ଲେମ୍ବୁ ଉପରେ ନମ୍ୱର ଲେଖି ଚୁପଚାପ୍ ଗୋଟେ ସ୍ଥାନରେ ରଖିଦିଅନ୍ତୁ ଓ ଦେଖନ୍ତୁ ଚମତ୍କାର

ସମସ୍ତେ ଜାଣନ୍ତି ଯେ ଭାରତକୁ ଦେଶ ରେ ଦେବଦେବୀ ଙ୍କୁ ମାନିବା ସହିତ ଯାଦୁ ଶକ୍ତି ବା ତନ୍ତ୍ର ବିଦ୍ୟା କୁ ବି ବେଶୀ ମାନନ୍ତି । ଆଜି ଆମେ ଜଣେଇବାକୁ ଯାଉଛୁ ଯେ ଲେମ୍ବୁ ର ଚମତ୍କାରି ଯାଦୁତନ୍ତ୍ର ବିଷୟରେ । ଯଦି ଜାଣି ନାହାନ୍ତି ଜାଣନ୍ତୁ, କାରଣ ଏହା ଉପକାରୀ ଓ ନଜାଣିଲେ  ବିପଦ ବି ହେଇପାରେ । ତେବେ ଆସନ୍ତୁ ଜାଣିବା ଲେମ୍ବୁ ସହ ଜଡିତ କିଛି ଚମତ୍କାରୀ ଉପାୟ ବିଷୟରେ ।

ଲେମ୍ବୁ ର କିଛି ଚମତ୍କାରି ଯାଦୁତନ୍ତ୍ର

୧.ଲେମ୍ବୁ ଖରାପ ଦୃଷ୍ଟି ରୁ ରକ୍ଷା କରେ

ଆମେ ଜାଣିଛୁ ଯେ ଲେମ୍ବୁ କୁ ଖାଆନ୍ତି ଓ ଲଙ୍କା ଲେମ୍ବୁ ଲଗାଇ ଖରାପ ନଜର ରୁ ରକ୍ଷା ପାଇଁ ବ୍ୟବହାର ହୁଏ । ହେଲେ ଦେଶ ରେ କେତେ ଜାଗା ରେ ଲେମ୍ବୁ କୁ ନେଇ ତନ୍ତ୍ର ବିଦ୍ୟା ରେ ପ୍ରୟୋଗ କରାଯାଉଛି । ଏଥିରେ ଭୂତ ପ୍ରେତ କୁ ନିଜ ବଶ ରେ ରଖନ୍ତି ଓ ଖରାପ ଆତ୍ମା କୁ ଦୂର କରିବା ପାଇଁ ବହୁତ ଜରୁରୀ ମନାଯାଏ ।

୨ ଲେମ୍ବୁ ଉପରେ ଏ ନମ୍ୱର ଲେଖିଲେ ମିଳିବ ଆଶ୍ଚର୍ଯ୍ୟକର ଫାଇଦା

ଗୋଟେ ଲେମ୍ବୁ ନେବେ ଯାହା ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ହେଇଥିବ । ତା ଉପରେ ଲାଲ୍ ରଙ୍ଗ କାଳି ରେ ୩୦୭ ନମ୍ୱର ଲେଖିବ । ତାପରେ ଏହାକୁ ଲାଲ୍ ରଙ୍ଗର ସୂତା ରେ ଗୁଡେଇଦେବ ଓ ଏହାକୁ ଏମିତି ଜାଗା ରେ ଲୁଚେଇବ, ଯାହା ଉପରେ କାହା ନଜର ପଡୁନଥିବ । ତାପରେ ଦେଖିବେ ପ୍ରତିଦିନ କିଛି ନା କିଛି ଚମତ୍କାରି ଫାଇଦା ହେବ ।

୩. ଏହା ବାସ୍ତୁ ଦୋଷ କାଟିଥାଏ

ଯେଉଁ ଘରେ ଲେମ୍ବୁ ଗଛ ଲାଗିଥାଏ ସେଠି କୁ ଖରାପ ଆତ୍ମା ଆସିନଥାଏ ଓ ଚାରି ପାଖ ବାତାବରଣ ବି ସୁଦ୍ଧ ହୋଇଥାଏ । ଲେମ୍ବୁ ଗଛ ଘର ର ବାସ୍ତୁ ଦୋଷ କୁ ଶେଷ କରି ଥାଏ ।

୪. ଏଥିରେ ସଫଳତା ପାଇପାରିବ

ଅଧିକାଂଶ ଲୋକ ଙ୍କୁ ବହୁତ କଷ୍ଟ ପରେ ବି ସଫଳତା ମିଳେନି । ତ ସେମାନେ ହନୁମାନ ମନ୍ଦିର କୁ ଲେମ୍ବୁ ଓ ୪ ଟି ଲବଙ୍ଗ ନେଇ କି ଯିବେ । ଧ୍ୟାନ ରଖନ୍ତୁ ଆଗ ଲେମ୍ବୁ ରେ ୪ ଟି ଲବଙ୍ଗ ଲଗେଇବେ ତାପରେ ହନୁମାନ ଚାଳିଶା ପାଠ କରିବେ ।

୫. ଏଥିରେ ହୁଏ ବ୍ୟବସାୟ ରେ ଲାଭ

ଯଦି ଆପଣଙ୍କ ବ୍ୟବସାୟ ମାନ୍ଦା ଚାଲୁଛି ବା ଦୋକାନ ସେଲ୍ ଭଲ ହଉନି ତ ଗୋଟେ ଲେମ୍ବୁ କୁ ଦୋକାନ ବା କମ୍ପାନୀ ର ସବୁ କାନ୍ଥ ରେ ସ୍ପର୍ଶ କରାନ୍ତୁ , ଅଟକିଥିବା କାମ ହେଇଯିବ ।

୬. ବେମାରୀ ବା ଅନ୍ୟ ପ୍ରକାର ରୋଗ ରୁ ମୁକ୍ତି ଦେଇଥାଏ

ବେଶୀ କଠିନତା ସେତେବେଳେ ଆସେ , ଯେତେବଳେ ଘରେ କିଏ ବେମାର ରେ ପଡେ ଓ ବହୁ ଓଷଧ ପରେ ବି ଭଲ ହୁଏନି । ତ ଆପଣ ଶନିବାର ଦିନ ଗୋଟେ ଲେମ୍ବୁ ନେଇ ବେମାର ପଡ଼ିଥିବା ଲୋକ ର ମୁଣ୍ଡ ରେ ୭ ଥର ଓଲଟେଇ ବୁଲେଇବ । ତାପରେ ଗୋଟେ ଛୁରୀରେ ଲେମ୍ବୁ କୁ ଗୋଡ଼ ଯାଏ ଛୁଆଁଇ ତାକୁ ମଝିରୁ କାଟି ଦିଅନ୍ତୁ । ଧ୍ୟାନ ରଖନ୍ତୁ ତାନ୍ତ୍ରିକ ଉପାୟ କରିବା ପୂର୍ବରୁ ଜଣାଶୁଣା ବ୍ୟକ୍ତି ଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ ।

Leave a Reply

Your email address will not be published. Required fields are marked *