନ୍ତୁ ଏହି ଖବର

କୁମ୍ଭ ରାଶି ସବୁ ୧୨ ଟି ରାଶିଙ୍କ ଠାରୁ ବହୁତ ସୁନ୍ଦର ରାଶି ହୋଇଥାଏ । କୁମ୍ଭ ରାଶିର ଲୋକ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି, ଏଇ ରାଶିର ଲୋକମାନଙ୍କର ବ୍ୟକ୍ତିତ୍ବ ବହୁତ ଭଲ ହୋଇଥାଏ । ଏମାନଙ୍କର କଥା କହିବାର ଶୈଳୀ ଏତେ ବଢିଆ ହୋଇଥାଏ ଲୋକ ଏମାନଙ୍କ ପାଇଁ ପାଗଳ ହୋଇଯାନ୍ତି ଓ ଗୋଟିଏ ଦେଖାରେ ଲୋକ ଏମାନଙ୍କୁ ଭୁଲେଇପାରି ନଥାନ୍ତି । ଏହି ଲୋକମାନେ ଯେତେ ଦୁଃଖରେ ଥାନ୍ତୁ ତାଙ୍କ ମୁହଁ ସବୁବେଳେ ହସ ହସ ରଖିଥାନ୍ତି । କିନ୍ତୁ ସେ ତାଙ୍କ ଦୁଃଖ ଆଉ କାହାକୁ କୁହନ୍ତି ନାହିଁ ।

ଆଉ କାହାର ସାହାର୍ଯ୍ୟ କରିବା ଏମାନଙ୍କ ଭିତରେ ସବୁବେଳେ ରହିଥାଏ । ଏହି ଲୋକ ଆଉ କାହାର ଦୁଃଖ ଦେଖି ପାରନ୍ତି ନାହିଁ ଓ ଯେତିକି ସମ୍ଭବ ହୋଇପାରେ ତାଙ୍କ ଦ୍ଵାରା ସେ ସାହାର୍ଯ୍ୟ କରିଥାନ୍ତି ।

Image Courtesy: Google

ଅନେକ ସମୟରେ ଏମିତି ହୋଇଥାଏ ସେ ଆଉ କାହାକୁ ସାହାର୍ଯ୍ୟ କରିବା ଚକ୍କରରେ ସେ ନିଜେ ହଇରାଣ ହୋଇଥାନ୍ତି । କୁମ୍ଭ ରାଶି ଶନିଦେବଙ୍କ ରାଶି ହୋଇଥାଏ । ଶନିଦେବ ଏହି ରାଶିର ସ୍ଵାମୀ ହୋଇଥାନ୍ତି । ଯେଉଁଠି ଶନିଦେବଙ୍କ କୃପା ରହିଥାଏ ସେମାନଙ୍କର କିଛି ଅସୁବିଧା ହୋଇନଥାଏ । ଆପଣଙ୍କ ଜୀବନରେ ସବୁକିଛି ଶନିଦେବ ନିର୍ଧାରିତ କରିଥାନ୍ତି । ଆପଣଙ୍କ ରାଶିର ସ୍ଵାମୀ ଶାନିଦେବ ୨୦୨୦ ରୁ ୨୦୨୫ ପର୍ଯ୍ୟନ୍ତ ଭଗବାନ ଶନିଦେବ ଆପଣଙ୍କୁ ମାଲାମାଲ କରିବେ । ଏବେଠୁ ଆପଣଙ୍କ ଜୀବନ ଭଲ ଆରମ୍ଭ ହୋଇଯିବ ।

Image Courtesy: Google

କୁମ୍ଭ ରାଶି ଲୋକଙ୍କ ବର୍ତମାନ ସମୟ ଭଲ ଚାଲୁ ନଥିଲା ଯେମିତିକି ବିବାହରେ ଡେରି, ବ୍ୟାପାରରେ ଲସ , ପଇସାର ଅସୁବିଧା , ଧୋକା ଏହିଭଳି ବହୁତ କଥାର ସାମ୍ନା କରିବାକୁ ପଡୁଥିଲା । ଏହି ସବୁ ଏବେ ପର୍ଯ୍ୟନ୍ତ ଚାଲିଛି । ଗ୍ରହର ଚଳନ ଆମ ରାଶି ଉପରେ ବହୁତ ପ୍ରଭାବ ପଡିଥାଏ । କୁମ୍ଭ ରାଶିରେ ଏବେ ପର୍ଯ୍ୟନ୍ତ ତାର ଗ୍ରହ ନକରାତ୍ମକ ପ୍ରଭାବ ପକାଉଥିଲା ଏହି କାରଣରୁ କୁମ୍ଭ ରାଶି ଦୁଃଖ ଓ ଚିନ୍ତାରେ ଦିନ କାଟୁ ଥିଲା । ଏବେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି , ଏବେ ଭାଗ୍ୟ ଆପଣଙ୍କ ମନ କଥା ଶୁଣିବ ।

Image Courtesy: Google

ଆପଣଙ୍କ ମନ ହିସାବରେ ଆପଣ ସବୁକିଛି ପାଇବେ ଆଉ ଦୁଃଖ ରହିବ ନାହିଁ । ଆପଣଙ୍କୁ କିଛି କଥା କହିବୁ କୁମ୍ଭ ରାଶିର ଲୋକ ହିଁ ଇତିହାସ ରଚିଥାନ୍ତି । କୁମ୍ଭରାଶିର ଲୋକ ଯିଏ ହୋଇଥାନ୍ତି ବହୁତ ଭଲ ହୃଦୟର ହୋଇଥାନ୍ତି । ଏହି ଲୋକ ଜାଣିଥାନ୍ତିକି ଆଉ କାହାର ଖୁସିରେ ଏମାନଙ୍କ ଖୁସି ରହିଥାଏ । ଆପଣଙ୍କ ରାଶିର ସ୍ଵାମୀ ଶନିଦେବ ଏବେ ରାଶି ପରିବର୍ତନ କରି ମକର ରାଶିରେ ପ୍ରବେଶ କରିବେ । ଶନିଦେବ ଆପଣଙ୍କୁ ବହୁତ କୃପା କରିବା ସହିତ ଭାଗ୍ୟ ବଦଳାଇବେ ଏବେ ଆପଣଙ୍କ ଭାଗ୍ୟ ଚମକିବ ।

Image Courtesy: Google

୨୪ ତାରିଖରୁ କୁମ୍ଭ ରଶୀ ଲୋକଙ୍କ ଜୀବନରେ ଶନିଙ୍କର ଲାଗିଯିବ ସାଢେସାତି, ଶନିଦେବ ଏବେ ଆପଣଙ୍କୁ ରାଜ କରେଇବେ । ଆପଣଙ୍କୁ ସୁଖ ସାଧନାର ସବୁସୁଖ ପ୍ରାପ୍ତ ହେବ ଯାହା ଆପଣ ଚାହୁଁଛନ୍ତି । ଆସୁଥିବା ୬ ମାସ ମଧ୍ୟରେ ଆପଣଙ୍କ ସବୁ ଦୁଖ କଷ୍ଟର ଅନ୍ତ ହେବ । ବିବାହ, ଚାକିରି, ବ୍ୟାପାର କ୍ଷେତ୍ରରେ ଆପଣ ସଫଳ ହେବେ । ଆପଣ ଭାବୁଥିବେ ଶନିଙ୍କର ସାଢେସାତି ତ ଖରାପ ହୋଇଥାଏ । ଶନିଙ୍କର ଉତରତି ସାଢେଷାତି ହାନି ମନୁଷ୍ୟକୁ ପହଞ୍ଚାଇଥାଏ କିନ୍ତୁ ଚଢୁଥିବା ସାଢେ ସାତି ବ୍ୟକ୍ତିର ଭାଗ୍ୟକୁ ଖୋଲିଥାଏ ।

Image Courtesy: Google

ଏହି ସାଢେଷାତି କୁମ୍ଭରାଶି ଉପରେ ଚଢୁଥିବା ସାଢେଷାତି ହେବ । ଏଥିରେ ମାନସମ୍ମାନ ଭରପୁର ପ୍ରାପ୍ତି ହେବ, ଆମଦାନୀ ଦୁଇଗୁଣ ହେବ, ଆପଣ ଯାହାବି କରିବେ ଏବେ ସଫଳତାର ଶିଖରରେ ପହଞ୍ଚିବେ । ଆପଣଙ୍କ ଆସୁଥିବା ସମୟରେ ଶନିଦେବ ସବୁ ପ୍ରକାର ଖୁସି ପ୍ରଦାନ କରିବେ । ଆଗରେ ୩ ମାସରେ ଆପଣଙ୍କ ବିଗିଡି ଥିବା କାମ ଭଲରେ ହୋଇବ । ଶନି ମକର ରାଶିରେ ପରିବର୍ତନ ଆପଣଙ୍କ ରାଜଯୋଗ ଆରମ୍ଭ ହୋଇଯିବ ।

Image Courtesy: Google

କିନ୍ତୁ ଆପଣଙ୍କୁ ଶନି ଦେବଙ୍କ ପୂଜା ଆରାଧନା କରିବା ଉଚିତ ଜମାବି ଛାଡିବ ନାହିଁ । ଶନିଦେବ ଆପଣଙ୍କର ମାଲିକ ବା ପାଳନହାର ଅଟନ୍ତି । ଆପଣଙ୍କର ଯାହାବି ଦରକାର ହେବ ଶନିଦେବଙ୍କୁ ମାଗନ୍ତୁ । କେବେ ଅହଂକର କରିବେ ନାହିଁ କି ଶନି ଦେବଙ୍କୁ ଭୁଲିବେ ନାହିନ । ଦେଖିବେ ଆପଣଙ୍କୁ ସବୁ ସଫଳତା ମିଳିବ ଯାହାର ଆପଣ ହକଦାର ଅଟନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *