ଖୁସି ଖବର , ବଜେଟ୍ ପରେ ଆଜି ସୁନା ଓ ଚାନ୍ଦୀ ହେଲା ଶସ୍ତା, ଖୁବଶିଘ୍ର ଚେକ୍ କରନ୍ତୁ ନୂଆ ରେଟ୍

ବଜେଟ୍ ପରେ ଆଜି ସୋମବାର କୁ ବାୟଦା ବଜାର ରେ ସୁନା,ଚାନ୍ଦୀର ଦାମ୍ କମିବାର ଦେଖାଯାଇଛି । ସୋମବାର କୁ କାରବାର ଅନୁସାରେ ବାୟଦା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ମାନେ MCX ରେ ସୁନା ୩୫୦ଓ ଚାନ୍ଦୀ ୭୫୦ ଟଙ୍କା କମି ଯାଇଛି । ଗୋଲ୍ଡ ସିଲଭର ଟେକ୍ନିକାଲ ଆନାଲିଶିସ୍; ଡେଲି ଟେକ୍ନିକାଲ ଚାର୍ଟ ରେ ସନ୍ଧ୍ୟା କୁ ବଢିପାରେ ସୁନା,ଚାନ୍ଦୀ, ଏଞ୍ଜଲ୍ ବ୍ରୋକିଂ ର ରିପୋର୍ଟ । ସାରା ଦୁନିଆ ର ସେୟାର ବଜାରରେ ରିକବରୀ ଚୀନ ସେଣ୍ଟ୍ରାଲ ବ୍ୟାଙ୍କ୍ ଦ୍ଵାରା ରିଭର୍ସ ରେପୋ ରେଟ ରେ କଟିବା କାରଣରୁ ବିଦେଶୀ ବଜାର ରେ ସୁନା ୪ ସପ୍ତାହ ଉପରୁ ତଳକୁ ଖସି ଗଲାଣି ।

କରୋନା ଭାଇରସ୍ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ କୁ ଶେଷ କରି ଏଥିରେ ସୁଧାରପାଇଁ ବଜାର ରେ ଚିନ୍ ଦ୍ଵାରା ସୁନା, ଚାନ୍ଦୀ ରେ କମିବା କୁ ନୋଟ୍ କରାଯାଉଛି । ଆଇସିସିଆଇ ବ୍ୟାଙ୍କ୍ ର ସୁବିଧା ଜରିଆରେ ୨୪ ଘଣ୍ଟା ରେ ନେଇ ପାରନ୍ତି ଚେକବୁକ , ଡେବିଟ୍ କ୍ରେଡିଟ କାର୍ଡ ।

ହାଜିର୍ ବଜାରରେ ୨୮୦ ଟଙ୍କା କମିଗଲା ସୁନା ।

HDFC ସିକୁରିଟି ଅନୁସାରେ ସୁନା ୨୮୧ ଟଙ୍କା କମି ୧୦ ଗ୍ରାମ ପ୍ରତି ୪୧୭୪୮ ଟଙ୍କା ରହିଛି । ଆଗରୁ କାରବାର ରେ ୧୦ ଗ୍ରାମ ପ୍ରତି ୪୨୦୨୯ ଟଙ୍କା ହେଇଥିଲା । ଚାନ୍ଦୀ ବି କିଲ ପ୍ରତି ୭୧୨ କମି ୪୭୫୦୬ କମିଚି ,ଆଗରୁ ୪୮୨୧୮ ଟଙ୍କା କିଲୋଗ୍ରାମ ପ୍ରତି ଥିଲା ।

HDFC ସିକୁରିଟି ର ବିଶ୍ଲେଷକ ତପନ ପଟେଲ କହିଛନ୍ତି ହାଜିର୍ କାରବାର ରେ  ୨୪ କ୍ୟାରେଟ୍ ସୁନା ୨୮୧ ଟଙ୍କା ତୁଟିଚି । ଵୈସ୍ଵିକ ବଜାର ରେ ସୁନା ୧୫୭୮ ଡଲାର ପ୍ରତି ଓ ଚାନ୍ଦି ୧୭୭୮ ଡଲାର ପ୍ରତି ଚାଲିଛି । ସରକାର PPF, NSC ସୁକନ୍ୟା ସମୃଦ୍ଧି ସହ ଛୋଟି ବଚତ ଯୋଜନାରେ ଦର ରେ ପରିବର୍ତ୍ତନ କରିପାରିବେ ।

ତେବେ ଆପଣ ବି ଦେଖନ୍ତୁ ଆପଣଙ୍କ ସହରରେ କଣ ଅଚଚି ସୁନା ଦର, ଏହା ପାଇ ଆପଣଙ୍କୁ ନେଟ ରେ ଖୋଜିବାକଉ ପଡିବ, ଟୁଡେ ଗୋଲ୍ଡ ରେଟ । ତା ପରେ ଆପଣ ଆଜି ଦିନରେ ଥିବା ସୁନା ଦର ବିଷୟରେ ଜାଣି ପାରିବେ । ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *