ଚପଲରେ ଲଗାଇ ଥିଲା କ୍ୟାମେରା, ବନାଉଥିଲା ଝିଅ ମାନଙ୍କ ସ୍କର୍ଟ ତଳର ଭିଡ଼ିୟ ,ତାପରେ..

ଗୋଟେ ଲୋକ ଏତେତଳକୁ ବି ଖସିପାରେ ଏହି କଥା ଆପଣ ଦେଖିବାକୁ ପାଇବେ କେରଳର ଏହି ଘଟଣାରୁ , ଯେଉଁଠି କେରଳ ର ଗୋଟେ ବ୍ୟକ୍ତି ଏତେ ନୀଚକୁ ଖସି ଯାଇଛି ଯେ ସେ ତାର ସବୁ ସୀମା ପାର କରିଦେଇଛି । ସ ଏମିତି ଏକ କାମ କରିଛି ଯାହା ଜାଣି ଆପଣ ମୁଣ୍ଡରେ ହାତ ଦେବେ । ସେ ନିଜର ଚପଲରେ କ୍ୟାମେରା ଲଗାଇ ସ୍କୁଲ ଛାତ୍ରୀ ମାନଙ୍କର ସ୍କର୍ଟ ତଳର ଭିଡିଓ ବନାଉଥିଲା । ଆଶନ୍ତୁ ବିସ୍ତାର ରୂପେ ଜାଣିବା ପୁରା ଘଟଣା ।

କେରଳର ଗୋଟେ ଜିଲ୍ଲା ରେ ସ୍କୁଲ ଆର୍ଟ ଫେସ୍ଟିଭାଲ `କେରଳ କଲୋସଭମ` ରେ ଆୟୋଜନ କରା ଯାଇଥିଲା ଏହି ପର୍ବରେ ବିଜୁ ନାମର ବ୍ୟକ୍ତି ବି ଆସିଥିଲା ।

ଏହି ବ୍ୟକ୍ତି ଏଠି ନିଜର ଚପଲ ଭିତରେ ହିଡେନ କ୍ଯାମେରା ଲୁଚାଇ ଏହି ପର୍ବରେ ଭାଗ ନେବାକୁ ଆସିଥିଲା ଝିଅ ଆଉ ମହିଳା ମାନଙ୍କର ଡ୍ରେସ ତଳର ଭିଡ଼ିଓ ବନାଉଥିଲା । ତେବେ ଏହି ଘଟଣାକୁ ସେଠି ଥିବା ପୁଲିସ ନୋଟିସ କରିଥିଲେ ଆଉ ତାକୁ ଧରିକି ପଚରା ପଚରି କରିଥିଲେ । ଯେତେବେଳେ ପୁଲିସ ବିଜୁର ତଲାସି ନେଲେ ତାଙ୍କ ହାତରେ କିଛି ଏମିତି ଜିନିଷ ଲାଗିଲା ଯାହାକୁ ଦେଖି ତାଙ୍କର ହୋଶ ଉଡିଗଲା । ବିଜୁ ନିଜ ଚପଲ ର ଉପରେ ଗୋଟେ କଣା ରେ ମୋବାଇଲ ପୁରାଇଥିଲା ।

ଏହି ମୋବାଇଲ ଏମିତି ପୋଜୀଶନ ରେ ରଖା ହେଇଥିଲା ଚପଲରେ ଥିବା କଣାଦ୍ଵାରା ଦେଖା ଯାଉଥିବ । ଏହି କ୍ୟାମେରା ଦ୍ଵାରା ସେ ଝିଅ ମାନଙ୍କର ପରଶନାଲ ଭିଡିଓ ବନାଉଥିଲା, ବିଜୁ ଏହି ମୋବାଇଲ ରେ ଗୋଟେ ସ୍ଟୀଲ ର କେସ ଭିତରେ ରଖିଥିଲା କେହିବି ଭୁଲ ରେ ଚପଲ ଉପରେ ଗୋଡ ରଖିଦେଲେ ବି କ୍ଯାମରା ଖରାପ ହେବନି । ଏତିକି ବି ନୁହଁ ମୋବାଇଲ ବ୍ଯାଟାରି ସରିଗଲେ ସିଏ ତା ବ୍ୟାକପ ପାଇଁ ଆଉ ଗୋଟେ ମୋବାଇଲ ରଖିଥିଲା ।  ବିଜୁ ଏହି ହିଡେନ କ୍ଯାମରା ବାଲା ଚପଲ ନେଇକି ଭିଡରେ ପଶି ଯାଏ ଆଉ ଏହି ଚପଲକୁ ଝିଅ ମାନଙ୍କର ସ୍କର୍ଟ ତଳେ ରଖିଖରାପ ଭିଡ଼ିୟ ବନାଇଥାଏ ।

ଝିଅମାନେ ବିଜୁର ଏହି ଖରାପ କାମ ବିଷୟରେ ଜାଣି ନଥାନ୍ତି କେବେ କେବେ ତ ସେ ଚପଲକୁ ସ୍କର୍ଟ ର ତଳେ ରଖି ବା ମଝି ରାସ୍ତାରେ ରଖି କିଛି ଦୂରରେ ଛିଡା ହୋଇ ଦେଖୁଥାଏ । ବିଜୁର ଏହି ଚାଲି ଚଳନକୁ ଦେଖି ପୁଲିସବାଲା ଦେଖି ଆଶ୍ଚର୍ଯ୍ୟ ରହିଲେ । ତାଙ୍କର କହିବା କଥା କି ସେମାନେ ଆଜି ଯାଏ ଏମିତି ଘଟଣା ଦେଖି ନାହାନ୍ତି । ଏହା ବହୁତ ଲଜ୍ୟା ଜନକ କଥା କି ଆଜି କାଲି ଯୁବକ ନିଜ ମୁଣ୍ଡ କିଛି ଭଲ କାମରେ ନ ଲଗାଇ ଏହି ଛୋଟ ଚିନ୍ତା ଧାରାରେ ଲାଗି ରହୁଛନ୍ତି’ ।

Leave a Reply

Your email address will not be published. Required fields are marked *